ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

November 13, 2020, ଓଡ଼ିଶା, , BHAGYAPRABHA NEWS
ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 13, 2020

ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୧,୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୫୮୫ ଜଣ ଥିବା ବେଳେ ୪୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେହିପରି ଆଜି ପୁଣି ୧୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେହିପରି ମୟୂରଭଞ୍ଜରୁ ୮୬ ଜଣ, ଖୋର୍ଦ୍ଧାରୁ ୮୩ ଜଣ, କଟକରୁ ୭୩ ଜଣ, ବଲାଙ୍ଗିରରୁ ୬୭ ଜଣ, ଅନୁଗୁଳରୁ ୬୫ ଜଣ, ଜଗତସିଂହପୁରରୁ ୫୧ ଜଣ, ସମ୍ବଲପୁରରୁ ୪୬ ଜଣ, କଳାହାଣ୍ଡିରୁ ୪୩ ଜଣ ଆକ୍ରାନ୍ତ ଅଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୭,୦୦୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୯୩,୭୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୭୧୫ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ୧୨ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୪୯୫କୁ ବୃଦ୍ଧି ପାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

Read More...

ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜୟନ୍ତୀ ପାଳିତ

ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜୟନ୍ତୀ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: