ହୁମା ଠାରେ ପ୍ରଜାପିତା ଵ୍ରହ୍ମକୁମାରୀ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

March 23, 2024, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ହୁମା ଠାରେ ପ୍ରଜାପିତା ଵ୍ରହ୍ମକୁମାରୀ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 23, 2024

ଗଞ୍ଜାମ ଜିଲ୍ଲା ହୁମା ଗ୍ରାମ ଚନ୍ଦ୍ରଶେଖର ସାହି ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି ।ବ୍ରହ୍ମପୁର ଗିରିରୋଡ଼ ଶାନ୍ତିକୁଣ୍ଡ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୁଷୋତ୍ତମପୁର ହାଇସ୍କୁଲର ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ଭଉଣୀ ଏବଂ ସ୍ନମାନିତ ଅତିଥି ରୁପେ କସ୍ତୁରୀ ଭଉଣୀ ଏବଂ ଶାନ୍ତିଲତା ଭଉଣୀ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ଶାନ୍ତିଯାତ୍ରାର ଆୟୋଜନ କରାଯାଇଥିଲା । ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ମଧ୍ୟରେ କିଭଳି ଶାନ୍ତିର ବାର୍ତ୍ତା ପହଂଚାଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ କୁ ହୁମାର ସୁକାନ୍ତ କୁମାର ବିଶ୍ବାଳ ପରିଚାଳନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ-ଖଲ୍ଲିକୋଟ କଞ୍ଚଣା ଉଚ୍ଚ ବିଦ୍ୟାଳୟରେ ଘରଚଟିଆ ଦିବସ ପାଳିତ

ଗଞ୍ଜାମ-ଖଲ୍ଲିକୋଟ କଞ୍ଚଣା ଉଚ୍ଚ ବିଦ୍ୟାଳୟରେ ଘରଚଟିଆ ଦିବସ ପାଳିତ

Read More...

ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର କର୍ମୀ ସମ୍ମିଳନୀ , ଜଣେ ଦକ୍ଷ ଯୁବକକୁ ପ୍ରାର୍ଥୀ ଦିଆଯିବ

ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର କର୍ମୀ ସମ୍ମିଳନୀ , ଜଣେ ଦକ୍ଷ ଯୁବକକୁ ପ୍ରାର୍ଥୀ ଦିଆଯିବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: