ଗଞ୍ଜାମ ଜିଲ୍ଲାପାଳଙ୍କୁ ଭାଗ୍ୟପ୍ରଭା ନ୍ୟୁଜ୍‌ ତରଫରୁ ଜନ୍ମଦିନର ଶୁଭେଛ୍ଛା

September 12, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
 ଗଞ୍ଜାମ ଜିଲ୍ଲାପାଳଙ୍କୁ ଭାଗ୍ୟପ୍ରଭା ନ୍ୟୁଜ୍‌ ତରଫରୁ ଜନ୍ମଦିନର ଶୁଭେଛ୍ଛା
BHAGYAPRABHA NEWS
[ INPUT ]
Bhagyaprabha News Bureau
September 12, 2020

ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ୪୪ ତମ ଜନ୍ମଦିନ । ସେ ୧୯୭୬ ମସିହା ଆଜିର ଦିନରେ ମହାରଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଅହମ୍ମଦନଗର ଜିଲ୍ଲାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ଆଇଏଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ୨୦୧୩ ବ୍ୟାଚର ଓଡିଶା ଆଇଏଏସ କ୍ୟାଡର ବିଜୟ ଅମୃତ କୁଲାଙ୍ଗେ ୨୦୧୫ ମସିହା ଅଗଷ୍ଟ ରୁ ନଭେମ୍ବର ପର୍ଯ୍ୟନ୍ତ ଅର୍ଥ ବିଭାଗରେ ଓ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗଞ୍ଜାମ ଡିଆରଡିଏ. ପିଡି ଭାବରେ କାର୍ଯ୍ୟ କରୁଥିଲେ । ୨୦୧୮ ମସିହାରେ ସେ ଗଞ୍ଜାମ ଜିଲ୍ଲାପାଳ ଭବରେ ନିଯୁକ୍ତ ହୋଇଥିଲେ । ସେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରି ସମଗ୍ର ଦେଶ ତଥା ରାଜ୍ୟରେ ରୋଲ ମଡେଲ ଭାବରେ ପରିଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତିର ସୁପରିଚାଳନା ନିମନ୍ତେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଥିଲେ । ଏହା ସହ କୋଭିଡ ମୁକାବିଲା ନିମନ୍ତେ ସେ ଜିଲ୍ଲାବାସୀଙ୍କ ନିମନ୍ତେ ପଞ୍ଚସୁତ୍ରୀ ନିୟମ , ଆଣ୍ଟିଜେନ ଟେଷ୍ଟ ଭଳି ନୂତନ ଗାଇଡ ଲାଇନ ଜାରୀ କରି ସମଗ୍ର ରାଜ୍ୟରେ ରୋଲ ମଡେଲ ପାଲଟିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ କୋଭିଡଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ କୋଭିଡଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

Read More...

ରାଜ୍ୟର ୬୦ ଲକ୍ଷ ହିତାଧୀକାରୀ ଙ୍କ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ରାଜ୍ୟର ୬୦ ଲକ୍ଷ ହିତାଧୀକାରୀ ଙ୍କ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: