ଓଡ଼ିଶା : Category News


୭ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5612 | Read...

୭ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ କ୍ୱାଟର ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାଟର ମଧ୍ୟରେ ଥିବା ଗାର୍ଡ ରୁମ ନିକଟରେ ଥିବା କର୍ମଚାରୀମ



ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ

BHAGYAPRABHA NEWS | ଓଡ଼ିଶା | ପୁରୀ | 5610 | Read...

ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ

ଆଜି ସକାଳୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ ଦର୍ଶନ କରିଛନ୍ତି ଭକ୍ତ। ଗତକାଲି ରାତିରେ ମହାପ୍ରଭୁ ପଦ୍ମବେଶ ଲାଗି କରି ପହଡ ଯାଇଥିଲେ। ପରମ୍ପରା ଅନୁଯାୟୀ ଗତକାଲି ଚଳନ ଲାଗି ପରେ ଏହି ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ



ଆଜି ପବିତ୍ର ଶ୍ରୀପଞ୍ଚମୀରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | | 5602 | Read...

 ଆଜି ପବିତ୍ର ଶ୍ରୀପଞ୍ଚମୀରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ

ଆଜି ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ଅବସରରେ ସମଗ୍ର ରାଜ୍ୟରେ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବ



ଭିତରକନିକାରେ ବିଦେଶୀ ପକ୍ଷୀ ମୃତ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5594 | Read...

ଭିତରକନିକାରେ ବିଦେଶୀ ପକ୍ଷୀ ମୃତ

ଭିତରକନିକାରେ ଦୁଇଟି ବିଦେଶୀ ପକ୍ଷୀ ମରିଥିବା ସୂଚନା ମିଳିବା ପରେ ରାଜନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିଦେଶୀ ପକ୍ଷୀଙ୍କ ମଳ ଓ ପାଣି ନମୁନା ସଂଗ୍ରହ ପାଇଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରାଜନଗର ଡିଏଫ୍‌ଓଙ୍କୁ ଚିଠି ଲ



ମୋବାଇଲ ଟାୱାରରେ ଫଶିଥିବା ହନୁ ଉଦ୍ଦାର

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5591 | Read...

ମୋବାଇଲ ଟାୱାରରେ ଫଶିଥିବା ହନୁ ଉଦ୍ଦାର

ବ୍ରହ୍ମପୁର ସହର ଗେଟ ବଜାର ଜୟମଙ୍ଗଳ ନଗରସ୍ଥିତ ଏକ ମୋବାଇଲ ଟାୱାରରେ ଫଶି ରହିଥିବା ହନୁ ମାଙ୍କଡକୁ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଉଦ୍ଧାର କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବହୁ ଦି



ରାଉରକେଲା ମହାନଗର ନିଗମର କମିଶନର ଭାବେ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଯୋଗଦାନ

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 5590 | Read...

ରାଉରକେଲା ମହାନଗର ନିଗମର କମିଶନର ଭାବେ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଯୋଗଦାନ

ସ୍ମାର୍ଟସିଟି ରାଉରକେଲାର ମହାନଗର ନିଗମ ନୂତନ କମିଶନର ଭାବେ ୨୦୧୬ ବ୍ୟାଚ୍ ର ଆଇ.ଏ. ଏସ୍ ଅଧିକାରୀ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଯୋଗଦେଇଛନ୍ତି। ଶ୍ରୀ ପରିଡ଼ା ପୂର୍ବରୁ ବାରିପଦାର ଉପଜିଲ୍ଲାପାଳ ଭାବେ ସଫଳତାର ସହ କାର



ଦିନିକିଆ ଗଞ୍ଜାମ ଗ୍ରସ୍ତରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5589 | Read...

ଦିନିକିଆ ଗଞ୍ଜାମ ଗ୍ରସ୍ତରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଦିନିକିଆ ଗଞ୍ଜାମ ଜଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମହାମହିମ ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ତୃ



ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ହେଲେ ଅମୂଲ୍ୟ ପ୍ରଧାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5588 | Read...

ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ହେଲେ ଅମୂଲ୍ୟ ପ୍ରଧାନ

ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ଗତ କିଛି ଦିନ ତଳେ ପଦୋନ୍ନତୀ ପରେ ସେ ଉଚ୍ଚଶିକ୍ଷା ବିଭାଗକୁ ଯାଇଥିଲେ । ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ପଦଟି ଖାଲୀ ପଡିଥିଲା ଆଜି ରାଜ୍ୟ ସରକାର ଏହି ପଦବୀରେ ପୁରୀରେ ଜିଲ



ମହାନଗର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଯୋଗଦେଲେ ବିଧାନସଭା ବାଚସ୍ପତି

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5587 | Read...

ମହାନଗର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଯୋଗଦେଲେ ବିଧାନସଭା ବାଚସ୍ପତି

ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ବାଚସ୍ପତି ତଥା ମହୋତ୍ସବର ମୁଖ୍ୟ ଉପଦେଷ୍ଟା ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦ



ପ୍ରମୋଦ କୁମାର ଜେନା ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ I

BHAGYAPRABHA NEWS | ଓଡ଼ିଶା | | 5586 | Read...

ପ୍ରମୋଦ କୁମାର ଜେନା ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ I

ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ୧୯୮୭ ବ୍ୟାଚ୍ ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ଜେନା ଯୋଗଦାନ କରିଛନ୍ତି I ଯେତେବେଳେ ଏହି ରେଳ ଜୋନ୍ ପାଇଁ ଚଳିତ ଆର୍ଥିକ ବର୍ଷର



ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ଜୋରଦାର ହେଲା ପାଗଳ କୁକୁର ଧରା ଅଭିଯାନ

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 5585 | Read...

ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ଜୋରଦାର ହେଲା ପାଗଳ କୁକୁର ଧରା ଅଭିଯାନ

ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ବୃଦ୍ଧି ପାଉଥିବା ପାଗଳ କୁକୁରଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ଜୋରଦାର ଅଭିଯାନ ଆରମ୍ଭ ହୋଇଛି। ନିଗମର ଦୁଇଟି ଟିମ୍ କ୍ରମାଗତ ଭାବେ ନାଗରିକଙ୍କ ଅଭିଯୋଗ ଅନୁସାରେ ସଂପୃକ୍ତ ସ୍ଥାନ ମ



ପଞ୍ଚ ମହାଯଜ୍ଞ ଓ ଭାଗବତ ମହାମିଳନରେ ଯୋଗଦେଲେ ଗୁରୁ ଶଙ୍କରାଚାର୍ଯ୍ୟ ଓ ବାଚସ୍ପତି

Kiran Behera | ଓଡ଼ିଶା | ଗଞ୍ଜାମ | 5584 | Read...

ପଞ୍ଚ ମହାଯଜ୍ଞ ଓ ଭାଗବତ ମହାମିଳନରେ ଯୋଗଦେଲେ ଗୁରୁ ଶଙ୍କରାଚାର୍ଯ୍ୟ ଓ ବାଚସ୍ପତି

ଦୀର୍ଘ ସାତ ଦିନ ଧରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ନିକଟସ୍ଥ ଚାଙ୍ଗୁଡିଦେଇ ପାହାଡ଼ ଶୀର୍ଷରେ ଅଧିଷ୍ଠିତ ଥିବା ମାଁ ଚାମୁଣ୍ଡେଶ୍ୱରୀ ପୀଠରେ ଚାଲିଥିବା ଭାଗବତ ମଣ୍ଡଳୀ ମହାମିଳନ ଓ ପଞ୍ଚମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: