ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ, ନୂତନ ସଭାପତି ହେଲେ ନୀଳାମ୍ବର

March 31, 2024, ଓଡ଼ିଶା, ଗଞ୍ଜାମ, Sri Jaganath Tripathy
ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ,  ନୂତନ ସଭାପତି ହେଲେ ନୀଳାମ୍ବର
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
March 31, 2024

ଗଞ୍ଜାମ- ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ ହୋଇଯାଇଛି । କୋର୍ଟ ପରିସରରେ ଆୟୋଜିତ ନିର୍ବାଚନରେ ସଂଙ୍ଘର ସଭାପତି ଭାବରେ ଦୁଇ ଜଣ ଆଇନଜୀବୀ ନୀଳାମ୍ବର ଶତପଥୀ ଓ ପ୍ରଶାନ୍ତ କୁମାର ପଣ୍ଡା ପ୍ରତିଦ୍ବନ୍ଦିତା କରିଥିବା ବେଳେ ଭୋଟ ଗଣତିରେ ସଭାପତି ପଦ ପାଇଁ ଉଭୟ ସମାନ ସଂଖ୍ୟକ ଭୋଟ ପାଇଥିଲେ। ଶେଷରେ ନିର୍ବାଚନ ଅଧିକାରୀ ଭାବରେ ପରିଚାଳନ୍ନା କରୁଥିବା ବରିଷ୍ଠ ଆଇନଜୀବି ନିଖିଳ କୁମାର ପଟ୍ଟନାୟକ ଏଭଳି ସମାନ ସଂଖ୍ୟକ ଭୋଟ ମିଳିଥିବା ନେଇ ନିଜର ଦାୟିତ୍ଵ ନିର୍ବାହ କରି ଏହି ସମୟରେ ଧର୍ମଗୁଳୁ ପକାଯିବା ପାଇଁ ନିଷ୍ପତ୍ତି ପରେ ଏଥିରେ ନୀଳାମ୍ବର ଶତପଥୀ ବିଜୟ ଲାଭ କରିଥିଲେ। ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ରାଧାଶ୍ୟାମ ଦଳେଇ, ସହସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଜ୍ୟୋତି କୁମାର ନନ୍ଦ, ଯୁଗ୍ମ ସମ୍ପାଦକ ଭାବେ ରଞ୍ଜନ ସେଠୀ। ଯାହାକି ଶେଷରେ ଶାନ୍ତିଶୃଙ୍ଖଳା ସହକାରେ ଖଲିକୋଟ ବାର୍ ଆସୋସିଏସନ୍ ନିର୍ବାଚନ ସମ୍ପାଦନ ହୋଇଛି। ନିର୍ବାଚନ ପ୍ରକ୍ରିୟା ପୂର୍ବାହ୍ନ ଏଗାରଟାରେ ଆରମ୍ଭ ହୋଇଥିବା ବେଳେ ଏଥିରେ ସମସ୍ତ ଓକିଲ ମାନେ ଅଂଶଗ୍ରହଣ କରି ମତଦାନରେ ଭାଗ ନେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ପବିତ୍ର ଉତ୍କଳ ଦିବସ

Read More...

ଚୈତ୍ର ମାସରେ ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଗଜମୁହା ପୂଜା

ଚୈତ୍ର ମାସରେ ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଗଜମୁହା ପୂଜା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: