ଓଡ଼ିଶା ନାଟକ ଏକାଡମୀର ନବ ନିଯୁକ୍ତି ସଧାରଣ ପରିଷଦଙ୍କୁ ସମ୍ଭର୍ଦ୍ଧନା

January 16, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଓଡ଼ିଶା ନାଟକ ଏକାଡମୀର ନବ ନିଯୁକ୍ତି ସଧାରଣ ପରିଷଦଙ୍କୁ ସମ୍ଭର୍ଦ୍ଧନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 16, 2021

ବ୍ରହ୍ମପୁର ଅଗ୍ରଣୀ ନାଟକ ଅନୁଷ୍ଠାନ ଓଡ଼ିଶା ନାଟକ ସମାରହ ସମିତି ଓ ଗଞ୍ଜାମ ଜିଲ୍ଲା କଳାକାର ମହା ସଂଘ ତରଫରୁ ଆଜି ସ୍ଥନୀୟ ଉତ୍କଳ ଆଶ୍ରମର ସମ୍ମିଳନି କକ୍ଷରେ ଏକ ସମ୍ବଦ୍ଧନା ସଭା ଆୟୋଜନ ହୋଇଯାଇଛି । ଓଡ଼ିଶା ସଂଗୀତ ନାଟକ ଏକାଡେମିରୁ ବ୍ରହ୍ମପୁରର ଅନୀଲ କୁମାର ପାତ୍ର ତିନି ବର୍ଷ ପାଇଁ ସାଧାରଣ ସଦସ୍ୟ ଭାବେ ମନୋନୀତ ହେବାରୁ ତାଙ୍କ ଉଦେଶ୍ୟରେ ଏହି ସମ୍ବର୍ଦ୍ଧନା କର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଜିଲ୍ଲାରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନେ ମଧ୍ୟରୁ ଓଡ଼ିଶା ନାଟକ ସମାରୋହ ସମିତି ଗଞ୍ଜାମ ଜିଲ୍ଲା କଳାକାର ମହାସଂଘ ଗଞ୍ଜାମ ଜିଲ୍ଲା ମଂଚ କଳାକର ସମ୍ମିଳନୀ ଅଭିନୟ ଜଗତ ଜଗିବଳିଆ ନୃତ୍ୟବଳ ଲଭଲି ଡ଼େନ୍‌ସ ଗୁଫ୍‌ , ସମ୍ବାଦିକ ସଂଘ ଶାଶ୍ୱତୀ, ପୁଷ୍ଷଞ୍ଜଳି, କେଳୁଚରମ କଳତୀର୍ଥ ଅନୱେଶା କଳାକେନ୍ଦ୍ର ବାଲିପଦର ନାଟକ ଏକାଡମି ନାଟ୍ୟସ୍ରୀ ଫାଉଡ଼େସନ୍‌ ଲକ୍ଷନାଟକଶାଳାନାଟ୍ୟଶ୍ରୀ କଳାକେନ୍ଦ୍ର ଓଁନାଟ୍ୟ କଳାସଂଘ ଇଷାଭିଦନ ଓ କଳାକାର ପ୍ରତିଷ୍ଠା ତରଫରୁ କଳାକାର ମାନେ ପୁଷ୍ପରୁଛୁ ଓ ଉପତ୍ୟୈକନ ସହ ସମ୍ବଦ୍ଧିତ କରିଥିଲେ । ସଭାକାର୍ଯରେ ନାଟକ ନିର୍ଦ୍ଧେଶକ ମଦନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡ଼. ମିହିର କୁମାର ପାଣିଗ୍ରାହି ସ୍ୱଗତ ଭାଷଣ ପ୍ରଦାନ କରିଥିଲେ । ସଂଙ୍କର୍ଷଣ ସାବତ ଓ ଟୁଟୁ ପାଢୀ ସଭାକାର୍ଯ୍ୟପରିଚାଲନା କରିଥିଲେ । କଳାକା ମହାସଂଘ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ପଟ୍ଟନାୟକ ଓ ବରିଷ୍ଠ ନାଟ୍ୟକାର ଡ଼. ନୃସଂହାନନ୍ଦ ମହାପାତ୍ର ମଂଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆରତୀ ପାତ୍ର, କୈଳାସ ପାଣିଗ୍ରାହୀ ନାଟ୍ୟ ନିର୍ଦ୍ଧେଶକ ରାଜୁ ପାଢୀ, ଲିଙ୍ଗରାଜ ନାହାକ, ପୂର୍ଣ୍ଣପ୍ରଭା ପାଢ଼ୀ, ଉଷାରାଣୀ ମହାପାତ୍ର, ନାଟ୍ୟକାର ରମେଶ ମହାରଣା, ଭବାନି ଶଙ୍କର ମିଶ୍ର, ଜୟନ୍ତି ମିଶ୍ର, ସିମାଞ୍ଚଳ ମହାନ୍ତି, ପ୍ରମୁଖ ବହୁ କଳାକାର ଓ କଳାପ୍ରେମୀ ଯୋଗ ଦେଇ ନିଜର ବକ୍ତତ ପ୍ରଦାନ କରିଥିଲେ । ରାଜ୍ୟ ଓ ଜିଲ୍ଲାର କଳାକାର ମାଙ୍କ ମଧ୍ୟରେ ସମ୍ନାନ ରକ୍ଷା କରିବି ବୋଲି ଅନିଲ ପାତ୍ର ନିଜ ବ୍ୟକ୍ତିବ୍ୟ ରଖିଥିଲେ ଓ ଗଞ୍ଜାମ ଜିଲ୍ଲାର କଲାକାର ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜମ୍ମୁ କଶ୍ମୀରରେ ଠାବ ହେଲା ଆତଙ୍କବାଦୀ ଶିବିର ,ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ କଶ୍ମୀରରେ ଠାବ ହେଲା ଆତଙ୍କବାଦୀ ଶିବିର ,ଅସ୍ତ୍ରଶସ୍ତ୍ର ଜବତ

Read More...

ଡ୍ରୋନ ତିଆରି ତାଲିମ ନେବେ ବ୍ରହ୍ମପୁର ଆଇଟିଆଇ କଲେଜର ଛାତ୍ରଛାତ୍ରୀ

ଡ୍ରୋନ ତିଆରି ତାଲିମ ନେବେ ବ୍ରହ୍ମପୁର ଆଇଟିଆଇ କଲେଜର ଛାତ୍ରଛାତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: