ପାକିସ୍ତାନ କୁ ପ୍ରମାଣ ମାଗିଲା ଭାରତ

March 09, 2019, ଦେଶଦୁନିଆ, , Bhagyaprabha News Bureau
ପାକିସ୍ତାନ କୁ ପ୍ରମାଣ ମାଗିଲା ଭାରତ
Bhagyaprabha News Bureau
March 09, 2019

ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖ୍ୟପାତ୍ର ରବୀଶ କୁମାର ଶନିବାର ନୂଆ ଦିଲ୍ଲୀରେ ପାକିସ୍ତାନର ମିଛକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଭାରତ ବିରୋଧରେ ଏଫ-16 ବିମାନର ବ୍ୟବହାର କରି ପାକିସ୍ତାନର ମୁଖା ଅନ୍ତରାଷ୍ଟ୍ରୀୟ ଦରବାରରେ ଖୋଲିଯାଇଛି । ଭାରତର ଦୁଇଟି ବିମାନ ନଷ୍ଟ କରିଥିବା ପାକିସ୍ତାନ ଦାବି ମିଛ । ପାକିସ୍ତାନକୁ ଆତଙ୍କବାଦୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଭାରତ ଏଫ-16କୁ ନଷ୍ଟକୁ କରିଥିବା ପ୍ରମାଣ ଦେଇଥିବା ବେଳେ ପାକିସ୍ତାନ କାହିଁକି ଏହାର ପ୍ରମାଣ ଦେଉନାହିଁ । ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରବକ୍ତା ପରି କାମ କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚର୍ଚ୍ଚାରେ କୁମ୍ଭମେଳା!

ଚର୍ଚ୍ଚାରେ କୁମ୍ଭମେଳା!

Read More...

ପାକିସ୍ତାନ ଆତଙ୍କବାଦ ର ଭୂସ୍ୱର୍ଗ

ପାକିସ୍ତାନ ଆତଙ୍କବାଦ ର ଭୂସ୍ୱର୍ଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: