ବ୍ରହ୍ମପୁର- ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ହେଲା ଶୁଭ ଉଦଘାଟନ..

March 16, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର- ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ହେଲା ଶୁଭ ଉଦଘାଟନ..
Gouri Shankar Mishra
[ Video Journalist ]
Bhagyaprabha News Bureau
March 16, 2024

ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିବା ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ନୂତନ ରାସ୍ତାର ଶୁଭ ଉଦଘାଟନ କରାଯାଇଛି । ଉତ୍ସବରେ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଉପମେୟର ଇ.ବିବେକ ରେଡ୍ଡୀ, ବହୁ କର୍ପୋରେଟର, ସ୍ଥାନୀୟ ଜନପ୍ରତିନିଧି, ସର୍ବବର୍ଗୀୟ ବିଜେଡ଼ି ନେତୃବୃନ୍ଦ, ବିଭାଗୀୟ ପଦାଧିକାରୀ ତଥା ସାଧାରଣ ଜନତାଙ୍କ ଗହଣରେ ରହି ପ୍ରଦୀପ ପ୍ରଜ୍ବଳନ କରି ରାସ୍ତାର ଶୁଭ ଉଦଘାଟନ କରିଥିଲେ । ବ୍ରହ୍ମପୁର ସହର ତଥା ସାରା ଦକ୍ଷିଣ ଓଡ଼ିଶାବାସୀ ଙ୍କ ପାଇଁ ବଡ଼ ଡାକ୍ତରଖାନାକୁ ଯାତାୟାତ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏପରି ଏକ ସୁଦୀର୍ଘ ରାସ୍ତାର ନିର୍ମାଣ କରାଇଥିବା ହେତୁ, ମାନ୍ୟବର ବିଧାୟକ ସମଗ୍ର ଦକ୍ଷିଣ ଓଡ଼ିଶା ବାସୀଙ୍କ ତତଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମାନ୍ୟବର ୫ଟି ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀପୁର ଠାରେ ପ୍ରଥମ ପର୍ଯ୍ୟାୟରେ ୩୩୭ ଜଣଙ୍କୁ ନିର୍ବାଚନ ପ୍ରଶିକ୍ଷଣ ଦିଆଗଲା

ଲକ୍ଷ୍ମୀପୁର ଠାରେ ପ୍ରଥମ ପର୍ଯ୍ୟାୟରେ ୩୩୭ ଜଣଙ୍କୁ ନିର୍ବାଚନ ପ୍ରଶିକ୍ଷଣ ଦିଆଗଲା

Read More...

ପାରଳାଖେମୁଣ୍ଡି ପ୍ରେସକ୍ଲବର ଶାନ୍ତିପୂର୍ବ ଭାବେ କଳାବ୍ୟାଜ ପରିଧାନ

ପାରଳାଖେମୁଣ୍ଡି ପ୍ରେସକ୍ଲବର ଶାନ୍ତିପୂର୍ବ ଭାବେ କଳାବ୍ୟାଜ ପରିଧାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: