ଲକ୍ଷ୍ମୀବାସକୁ ଓଭରଟେକ କରିବା ସମୟରେ ଦୁଇ ମୋଟର ସାଇକେଲଧକ୍କା,୧ ମୃତ

March 12, 2024, ଅପରାଧ, ଗଜପତି, Rasmi Ranjan Sahu
ଲକ୍ଷ୍ମୀବାସକୁ ଓଭରଟେକ କରିବା ସମୟରେ ଦୁଇ ମୋଟର ସାଇକେଲଧକ୍କା,୧ ମୃତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 12, 2024

ଗଜପତି ଜିଲ୍ଲା ଗୁରାଣ୍ଡିଥାନା ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟରେ ଲକ୍ଷ୍ମୀ ବସକୁ ଓଭରଟେକ କରିବାକୁ ଯାଇ ଦୁଇ ବାଇକ ମୁହାଁମୁହିଁ ଧକା ହେବା ଫଳରେ ଜଣେ ମୃତ୍ୟୁ ଜଣେ ଗୁରୁତର । ବସଟି ଗୋଶାଣୀ ଅଭିମୁଖେ ଆସୁଥିବା ସମୟରେ ବସ୍ର ଉଭୟପଟୁ ଓଭରଟେକ କରୁଥିବା ସମୟରେ ଦୁଇ ବାଇକ ଧକ୍କା ହୋଇ ବସର ପଛ ଚକାରେ ପଡି ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ଗୋଷାଣୀ ପଞ୍ଚାୟତର ଇନାଥପୁର ଗ୍ରାମର ମନ୍ମମଥା ରାଓ ବୋଲି ଜଣାପଡିଛି ଆହତ ଜଣକଙ୍କ ପରିଚୟ ମିଳିପାରିନି ଆହାତଙ୍କୁ ବ୍ରହ୍ମପୁର ଏମ୍କେସିଜି ସ୍ଥାନାନ୍ତର କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: