ଲକ୍ଷ୍ମୀପୁର ଠାରେ ପ୍ରଥମ ପର୍ଯ୍ୟାୟରେ ୩୩୭ ଜଣଙ୍କୁ ନିର୍ବାଚନ ପ୍ରଶିକ୍ଷଣ ଦିଆଗଲା

March 16, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ଲକ୍ଷ୍ମୀପୁର ଠାରେ ପ୍ରଥମ ପର୍ଯ୍ୟାୟରେ ୩୩୭ ଜଣଙ୍କୁ ନିର୍ବାଚନ ପ୍ରଶିକ୍ଷଣ ଦିଆଗଲା
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
March 16, 2024

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପୁର ବ୍ଲକ ସମସ୍ତ ବିଭାଗର ସରକାରୀ କର୍ମଚାରୀ ଚଳିତ ସାଧାରଣ ନିର୍ବାଚନରେ ପରିଚାଳନା ଦାୟିତ୍ଵ ତୁଲାଇବା ନିମନ୍ତେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନ ୨ ଶହ ଏବଂ ଦ୍ଵିତୀୟ ଦିନ ୧୩୭ ଜଣଙ୍କୁ ଏପରିକି ୩ ଶହ ୩୭ ଜଣ ଯଥା ପିଜାଂଡିଙ୍ଗ ଅଫିସର, ପ୍ରଥମ ପୋଲିଂଙ୍ଗ ଅଫିସର, ଦ୍ଵିତୀୟ ପୋଲଂଙ୍ଗ ଅଫିସର ଏବଂ ସେକ୍ଟର ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଉକ୍ତ ପ୍ରଶିକ୍ଷଣ କେନ୍ଦ୍ରରେ ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ଵର ଭୋଇ, ତହସିଲଦାର ନୈବେଦ୍ୟ ଭୋଇ, ଜିପିଓ ସୁଧୀର କୁମାର ବେହେରା, ବ୍ଲକ କୃଷି ଅଧିକାରୀ ସୂର୍ଯ୍ୟ କାନ୍ତ ନାହାକ ଏବଂ କନିଷ୍ଠ ଯନ୍ତ୍ର ଗୋପାଳ ମିଞ୍ଜ୍ ପ୍ରମୁଖ ଉପସ୍ଥିତ ରହି ସାଧାରଣ ନିର୍ବାଚନରେ ବୁଥରେ ଇଭିଏମ୍ ଭଟିଙ୍ଗ୍ ଠାରୁ ଆରମ୍ଭ କରି ନିର୍ବାଚନ ସମ୍ଭଦିୟ କାଗଜପତ୍ର କିପରି ପରିଚାଳନା କରାଯିବ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଜପତି ଜିଲ୍ଲାରେ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି

ଗଜପତି ଜିଲ୍ଲାରେ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି

Read More...

ବ୍ରହ୍ମପୁର- ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ହେଲା ଶୁଭ ଉଦଘାଟନ..

ବ୍ରହ୍ମପୁର- ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ହେଲା ଶୁଭ ଉଦଘାଟନ..

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: