ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

November 13, 2020, ଦେଶଦୁନିଆ, , BHAGYAPRABHA NEWS
ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 13, 2020

ଦୀପାବଳିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଶୁକ୍ରବାର ଷଡଯନ୍ତ୍ର ରଚିଛି । ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡରେ ଭାରତର ୩ ଯବାନ ଏବଂ ୨ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ଅନେକ ନାଗରିକ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ସ୍ଥିତି ନିୟନ୍ତ୍ରଣ ବାହରକୁ ଯିବାରୁ ଭାରତୀୟ ସେନା ପକ୍ଷରୁ କଠୋର ପନ୍ଥା ଅବଲମ୍ବନ କରାଯାଇଥିଲା । ଏଥିରେ ୮ଜଣ ପାକିସ୍ତାନୀ ସେନା ମୃତ୍ୟୁବରଣ କରିଛନ୍ତି । ୨ଜଣ ଏସଏସଜି କମାଣ୍ଡର ଏଥିରେ ରହିଛନ୍ତି ।ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ଏହି ଦୁଃସାହସ କରୁଛି । ଇଜମାର୍ଗ ଓ କୁପୱାଡାରେ ସେମାନଙ୍କର ଏହି ଯୋଜନା ବିଫଳ ହୋଇଛି ।ସୀମାରେ ସେନା ଏବେ ସମ୍ପୂର୍ଣ୍ଣ ସଜାଗ ରହିଛି । ଶତ୍ରୁ ଦେଶର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ରକ୍ଷାପ୍ରବକ୍ତା କର୍ଣ୍ଣଲ ରାଜେଶ କାଲିୟା କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

Read More...

ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: