ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

August 12, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 12, 2022

ବ୍ରହ୍ମପୁର - ଅଖିଳ ଭାରତ ଛାତ୍ର ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ବ୍ରହ୍ମପୁର ପାର୍କ ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ୮୭ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ପୃବର୍ତନ ଜିଲ୍ଲା ସମ୍ପାଦକ ସାଥି କାମଦେବ ନାହାକ ପତକା ଉତ୍ତୋଳନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଛାତ୍ର ଓ ଯୁବକ ମରଣା ନୀତି, ରାଜ୍ୟ ଓ ଦେଶ ରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ, ବେକାରୀ କୁ ନିଯୁକ୍ତି ଅବା ବେକାରୀ ଭତ୍ତା ଏବଂ ସ୍କୁଲ କଲେଜ ମାନଙ୍କରେ ଖାଲି ଥିବା ସମସ୍ତ ପଦବୀ ପୂରଣ ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ପ୍ରାକ୍ତନ ରାଜ୍ୟ ଛାତ୍ର ନେତା ସାଥି ପ୍ରକାଶ ପାତ୍ର, ପ୍ରଦୀପ ସେଠି, ମନୋଜ ଗୌଡ଼, ଦେବେନ୍ଦ୍ର ପାତ୍ରମହେଶ୍ୱର ଗୌଡ଼, ଗୁରୁଦେବ ଗୌଡ଼ ରୋହିତ ବିଶୋଇ, କୃଷ୍ଣ ଚନ୍ଦ୍ର ବେହେରା ପ୍ରଶାନ୍ତ ମହାରଣା ପ୍ରମୁଖ ଛାତ୍ର ନେତା ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଛାତ୍ର ମାରାଣ ନୀତି ବିରୋଧ ରେ ଆଲୋଚନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

Read More...

ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: