ଚର୍ଚ୍ଚାରେ କୁମ୍ଭମେଳା!

March 09, 2019, ଦେଶଦୁନିଆ, , Bhagyaprabha News Bureau
ଚର୍ଚ୍ଚାରେ କୁମ୍ଭମେଳା!
Bhagyaprabha News Bureau
March 09, 2019

କୁମ୍ଭ ମେଳା ହିନ୍ଦୁ ପରମ୍ପରା ଓ ସଂସ୍କୃତିର ମହାପର୍ବ। । ୧୨ ବର୍ଷରେ ଥରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୁଏ ଏହି ମେଳା । ମହା କୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ମକର ସଂକ୍ରାନ୍ତିରୁ ଏହା ଆରମ୍ଭ ହୋଇ ମହା ଶିବରାତ୍ରୀରେ ଶେଷ ହୁଏ। ଚଳିତ ବର୍ଷ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା କୁମ୍ଭମେଳାରେ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ହେଲେ ଜଣେ ବିଜ୍ଞାପନଦାତା ଏହି କୁମ୍ଭମେଳାକୁ ହିନ୍ଦୁ ଧର୍ମ ବିରୋଧୀ ଭାବନା ସହ ଯୋଡ଼ି ଏବେ ବିବାଦକୁ ଆସିଛନ୍ତି।


ହିନ୍ଦୁସ୍ତାନ ୟୁନିଲିଭର ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ତାର ପ୍ରଡକ୍ଟ ଚା 'ର ବିଜ୍ଞାପନ ପାଇଁ କୁମ୍ଭ ମେଳାକୁ ଏପରି ଚିତ୍ରଣ କରିଛି, ଯାହାକୁ ଦେଖି ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ହିନ୍ଦୁସ୍ତାନ ୟୁନିଲିଭର ଏହାକୁ ଭୁଲ ଭାବେ ଚିତ୍ରଣ କରି ଲଜ୍ଜାଜନକ ବାର୍ତ୍ତା ଦେଉଛି। ଏହି କମ୍ପାନୀ ନିମନ୍ତେ ପାରିବାରିକ ସମ୍ପର୍କ, ମୂଲ୍ୟବୋଧର ମାନେ କିଛି ନାହିଁ। ସବୁ ସମ୍ପର୍କକୁ ଏହା କେବଳ ବସ୍ତୁ ସହ ତୁଳନା କରିଥାଏ। ଏହା ଲୋକଙ୍କ ଭାବାବେଗ ସହ ନିଜକୁ ଯୋଡି ପାରୁ ନ ଥିବାରୁ ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ ସମସ୍ତ ଉତ୍ପାଦକୁ ଫୋପାଡି ଦେବାକୁ ସେ ଆହ୍ୱାନ ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଳାସପୂର୍ଣ୍ଣ ଜୀବନ ବିତାଉଛି ନିରବ

ବିଳାସପୂର୍ଣ୍ଣ ଜୀବନ ବିତାଉଛି ନିରବ

Read More...

ପାକିସ୍ତାନ କୁ ପ୍ରମାଣ ମାଗିଲା ଭାରତ

ପାକିସ୍ତାନ କୁ ପ୍ରମାଣ ମାଗିଲା ଭାରତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: