ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

April 05, 2024, ସାଧାରଣ ନିର୍ବାଚନ-୨୦୨୪, କୋରାପୁଟ, SANJAY KUMAR KANDHAPANI
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
April 05, 2024

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ଥିବା ମାଁ ମୁତ୍ୟାଲୁମାଁ କଲ୍ୟାଣ ମଣ୍ଡପକୁ ଭଡ଼ାରେ ନେଇ ଆଜି କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଝିନ୍ନ ହିକକା, କୋରାପୁଟ ବିଜେଡି ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା, SDC ସଦସ୍ୟ ପାର୍ଦା କୁଲେସିକା, ବିଜେଡି ଜିଲ୍ଲା ସମ୍ପାଦକ ପରୋମା ଖରା ପର୍ଯ୍ୟବେକ୍ଷକ ସୁନୀଲ ମହାନ୍ତି, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ କୁଲଦୀପ, ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତ୍ରିନାଥ ଯୁବ ବିଜେଡ଼ି ନେତା ଦେବ୍ ଖରା ଓ ବ୍ଲକ ବିଜେଡି ଦଳର ସଭାପତି, ସମ୍ପାଦକ ଏବଂ କର୍ମୀ ମାନଙ୍କୁ ନେଇ ବିଜେଡି କାର୍ଯ୍ୟାଳୟ ଶୂଭ ଉଦଘାଟନ କରିଥିଲ। ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ ଅବସରରେ ବ୍ରାହ୍ମଣ ଅରୁଣ କୁମାର ରଥ ଦ୍ଵାରା ମନ୍ତ୍ର ସହ ପୂଜାର୍ଚ୍ଚନା କରିବା ପରେ ଜିଲ୍ଲା ସଭାପତି ଝିନ୍ନ ହିକକା, କୌଶଲ୍ୟା ହିକକା, ସୁଆଇ କୁଲେସିକା ଉପାଧ୍ୟକ୍ଷା ଆରତୀ କୁଲଦୀପ ଏବଂ ପାର୍ଦା କୁଲେସିକା ରିବନ୍ କାଟି ନୂତନ କାର୍ଯ୍ୟାଳୟକୁ ପ୍ରବେଶ କରି ଗୃହ ଶାନ୍ତି ପାଇଁ ପୂଜାଅର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟାଳୟ ଠାରେ ହିଁ ଆଗାମୀ ସାଧାରଣ ନିର୍ବାଚନର ରଣନୀତି ପ୍ରସ୍ତୁତ କରାଯାଇ ପାରିବା ବୋଲି ଜଣେ ସଦସ୍ୟ ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାର ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ

ଗଜପତି ଜିଲ୍ଲାର ୧୩ ଦିନିଆ ଦଣ୍ଡ ଯାତ୍ରା ଶୁଭାରମ୍ଭ

Read More...

ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଦୁଇ ବଖରା ଚାଳଘର

ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ଦୁଇ ବଖରା ଚାଳଘର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: