ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଦୁଇ ବଖରା ଚାଳଘର

April 05, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଦୁଇ ବଖରା ଚାଳଘର
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
April 05, 2024

କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କେସୁଭଦ୍ରା ଗ୍ରାମର ଉର୍ଲାକା ସୁନାମଣି କିଛି ଦିନ ତଳେ ନିଜ ଗ୍ରାମ ଛାଡ଼ି ନିଜ ଜମି ଥିବା ରାମଚନ୍ଦ୍ରପୁର ସିଲ୍କାଯୋଡ଼ି ଚାଲିଯାଇଥିଲା କିନ୍ତୁ ତଳେ ତାଙ୍କ ସ୍ତ୍ରୀ ସୀତାଲୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବାରୁ ଛୁଆର ଯନ୍ତ୍ର ନେବା ନିମନ୍ତେ ଶଶୁର ଗାଁ କାପେଲବାଡ଼ିରେ ଦୀର୍ଘ ଦୁଇ ମାସ ହବ ପିଲା ଛୁଆ ସହିତ ରହି ଉର୍ଲାକା ସୁନାମଣି ଜମିକୁ ଯିବାଆସିବା କରୁଥିଲେ। ହେଲେ ଆଜି କେହି ଦୂର୍ବୁତ ତାଙ୍କ ଘରେ ନିଆଁ ଲଗାଇ ଚାଲି ଯାଇଥିବାରୁ ଦୁଇ ବଖରା ଚାଳଘର ସଂପୂର୍ଣ୍ଣ ଜଳି ଛାରଖାର ହୋଇଗଲା। ଯାହାଫଳରେ ଘରେ ବର୍ଷକ ପାଇଁ ମଜୁତ୍ ରଖିଥିବା ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ପିନ୍ଧିବା ଏପରିକି କିଛି ହାତଗୁଞ୍ଜ ଟଙ୍କା ମଧ୍ୟ ପଡ଼ି ନଷ୍ଟ ହୋଇଯାଇ ଥିବାରୁ ଉର୍ଲାକା ସୁନାମଣି ପରିବାର ଘର ଦ୍ଵାର ହରାଇ ମୁଣ୍ଡରେ ହତ ଦେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ଏହି ସମୟରେ ସରକାରୀ ସାହାଯ୍ୟ ମଧ୍ୟ ଲୋଡ଼ିଛନ୍ତି ଉର୍ଲାକା ସୁନାମଣି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

Read More...

ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର

ବାଣିଶ୍ରୀ ବିଦ୍ୟା ମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: