ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ୧୧ରେ ସ୍ଥାପନ ହେବ ଶୁଭଖୁଣ୍ଟି

March 09, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ  ଯାତ୍ରା ପାଇଁ ୧୧ରେ ସ୍ଥାପନ ହେବ ଶୁଭଖୁଣ୍ଟି
Bhagyaprabha News Bureau
March 09, 2019

ରେଶମ ସହର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବାକୁ ଯାଉଛି । ମାଆ ଙ୍କ ଏହି ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧୧ ତାରିଖ ରାତ୍ର ସମୟରେ ଶୁଭଖୁଣ୍ଟି ସ୍ଥାପନ କରାଯିବାକୁ ମାଆଙ୍କ ବାପାଘର ତଥା ଯାତ୍ରାର ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରା ଉକ୍ତଦିନ ଶୁଭଖୁଣ୍ଟି ରାତ୍ର ସାଢ଼େ ୯ ଟାରୁ ବିଳମ୍ବିତ ରାତି ୧. ୪୦ ମିନିଟ ପର୍ଯ୍ୟନ୍ତ ଶୁଭଲଗ୍ନ ସ୍ଥିର କରିଥିବା ବେଳେ ଏହି ସମୟରେ ମାଆଙ୍କ ଶୁଭଖୁଣ୍ଟି ସ୍ଥାପନ କରାଯିବ । ଉକ୍ତ ଦିନ ସହରବାସୀ ଙ୍କ ଉପସ୍ଥିତିରେ ଯାତ୍ରା କେବେ ଟାରୁ ଆରମ୍ଭ ହେବ ତାହାକୁ ଦେଶୀବେହେରା ଙ୍କର ମୁଖ୍ୟ ପୁଜକ ସିଦ୍ଧାନ୍ତି ସ୍ଥିର କିରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶର ୩୯ ଟି ପଞ୍ଜିକୃତ ,ଅଣସ୍ୱକୃତି ରାଜନୈତିକ ଦଳର ଚିହ୍ନକୁ ନିର୍ବାଚନ କମିଶନରଙ୍କ ସ୍ୱୀକୃତି

ଦେଶର ୩୯ ଟି ପଞ୍ଜିକୃତ ,ଅଣସ୍ୱକୃତି ରାଜନୈତିକ ଦଳର ଚିହ୍ନକୁ ନିର୍ବାଚନ କମିଶନରଙ୍କ ସ୍ୱୀକୃତି

Read More...

କଳା ସ୍ରୋତର ଓଡ଼ିଆ ପରୀକ୍ଷା : ଆଠ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଲେ

କଳା ସ୍ରୋତର ଓଡ଼ିଆ ପରୀକ୍ଷା : ଆଠ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଲେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: