ଓଡ଼ିଶା : Category News


ଆଜି ଶାମ୍ବ ଦଶମୀ , ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼

BHAGYAPRABHA NEWS | ଓଡ଼ିଶା | ପୁରୀ | 5304 | Read...

ଆଜି ଶାମ୍ବ ଦଶମୀ , ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼

ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ସୂର୍ଯ୍ୟ ପୂଜା ହେଉଛି। ଏଥିସହ ସୂର୍ଯ୍ୟ ପୂଜା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଛି। ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସ



ଶିଶିର ସରସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 5303 | Read...

ଶିଶିର ସରସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ପଦର୍ଶନୀ ପଡିଆ ଠାରେ ଓରମାସ ପକ୍ଷରୁ ଆୟୋଜିତ ହୋଇଥିବା ଶିଶିର ସରସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ରାଜ୍ୟର କୋଣ ଅନୁକୋଣ ତଥା ରାଜ୍ୟ ବାହାରୁ ଆସିଥ



ବେଆଇନ କ୍ଲିନିକ୍ ଉପରେ ପୁଣିଥରେ ତହସିଲଦାରଙ୍କ ଚଢାଉ

Kiran Behera | ଓଡ଼ିଶା | ଗଞ୍ଜାମ | 5302 | Read...

ବେଆଇନ କ୍ଲିନିକ୍ ଉପରେ ପୁଣିଥରେ ତହସିଲଦାରଙ୍କ ଚଢାଉ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ରହିଥିବା ବେଆଇନ କ୍ଳିନିକ ଉପରେ ପୁଣିଥରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଅତର୍କିତ ଭାବେ ଚଢ଼ାଉ କରିଥିବା ଜଣାପଡିଛି । ଖବରପ୍ରକାରେ , ପ୍ରଥମେ ସ୍ଥାନୀୟ ବସଷ୍



ବ୍ରହ୍ମପୁରରେ ଲୁଇସ ବ୍ରେଲିଙ୍କ ଜନ୍ମ ଜୟନ୍ତୀ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5299 | Read...

ବ୍ରହ୍ମପୁରରେ ଲୁଇସ ବ୍ରେଲିଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁରସ୍ଥିତ ରୋଟାରୀ କ୍ଲବ ପକ୍ଷରୁ ରଞ୍ଜନ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ମହାପୁରୁଷ ଲୁଇସ ବ୍ରେଲିଙ୍କର ୨୧୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବ୍ରହ୍ମପୁର ବିଧାୟକ



'ଅଜିତା' କାର୍ଯ୍ୟକ୍ରମର ଶୁଭାରମ୍ଭ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5298 | Read...

'ଅଜିତା' କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହିଳା ମାନଙ୍କୁ 'ଅଜିତା' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅଣରାଜନୈତିକ ଦଳ ଭାବେ ମହିଳାଙ୍କୁ ନେଇ 'ଅଜିତା'ର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ନିଜ ପ୍ରତି



ନିଆରା ବନ୍ଧୁତା

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 5297 | Read...

 ନିଆରା ବନ୍ଧୁତା

ସୋସିଆଲ ମିଡିଆ ବର୍ତ୍ତମାନ ବନ୍ଧୁତ୍ବର ଏକ ପ୍ରମୁଖ ମାଧ୍ୟମ ସାଜିଥିବାବେଳେ ଫେସବୁକରେ ବନ୍ଧୁତା ସ୍ଥାପନ ହେବା ପରେ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ସୁନ୍ଦରଗଡରେ ଆସି ପହଞ୍ଚିଛନ୍ତି ଜେମ୍ସ । ସୁନ୍ଦରଗଡର ଅଙ୍କିତ



ବରଗଡରେ ଚାଲିଛି କଂସ ରାଜୁତି

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 5295 | Read...

ବରଗଡରେ ଚାଲିଛି କଂସ ରାଜୁତି

ଏବେ ବରଗଡ଼ ପାଲଟିଛି ମଥୁରା ନଗରୀ । ଶ୍ରୀକୃଷ୍ଣ ବଳରାମ ଜନ୍ମ ଗ୍ରହଣ କରିବା ସହିତ ଏବେ ଗୋପପୁରରେ ବଢିବାରେ ଲାଗିଛନ୍ତି । ମହୋତ୍ସବର ପଞ୍ଚମ ଦିନରେ ଆଜି ଗୋଟିଏପଟେ ରାକ୍ଷସ ରାକ୍ଷାସୀଙ୍କ ନିଧନ ଖବର ପାଇ ମଥୁରା ନରେଶ ମର୍ମାହତ



ବିପିୟୁଟି ଛାତ୍ରଙ୍କ ଦ୍ୱାରା ଶିକ୍ଷାବିତ ଶାଇଦତ୍ତା ନନ୍ଦ ସମ୍ୱର୍ଦ୍ଧିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5294 | Read...

ବିପିୟୁଟି ଛାତ୍ରଙ୍କ ଦ୍ୱାରା ଶିକ୍ଷାବିତ ଶାଇଦତ୍ତା ନନ୍ଦ ସମ୍ୱର୍ଦ୍ଧିତ

ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶାଇ ଦତ୍ତା ନନ୍ଦକୁ ସମ୍ୱର୍ଦ୍ଧିତ କରାଯାଇଛି । ଅଲ ଓଡିଶା ବିପିୟୁଟି ଛାତ୍ର ଆସୋସିଏସନ ପୂର୍ବତନ ସଭାପତି ସତ୍ୟ କୋଠିଆଙ୍କ ସଂଯୋଜନ



ମା ବାଙ୍କେଶ୍ୱରୀ ପୀଠରେ ବାଚସ୍ପତିଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ , ଯୋଗଦେଲେ ବହୁ ବିଜେଡି କର୍ମୀ

Kiran Behera | ଓଡ଼ିଶା | ଗଞ୍ଜାମ | 5291 | Read...

ମା ବାଙ୍କେଶ୍ୱରୀ ପୀଠରେ ବାଚସ୍ପତିଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ , ଯୋଗଦେଲେ ବହୁ ବିଜେଡି କର୍ମୀ

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କେରାଣ୍ଡିମାଳ ପର୍ବତରେ ଅବସ୍ଥାପିତ ମା ବାଙ୍କେଶ୍ୱରୀଙ୍କ ପୀଠରେ ଶୁକ୍ରବାର ଦିନ ଓଡିଶା ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡ. ସୂର୍ଯ୍ୟ ନା



ଆଜି ଜାନକୀ ବଲ୍ଲଭ ପଟନାୟକଙ୍କ ୯୩ ତମ ଜୟନ୍ତୀ

BHAGYAPRABHA NEWS | ଓଡ଼ିଶା | | 5289 | Read...

ଆଜି ଜାନକୀ ବଲ୍ଲଭ ପଟନାୟକଙ୍କ ୯୩ ତମ ଜୟନ୍ତୀ

ଆଜି ହେଉଛି କଂଗ୍ରେସର ଚାଣକ୍ୟ ଜାନକୀ ବଲ୍ଲଭ ପଟନାୟକଙ୍କ ୯୩ ତମ ଜୟନ୍ତୀ I ସେ ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସହ ଆସାମର ରାଜ୍ୟପାଳ ଓ କେନ୍ଦ୍ରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ I ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ



ନାରୀ ନିର୍ଯ୍ୟାତନା ବନ୍ଦ ଦାବୀରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5288 | Read...

ନାରୀ ନିର୍ଯ୍ୟାତନା ବନ୍ଦ ଦାବୀରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ

ଦେଶରେ ମହିଳାମାନେ ସୁରକ୍ଷିତ ନଥିବାବେଳେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର , ଗଣଦୁଷ୍କର୍ମ ଓ ହତ୍ୟା , ଅମାନବୀୟ ବ୍ୟବହାର , ଯୌତୁକ ନିର୍ଯ୍ୟାତନା , ପାରିବାରିକ କଳହ ଆଦି ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିରୋଦ୍ଧ କରି ଭ



ଶଙ୍କରାଚାର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

BHAGYAPRABHA NEWS | ଓଡ଼ିଶା | | 5287 | Read...

ଶଙ୍କରାଚାର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ହିନ୍ଦୁ ସମ୍ମାନ | ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସମ୍ମାନିତ କରିବ ‘ହିନ୍ଦୁଇଜିମ ଟୁଡେ’ ପତ୍ରିକା | ଆଜି ଅପରାହ୍‌ଣରେ ଗୋବର୍ଦ୍ଧନ ପୀଠରେ ସମ୍ମାନିତ କରିବ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: