ପାରଳାଖେମୁଣ୍ଡିରେ ବିଜେଡିର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

April 08, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡିରେ ବିଜେଡିର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 08, 2024

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ପ୍ରଥମ ଥର ପାଇଁ ବିଜେଡି ଟିକେଟ ପାଇଥିବା ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ଓ ସମସ୍ତ ବ୍ଲକ୍ ଅଧକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧି ଓ ବିଜେଡି ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ବିଶାଳ ବାଇକ ରାଲି କରି ଗୋଷାଣୀ ବ୍ଲକ ର ଲାବଣ୍ୟ ଗଡ ଠାରୁ ବାହାରି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ଟାଉନ ରେ ବାଇକ ରଲି ପରିକ୍ରମା କରିଥିଲେ। ଏଥି ସହ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ବାଇକ୍ ରାଳୀ ରେ ମୋହନା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରଥି ଭାବେ ଟିକେଟ ପାଇଁ ଥିବା ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ କଂଗ୍ରେସ ରୁ ବିଜେଡ଼ି ରେ ସାମିଲ ହେଇଥିବା ପୂର୍ବତନ ବିଧାୟକ ଶ୍ରୀ କେ. ସୂର୍ୟରାଓ ଏବଂ ବିଜେଡି ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାସ ଏବଂ ଦଳୀୟ ବରିଷ୍ଟ ମାନ୍ୟ ଗନ୍ୟ ବ୍ୟକ୍ତି ଏହି ରାଲି ରେ ସାମିଲ ହୋଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ତଃ ରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଛି ଗଜପତି ବନ ବିଭାଗ

ଆନ୍ତଃ ରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଛି ଗଜପତି ବନ ବିଭାଗ

Read More...

ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଦକ୍ଷିଣାଞ୍ଚଳ ଆୟୁକ୍ତଙ୍କ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: