ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ହଟିପାରିନାହଁ ପୋଷ୍ଟର କିମ୍ବା ହୋଡିଙ୍ଗ୍

March 20, 2024, ସାଧାରଣ ନିର୍ବାଚନ-୨୦୨୪, କୋରାପୁଟ, SANJAY KUMAR KANDHAPANI
ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ନିର୍ବାଚନ ଆଚରଣ ବିଧି ପାଞ୍ଚ ଦିନ ବିତିଥିଲେ ସୁଦ୍ଧା ହଟିପାରିନାହଁ ପୋଷ୍ଟର କିମ୍ବା ହୋଡିଙ୍ଗ୍
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
March 20, 2024

କୋରାପୁଟ-ସାଧାରଣ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ପ୍ରାୟ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ବନ୍ଧୁଗାଁ ବ୍ଲକ ପ୍ରସାଶନ ବା ନିର୍ବାଚନ ଆଚରଣ ବିଧି ଲାଗୁ କଲା ପରେ ଯେଉଁ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଓବା ଫ୍ଲାଇଂ ସ୍କ୍ୱାଡ୍ ରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ବିଭିନ୍ନ ରାଜନିତି ବ୍ୟକ୍ତି ବିଶେଷ ହେଉକି ସରକାରଙ୍କ ପୋଷ୍ଟର ଗୁଡ଼ିକ ୨୪ ଘଣ୍ଟା ମଧ୍ୟରେ କାଢ଼ି ଦେବା କଥା କିନ୍ତୁ ବନ୍ଧୁଗାଁ ବ୍ଲକରେ ଏହା ବ୍ୟତିକ୍ରମ କରିଥିବା ଦେଖିବାକୁ ମିଳିଛି। ବନ୍ଧୁଗାଁ ବ୍ଲକ ପ୍ରସାଶନ କେଉଁଠି ନାଁ କେଉଁଠି ସରକାରୀ ଦଳକୁ ସୁଆଇଲା ପରି କାର୍ଯ୍ୟ କରୁଥିବା ଜାତୀୟ କଂଗ୍ରେସ ଅଭିଯୋଗ ଆଣିଛନ୍ତି। ସେପଟେ କିନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଚରଣ ବିଧି ଲାଗୁ ପରେ କଡ଼ା ଚେତାବନୀ ଦେଇ ସପାଇ ଦେଇଥିଲେ। ଏନେଇ ଆମେ ବନ୍ଧୁଗାଁ ବିଡ଼ିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ଫୋନ୍ ଉଠାଇନଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବ କଂଗ୍ରେସ ପକ୍ଷରୁ 'ଯୁବ ନ୍ୟାୟ' ଗ୍ୟାରେଣ୍ଟି ପୋଷ୍ଟର ଉନ୍ମୋଚନ

ଯୁବ କଂଗ୍ରେସ ପକ୍ଷରୁ 'ଯୁବ ନ୍ୟାୟ' ଗ୍ୟାରେଣ୍ଟି ପୋଷ୍ଟର ଉନ୍ମୋଚନ

Read More...

ରାୟଗଡାରେ ମିଲଟରେ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟର ପ୍ରସ୍ତୁତି କରି  ବିକ୍ରି କଲେ ମହିଳା

ରାୟଗଡାରେ ମିଲଟରେ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟର ପ୍ରସ୍ତୁତି କରି ବିକ୍ରି କଲେ ମହିଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: