ପାରଳାଖେମୁଣ୍ଡି : ବିଜେପି ରେ ସାମିଲ ହେଲେ ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବିଜେଡି ନେତା ଓ କର୍ମୀ ।

April 18, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି : ବିଜେପି ରେ ସାମିଲ ହେଲେ ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବିଜେଡି ନେତା ଓ କର୍ମୀ ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 18, 2024

ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ଉଭୟ ବ୍ଲକ କାଶୀନଗର ଓ ଗୋଷାଣୀ ବ୍ଲକର ବହୁ ସଂଖ୍ୟା ରେ ବିଜେଡିର ନେତା ଓ କର୍ମୀ ମାନେ ବିଜେପି ରେ ସାମିଲ ହୋଇଛନ୍ତି । ସେମାନେ ହେଲେ ମଧୁସୂଦନ ସରପଞ୍ଚ ତ୍ରିଲୋଚନ ପଣ୍ଡା , ଉପଲଡ଼ା ସମିତିସଭ୍ୟ ବି.ଧନଜୟ, ଜି.ମୁରଲୀ କ୍ରିଷ୍ଣା, ରକମ ରାମ ପ୍ରସାଦ ଙ୍କ ସହ ପ୍ରମୁଖ ନେତା ଓ କର୍ମୀ ଆଜି ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ ଙ୍କ ଉପସ୍ଥିତି ବିଜେପି ରେ ସାମିଲ ହେଲେ । ନରେନ୍ଦ୍ର ମୋଦୀ ଙ୍କ ସ୍ଵଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ତଥା ଜନାଭିମୁଖୀ ଯୋଜନା ପ୍ରତି ଆକର୍ଷିତ ହୋଇ ଆଜି ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ଆଜି ବିଜେପିର ଏହି ମିଶ୍ରଣପର୍ବ ପରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ରାଜନୀତି ମହଲ ରେ ନୂତନ ସମୀକରଣ ଦେଖାଯିବାର ଆଶଙ୍କା ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି :ଭୋଟର ସଚେତନତା  ରଥ ଶୁଭାରମ୍ଭ

ଗଜପତି :ଭୋଟର ସଚେତନତା ରଥ ଶୁଭାରମ୍ଭ

Read More...

ନାରାୟଣପାଟଣା-କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଚାଉଳ ଚୋରାଚାଲାଣ ବେଳେ ଧରାପଡ଼ିଲା

ନାରାୟଣପାଟଣା-କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଚାଉଳ ଚୋରାଚାଲାଣ ବେଳେ ଧରାପଡ଼ିଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: