ଖବର ସଂଗ୍ରହ

.



ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆରମ୍ଭ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5875 | Read...

ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆରମ୍ଭ

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଗୌଡିଆବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଦିନଠାରୁ ଆଠ ଦିନିଆ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି। ପ୍ରାଥମିକ ବିଭାଗର ଷଷ୍ଠ , ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀମ



ନୂତନ ତହସିଲଦାର ଭାବେ ଦାୟୀତ୍ୱ ନେଲେ ରବୀନ୍ଦ୍ର କୁମାର ମିଶ୍ର

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5874 | Read...

  ନୂତନ ତହସିଲଦାର ଭାବେ ଦାୟୀତ୍ୱ ନେଲେ ରବୀନ୍ଦ୍ର କୁମାର ମିଶ୍ର

ବୁଗୁଡାର ନୂତନ ତହସିଲଦାର ଭାବେ ରବୀନ୍ଦ୍ର କୁମାର ମିଶ୍ର ଦାୟୀତ୍ୱ ଗ୍ରହଣ କରିଛନ୍ତି।ଏଥି ପୂର୍ବରୁ ସେ ରାୟଗଡା ଜିଲ୍ଲା ପଦ୍ମପୁର ତାହାସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ପରେ ଶ୍ରୀ ମିଶ୍ର ବ



ଆସନ୍ତା ମାର୍ଚ୍ଚ ୧ରୁ କଡ଼ା କଡ଼ିଭାବେ ଲାଗୁ ହେବ ମୋଟର ଯାନ ଆଇନ

BHAGYAPRABHA NEWS | ଓଡ଼ିଶା | | 5873 | Read...

ଆସନ୍ତା ମାର୍ଚ୍ଚ ୧ରୁ କଡ଼ା କଡ଼ିଭାବେ ଲାଗୁ ହେବ ମୋଟର ଯାନ ଆଇନ

ଆସନ୍ତା ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ା କଡ଼ିଭାବେ ପାଳନ କରାଯିବ । ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ । ପୂର୍ବରୁ ଦିଆଯାଇଥିବା ୬ ମାସର କଣ୍ଟ ପୂରିଯାଇଥିବାବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ



ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମକୁ ମନେ ପକାଇଲା ଦେଶ

BHAGYAPRABHA NEWS | ବିଶେଷ | | 5872 | Read...

ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମକୁ ମନେ ପକାଇଲା ଦେଶ

ଆଜିକୁ ଠିକ୍‌ ଏକ ବର୍ଷ ପୂର୍ବେ ପାକିସ୍ତାନ ମାଟିରେ ପରାକ୍ରମ ଦେଖାଇ ନିଜ ଦେଶ ପାଇଁ ଗୌରବ ଆଣିଦେଇଥିଲେ ଓ୍ୱିଙ୍ଗ କମାଣ୍ଡର ବୀର ଅଭିନନ୍ଦନ । 27 ଫେବ୍ରଆରୀ 2019ରେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ହୋଇଥିବା ଡଗ୍‌ଫାଇଟ୍‌



ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5871 | Read...

 ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁସମ୍ଭୋଧିତ କରିବେ ।ଏହି ପରିପ୍ରେକ



ଆଦିବାସୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

BHAGYAPRABHA NEWS | ଓଡ଼ିଶା | | 5870 | Read...

ଆଦିବାସୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଉଦଘାଟିତ ହେଲା ସର୍ବଭାରତୀୟ ସ୍ତରୀୟ ଅନୁସୂଚିତ ଜନଜାତି ବର୍ଗର ଲୋକ ପ୍ରତିନିଧି ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ଆଦି



ବ୍ରହ୍ମପୁର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ

Swadhina Kumar Sahu | ଅପରାଧ | ଗଞ୍ଜାମ | 5869 | Read...

ବ୍ରହ୍ମପୁର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ

ବ୍ରହ୍ମପୁର ଆର୍‌ପିଏଫ୍ ପୋଲିସ୍ ଟ୍ରେନ ଯୋଗେ ଦିଲ୍ଲୀକୁ ଗଂଜେଇ ଚାଲାଣ ନେଇ ଅପେକ୍ଷାରତ ଥିବା ଦୁଇଜଣକୁ ଗିରଫ କରିବା ସହ ୨୫ କିଲୋ ଗଂଜେଇକୁ ଜବତ କରିଛି । ସୁଚନାଯୋଗ୍ୟ, ବ୍ରହ୍ମପୁର ୪ ନମ୍ବର ପ୍ଲାଟ୍‌ଫର୍ମରେ ଆଜି ଆର୍‌ପି



ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

BHAGYAPRABHA NEWS | ଅପରାଧ | କଟକ | 5868 | Read...

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ । ଲାଞ୍ଚ ନେବା ଅଭିଯୋଗରେ କଟକ ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା



ସାମ୍ନାକୁ ଆସିଲା 'ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ'ରେ ରଜନୀକାନ୍ତଙ୍କ ଟିଜର

BHAGYAPRABHA NEWS | ମନୋରଞ୍ଜନ | | 5867 | Read...

ସାମ୍ନାକୁ ଆସିଲା 'ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ'ରେ ରଜନୀକାନ୍ତଙ୍କ ଟିଜର

ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ' 'ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ'ରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ ପ୍ରତିକ୍ଷୀତ ଏହି ଏପିସୋଡ୍‌ର ଏବେ ଟିଜର ରିଲିଜ୍‌ ହୋଇଛି। ଡିସକଭ



ରାତାରାତି ବଦଳିଲେ ବିଚାରପତି ଏସ ମୁରଲିଧର

BHAGYAPRABHA NEWS | ଦେଶଦୁନିଆ | | 5866 | Read...

ରାତାରାତି ବଦଳିଲେ ବିଚାରପତି ଏସ ମୁରଲିଧର

ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର



ଦିଲ୍ଲୀରେ ଫେରୁଛି ଶାନ୍ତି

BHAGYAPRABHA NEWS | ଦେଶଦୁନିଆ | | 5865 | Read...

ଦିଲ୍ଲୀରେ ଫେରୁଛି ଶାନ୍ତି

ଦିଲ୍ଲୀରେ ଆରମ୍ଭ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । ହାଇକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସନ ମୋଡ଼ରେ ପହଂଚିଛନ୍ତି । ତିନି ଦିନ ପରେ ପ୍ରଶାସନର ଚେତା ପଶିଛି



ବିଧାନସଭାରେ ରାସନ କାର୍ଡ ଝଡ଼

BHAGYAPRABHA NEWS | ଓଡ଼ିଶା | | 5864 | Read...

ବିଧାନସଭାରେ ରାସନ କାର୍ଡ ଝଡ଼

ବିଧାନସଭାର ପ୍ରଶ୍ନକାଳରେ ଆଜି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାସନ୍ କାର୍ଡ ଆବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ଏହି ଅପାରଗ ସରକାର ଏଯାଏଁ ସବୁ ଗରିବ ଲୋକଙ୍କୁ ଚାଉଳ ଯୋଗାଇପାରିନି। ଜଣେ ହିତ



ନାଳରେ ଫସିଲା ଗ୍ରାନାଇଟ୍ ବୋଝେଇ ଟ୍ରକ୍

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5863 | Read...

ନାଳରେ ଫସିଲା ଗ୍ରାନାଇଟ୍ ବୋଝେଇ ଟ୍ରକ୍

ନାଳରେ ଫସିଲା ଗ୍ରାନାଇଟ୍ ବୋଝେଇ ଟ୍ରକ୍। ବ୍ରହ୍ମପୁର ବଡ଼ ରେଡ଼ିକା ସାହି ନାଳରେ ଏକ ଗ୍ରାନାଇଟ୍ ବୋଝେଇ ଟ୍ରକ୍ ଫସିଯାଇଥିଲା। ଫଳରେ ସେଠାରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ଗ୍ରାନାଇଟ୍ ବୋ



କାଲୁକାକଳା ମାଧ୍ୟମରେ ଶାନ୍ତି ବାର୍ତ୍ତା ପ୍ରଦାନ

BHAGYAPRABHA NEWS | ଓଡ଼ିଶା | ପୁରୀ | 5862 | Read...

କାଲୁକାକଳା ମାଧ୍ୟମରେ ଶାନ୍ତି ବାର୍ତ୍ତା  ପ୍ରଦାନ

ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ୨୦ଜଣ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିକୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଶାନ୍ତିର ବାର୍ତ୍ତା



ଓଲଟିଲା ବରଯାତ୍ରୀ ବସ , ୨୫ ମୃତ

BHAGYAPRABHA NEWS | ଦେଶଦୁନିଆ | | 5861 | Read...

ଓଲଟିଲା ବରଯାତ୍ରୀ ବସ , ୨୫ ମୃତ

ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାପଡି ଗ୍ରାମ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଓଲଟି ପଡ଼ିଯାଇଛି। ଲାଖେରୀ ଥାନାରେ ହୋଇଥିବା ଏହି ଦୁର୍ଘଟଣାରେ ଏଯାଏଁ ୧୮ ଜଣଙ୍କ



ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

BHAGYAPRABHA NEWS | ଅପରାଧ | ଝାରସୁଗୁଡ଼ା | 5860 | Read...

ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ରିମାଣ୍ଡ ଅବଧି ବଢ଼ିଛି। ତାଙ୍କୁ ଆଉ ଗୋଟାଏ ଦିନ ରିମାଣ୍ଡରେ ନେବାକୁ ରାୟଗଡ଼ ସିଜିଏମ୍ କୋର୍ଟ ପୁଲିସ୍‌କୁ ଅନୁମତି ଦେଇଛନ୍ତି । ପୁଲିସ୍‌ ୩ ଦିନ ରିମାଣ୍ଡ ପାଇଁ ଅନୁମତି



ଖେମୁଣ୍ଡି କଲେଜରେ ଆଇନ ସହାୟତା ଶିବିର ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 5859 | Read...

ଖେମୁଣ୍ଡି କଲେଜରେ ଆଇନ ସହାୟତା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଖେମୁଣ୍ଡି କଲେଜ ପରିସରରେ ଏକ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ଯକ୍ଷ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠି



ହାପି ବାର୍ଥ ଡେ ସୃତି ଝା

BHAGYAPRABHA NEWS | ମନୋରଞ୍ଜନ | | 5858 | Read...

ହାପି ବାର୍ଥ ଡେ ସୃତି ଝା

ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ ୨୬ରେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଧୁମ୍‌ ମଚାଓ ଧୁମ୍‌ରେ ସେ ନିଜ କ୍ୟାରିଅର



ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକତ୍ସବ

Kiran Behera | ଶିକ୍ଷା | ଗଞ୍ଜାମ | 5857 | Read...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକତ୍ସବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବଜାରସାହିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମ୍ପାଦକ ବଳରାମ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥୀ



ରିଲିଜ ପୁର୍ବରୁ ମଧ୍ୟପ୍ରଦେଶରେ ତାପସୀଙ୍କ ଫିଲ୍ମ "ଥାପ୍ପଡ" ଟିକସ ମୁକ୍ତ

BHAGYAPRABHA NEWS | ମନୋରଞ୍ଜନ | | 5856 | Read...

ରିଲିଜ ପୁର୍ବରୁ ମଧ୍ୟପ୍ରଦେଶରେ ତାପସୀଙ୍କ ଫିଲ୍ମ

ତାପସୀ ପନ୍ନୁଙ୍କ ଫିଲ୍ମ 'ଥପ୍ପଡ଼' ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫି



ଭିମସାରରେ ପ୍ରଥମ କୋରେନା ସନ୍ଦିଗ୍ଧ ଭର୍ତ୍ତି

BHAGYAPRABHA NEWS | ସ୍ବାସ୍ଥ୍ୟ | ସମ୍ବଲପୁର | 5855 | Read...

ଭିମସାରରେ ପ୍ରଥମ କୋରେନା ସନ୍ଦିଗ୍ଧ ଭର୍ତ୍ତି

ବୁର୍ଲା ଭିମସାରକୁ ପ୍ରଥମ କରୋନା ଭାଇରସ ସନ୍ଦିଗ୍ଧ ୨୩ ବର୍ଷିୟ ରୋଗୀ ଆସି ଭର୍ତ୍ତି ହୋଇଛି। ଭିମସାର ମେଡ଼ିକାଲର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଏହି ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଆଣି ଭର୍ତ୍ତି କରାଯାଇଛି। ଏହା ନିମିତ୍ତ ସମସ



ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 5854 | Read...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଚାରି ଦିନିଆଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ଗତକାଲି ମମତା ପୁରୀ ଯାତ୍ରା କରିଥିଲେ ଓ ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରି



ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ +୨ ପରୀକ୍ଷା

Srabani Nayak | ଶିକ୍ଷା | | 5853 | Read...

ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ +୨ ପରୀକ୍ଷା

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ସହିପରି ଖାତା ଦେଖା କାମ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ।ଆଉ ପରୀକ୍ଷା ଫଳ ମେ ଶ



ପୁଣି ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

BHAGYAPRABHA NEWS | ଦେଶଦୁନିଆ | | 5852 | Read...

 ପୁଣି ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

ଅଷ୍ଟମ ଥର ବିଜେଡି ମଙ୍ଗ ଧରିଲେ ନବୀନ ପଟ୍ଟନାୟକ । ସଭାପତି ଭାବରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ନାଁ ଘୋଷଣା ହୋଇଛି । ଏ



ଭୟଙ୍କର ହେଉଛି ଦିଲ୍ଲୀ ହିଂସାକାଣ୍ଡ

Srabani Nayak | ଅପରାଧ | | 5851 | Read...

ଭୟଙ୍କର ହେଉଛି ଦିଲ୍ଲୀ ହିଂସାକାଣ୍ଡ

ଗତ ଦୁଇଦିନ ହେଲା ଜଳୁଛି ଦେଶର ରାଜଧାନୀ ଦିଲ୍ଲୀ । ନାଗରିକତା ସଂଶୋଧନ ଆଇନ୍ ର ସମର୍ଥନ କରୁଥିବା ଏବଂ ବିରୋଧ କରୁଥିବା ନର୍ଥ ଇଷ୍ଟ ଦିଲ୍ଲୀ ହିଂସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନର୍ଥ ଇଷ୍ଟ ଦିଲ୍ଲୀର ଅନେକ ଅଞ୍ଚଳରେ ଗତ ତିନ



ବିଜେଡିର ରାଜ୍ୟ ପରିଷଦ ବୈଠକ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5850 | Read...

ବିଜେଡିର ରାଜ୍ୟ ପରିଷଦ ବୈଠକ

ବୁଧବାର ଦିନ ବିଜେଡିର ରାଜ୍ୟ ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ଯୋଗଦେବାର କାର୍ଯ୍



ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

BHAGYAPRABHA NEWS | ଓଡ଼ିଶା | ଖୋର୍ଦ୍ଧା | 5849 | Read...

ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

କ୍ରମାଗତ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ। ଏହା ସହିତ ଏହି ବ



ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ; ଜନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି

Kiran Behera | ରାଜନୀତି | ଗଞ୍ଜାମ | 5848 | Read...

ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ; ଜନ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି

ଦିଗପହଣ୍ଡି ବ୍ଳକ ଗଣିଆନାଳ ଛକ ନିକଟ କୁରେଇଶୁଣୀ ମନ୍ଦିର ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି ।ଜୋନାଲ କମିଟି ସମ୍ପାଦକ କ



କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିଦ୍ଯାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପାଠଚକ୍ର ଅନୁଷ୍ଠିତ:

Kiran Behera | ଶିକ୍ଷା | ଗଞ୍ଜାମ | 5847 | Read...

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବିଦ୍ଯାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପାଠଚକ୍ର ଅନୁଷ୍ଠିତ:

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଦ୍ଯାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି।ରାଜନୀତି ବିଜ୍ଞାନ