ରାଜ୍ୟରେ ଆଉ ୨୯୨୪ କରୋନା ପଜିଟିଭ୍ ଟିହ୍ନଟ

August 16, 2020, ଓଡ଼ିଶା, , BHAGYAPRABHA NEWS
ରାଜ୍ୟରେ ଆଉ  ୨୯୨୪ କରୋନା ପଜିଟିଭ୍ ଟିହ୍ନଟ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 16, 2020

ଆଜି ରାଜ୍ୟରେ ସର୍ବାଧିକ ୨୯୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩୧୮, ଯାଜପୁର ଜିଲ୍ଲାରୁ ୨୦୦, ଅନୁଗୁଳ ଜିଲ୍ଲାରୁ ୩୭, ବାଲେଶ୍ବର ଜିଲ୍ଲାରୁ ୩୭, ବରଗଡ଼ ଜିଲ୍ଲାରୁ ୪୮, ଭଦ୍ରକ ଜିଲ୍ଲାରୁ ୧୦୭, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୮ , କଟକ ଜିଲ୍ଲାରୁ ୧୮୯, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୪୦, ଗଜପତି ଜିଲ୍ଲାରୁ ୭୧, ଜଗତସିଂହପୁର ଜିଲ୍ଲାରୁ ୪୭, ଝାରସୁଗୁଡ଼ା ଜିଲ୍ଲାରୁ ୩୦, କଳାହାଣ୍ଡି ଜିଲ୍ଲାରୁ ୨୭, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୦, କେନ୍ଦୁଝର ଜିଲ୍ଲାରୁ ୨୬, କୋରାପୁଟ ୯୫ ମାଲକାନଗିରି ୯୩ ମୟୂରଭଞ୍ଜ ୧୩୬ ନବରଙ୍ଗପୁର ଜିଲ୍ଲାରୁ ୨୬, ନୟାଗଡ଼ ଜିଲ୍ଲାରୁ ୧୪୨, ନୂଆପଡ଼ା ଜିଲ୍ଲାରୁ ୨୦, ପୁରୀ ଜିଲ୍ଲାରୁ ୧୪୪, ରାୟଗଡ଼ା ଜିଲ୍ଲାରୁ ୧୧୬, ସମ୍ବଲପୁର ଜିଲ୍ଲାରୁ ୩୭, ସୋନପୁର ଜିଲ୍ଲାରୁ ୩୮ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

Read More...

ହାପି ବାର୍ଥ ଡେ ସୈଫ ଅଲ୍ଲୀ ଖାନ

ହାପି ବାର୍ଥ ଡେ ସୈଫ ଅଲ୍ଲୀ ଖାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: