ରାୟଗଡାରେ ମିଲଟରେ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟର ପ୍ରସ୍ତୁତି କରି ବିକ୍ରି କଲେ ମହିଳା

March 18, 2024, ଓଡ଼ିଶା, ରାୟଗଡ଼ା, BHAGYAPRABHA NEWS
ରାୟଗଡାରେ ମିଲଟରେ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟର ପ୍ରସ୍ତୁତି କରି  ବିକ୍ରି କଲେ ମହିଳା
BHAGYAPRABHA NEWS
[ INPUT ]
Bhagyaprabha News Bureau
March 18, 2024

ରାୟଗଡା- ରାଜ୍ୟ ତଥା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମିଲଟ୍ ଏବଂ ତାହାକୁ ବ୍ୟବହାର କରି ଖାଦ୍ୟପଦାର୍ଥ । ସାଧାରଣ ଜନତାଙ୍କ ମଧ୍ୟରେ ମିଲଟ୍ ଜାତୀୟ ଖାଦ୍ୟ ଉପରେ ଅଧିକ ରୁଚି ଓ ଆଗ୍ରହ ରହୁଥିବା ବେଳେ ଓଡ଼ିଶାର ମହିଳା ମାନେ ଏହାରି ମାଧ୍ୟମରେ ବିଭିନ୍ନ ପ୍ରକାର ସରକାରୀ ପ୍ରୋତ୍ସାହନ ପାଈ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାର ନଜର ରହିଥିବା ବେଳେ ଏହିକ୍ରମରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଖୁରିଗାଁ ପଞ୍ଚାୟତ ଅନ୍ତର୍ଗତ ଅମରସିଂ ଗୁଡା ଗ୍ରାମର ମହିଳା ମାନେ ଆଇ.ଡି.ବି.ଆଇ ବ୍ୟାଙ୍କର ସହାୟତାରେ ଇ.ଡି.ଆଇ.ଆଇ (Suport by IDBI Bank and Implement By EDII)ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ମାନେ ମାଣ୍ଡିଆରେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ । ଗୋଟିଏ ପଟେ ବିଭିନ୍ନ ପ୍ରକାରର ପିଠା ମିଠା ସହିତ ନାମକିନ୍ କୁ ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ପ୍ରସ୍ତୁତ କରିବା ପରେ କାଶିପୁର ହାଟରେ ବିକ୍ରି କରିବା ଏବଂ ଏଭଳି ମାଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ କ୍ରୟ କରୁଥିବା ବେଳେ ସେହି ମହିଳା ମାନେ ଏହାରି ମାଧ୍ୟମରେ ଆତ୍ମନିର୍ଭରଶୀଳତା ସହିତ ଭଲ ରୋଜଗାରକ୍ଷମ ହୋଇ ନିଜ ହାତରେ ପ୍ରସ୍ତୁତ ମାଣ୍ଡିଆରେ ମିଠା ଓ ପିଠାକୁ ଖାଈ ଅନେକ ପ୍ରଶଂସା କରୁଥିବା ଦେଖାଯାଇଛି।ସେପଟେ ଆଗାମୀ ଦିନରେ ଆହୁରୀ ଏହାକୁ ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ଏହାକୁ ପରିଚାଳନ୍ନା କରୁଥିବା ପ୍ରକଳ୍ପ ମୁଖ୍ୟ ଅଶ୍ୱିନୀ କୁମାର ମିଶ୍ର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ହଟିପାରିନାହଁ ପୋଷ୍ଟର କିମ୍ବା ହୋଡିଙ୍ଗ୍

ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ହଟିପାରିନାହଁ ପୋଷ୍ଟର କିମ୍ବା ହୋଡିଙ୍ଗ୍

Read More...

ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲ୍ଲାରେ ଦେଖାଦେଲାଣି ଜଳ ଅଭାବ

ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲ୍ଲାରେ ଦେଖାଦେଲାଣି ଜଳ ଅଭାବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: