Gouri Shankar Mishra : News


ଆଇଟିଆଇ କଲେଜର ଛାତ୍ରଙ୍କୁ ଟାଟା ଆଡଭାନ୍ସ କମ୍ପାନୀରେ ନିଯୁକ୍ତି ପ୍ରଦାନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10762 | Read...

ଆଇଟିଆଇ କଲେଜର ଛାତ୍ରଙ୍କୁ ଟାଟା ଆଡଭାନ୍ସ କମ୍ପାନୀରେ ନିଯୁକ୍ତି ପ୍ରଦାନ

ବ୍ରହ୍ମପୁର ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ବିଭିନ୍ନ ନୂତନ ବସ୍ତୁ ନିର୍ମାଣ କରି ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ତେବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନୀ ମାନେ ଇଣ୍ଟରଭ୍ୟୁ ନେବା ସହ କୁଶଳୀ ଛାତ୍



ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀଙ୍କୁ କୋରନା ଯୋଦ୍ଧା ସମ୍ବର୍ଦ୍ଧିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10760 | Read...

ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀଙ୍କୁ କୋରନା ଯୋଦ୍ଧା ସମ୍ବର୍ଦ୍ଧିତ

ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀଙ୍କୁ କୋରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜର ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର



ସିପିଏମର ଦର ବୃଦ୍ଧି ବିରୋଧୀ ଅଭିଯାନର ପଞ୍ଚମ ଦିବସ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10751 | Read...

ସିପିଏମର ଦର ବୃଦ୍ଧି ବିରୋଧୀ ଅଭିଯାନର ପଞ୍ଚମ ଦିବସ

ପେଟ୍ରୋଲ, ଡ଼ିଜେଲ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଓ ଔଷଧର ଦର କମାଅ ,ସମସ୍ତ କିଣୀଖିଆ ପରିବାରକୁ ମାସକୁ 10 kg ଚାଉଳ କିମ୍ବା ଗହମ ମାଗଣାରେ ଯୋଗାଇ ଦିଅ, ଆୟକର ଦେଉ ନଥିବା ପରିବାରକୁ6 ମାସ ପର୍ଯ୍ୟନ୍ତ 7500 ଟଙ୍କା ଲେଖାଏଁ ଦିଅ, ଲାଇଟ ଆଣ୍ଡ



ବ୍ରହ୍ମପୁର ଓ ଛତ୍ରପୁରରେ କ୍ରୀଡ଼ା ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କଲେ ଆର୍‌.ଭିନିଲ କ୍ରିଷ୍ଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10736 | Read...

ବ୍ରହ୍ମପୁର ଓ ଛତ୍ରପୁରରେ କ୍ରୀଡ଼ା ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କଲେ ଆର୍‌.ଭିନିଲ କ୍ରିଷ୍ଣା

ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ବ୍ରହ୍ମପୁର ଓ ଛତ୍ରପୁରରେ କ୍ରୀଡ଼ା ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ସଚିବ ଆର୍‌.ଭିନିଲ କ୍ରିଷ



ବାମପନ୍ଥୀ ଦଳ ପକ୍ଷରୁ ଦର ବୃଦ୍ଧି ବିରୋଧୀ ପ୍ରତିବାଦ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10732 | Read...

ବାମପନ୍ଥୀ ଦଳ ପକ୍ଷରୁ ଦର ବୃଦ୍ଧି ବିରୋଧୀ ପ୍ରତିବାଦ

ଆଜି ଚତୁର୍ଥ ଦିବସରେ ପୁରୁଣା ବସଷ୍ଟାଣ୍ଡଠାରେ ସିପିଏମ , ସିପିଆଇ ଓ ଫରୱାର୍ଡ ବ୍ଲକ ମିଳିତ ଭାବରେ ଦର ବୃଦ୍ଧିକୁ ବିରୋଧ କରି ପ୍ରତିବାଦ କରିଥିଲେ । ପେଟ୍ରୋଲ, ଡ଼ିଜେଲ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧର ଦର ହ୍ରାସ କରିବା ପାଇଁ



ଦ୍ୱିତୀୟ ଦିନରେ ସିପିଏମର ଦର ବୃଦ୍ଧି ବିରୋଧୀ ଅଭିଯାନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10714 | Read...

 ଦ୍ୱିତୀୟ ଦିନରେ ସିପିଏମର  ଦର ବୃଦ୍ଧି ବିରୋଧୀ ଅଭିଯାନ

ବାମପନ୍ଥୀ ଦଳ ପକ୍ଷରୁ ଆହୁତ ଦର ବୃଦ୍ଧି ବିରୋଧୀ ଅଭିଯାନର ଦ୍ୱିତୀୟ ଦିବସରେ ସିପିଏମ ପକ୍ଷରୁ ବ୍ରହ୍ମପୁର ସହରସ୍ଥିତ କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ପେଟ୍ରୋଲ, ଡ଼ିଜେଲ, ନିତ୍ୟବ୍ୟବହ



ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10699 | Read...

 ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ

ଆଜି ଗଞ୍ଜାମ ଓକିଲ ସଂଘ କନଫରେନ୍ସ ହଲ ଠାରେ ସ୍ବର୍ଗତ ଯୁବ ଆଇନଜୀବୀ ଅଶୋକ କୁମାର ସାହୁ ଙ୍କ ଶୋକ ସଭା ଅନଷ୍ଠିତ ହୋଇ ଯାଇଛି।ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ସଭାରେ ସଂଘ ସଭାପ



ବାଲୁକା କଳା ମାଧ୍ୟମରେ ପିତୃ ଦିବସର ଶୁଭେଚ୍ଛା ଜଣାଇଲେ ସତ୍ୟନାରାୟଣ ମହାରଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10690 | Read...

ବାଲୁକା କଳା ମାଧ୍ୟମରେ ପିତୃ ଦିବସର ଶୁଭେଚ୍ଛା ଜଣାଇଲେ ସତ୍ୟନାରାୟଣ ମହାରଣା

ଆଜି ବିଶ୍ୱ ପିତୃ ଦିବସ । ସନ୍ତାନ ପ୍ରତି ପିତାଙ୍କର ତ୍ୟାଗ ଓ ବଳିଦାନ ଅତୁଳନୀୟ । ନିଜର ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ



ଓଡିଶା ମୋ ପରିବାର ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10689 | Read...

ଓଡିଶା ମୋ ପରିବାର ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ ଡାଉନ, ସଟ ଡାଉନ ଜାରି ରହିଥିବା ବେଳେ କାମଧନ୍ଦା ଅଭାବରୁ ବହୁ ଲୋକ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି l ଏଭଳି ଅସହାୟ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛି ଓଡିଶା ମୋ ପରିବାର l



ଓ.ଏସ. ଆର. ଟି.ସି କର୍ମଚାରୀ ଓ ଖବରକାଗଜ ବିତରକଙ୍କୁ ସହାୟତା ପ୍ରଦାନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10688 | Read...

ଓ.ଏସ. ଆର. ଟି.ସି କର୍ମଚାରୀ  ଓ  ଖବରକାଗଜ ବିତରକଙ୍କୁ ସହାୟତା ପ୍ରଦାନ

ଓଡିଶା ମୋ ପରିବାର ପକ୍ଷରୁ ଗତ କିଛି ଦିନ ହେଲା ବ୍ରହ୍ମପୁର ସହରର ପ୍ରତେକ ଗରିବ ପରିବାରକୁ ବ୍ରହ୍ମପୁର ସାଂସଦ ଏବଂ ବିଧାୟକଙ୍କ ପ୍ରତେକ୍ଷ୍ୟ ତତ୍ଵାବଧାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଏହି ପରୀପ୍ରେକ୍ଷୀରେ ଆଜି ସହର



ଓଡିଶା ମୋ ପରିବାର ପକ୍ଷରୁ ଅସହାୟ ଗରିବ ଓ କଳାକାରମାନଙ୍କୁ ଖାଦ୍ୟ ବଣ୍ଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 10675 | Read...

 ଓଡିଶା ମୋ ପରିବାର ପକ୍ଷରୁ ଅସହାୟ ଗରିବ ଓ କଳାକାରମାନଙ୍କୁ ଖାଦ୍ୟ ବଣ୍ଟନ

କରୋନା ମହାମାରୀ ଯୋଗୁଁ ସମଗ୍ର ରାଜ୍ୟରେ ଲକଡାଉନ ଜାରୀ ରହିଛି । ଫଳରେ ଯାତ୍ରା ବନ୍ଦ ରହିଥିବାରୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି କଳାକାରମାନେ । ତେବେ ଓଡିଶା ମୋ ପରିବାର ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଅସହ



ମାନବିକତାର ପରିଚୟ ଦେଲେ ବ୍ରହ୍ମପୁର ଆଇ ଟି ଆଇର କର୍ମଚାରୀ

Gouri Shankar Mishra | ଓଡ଼ିଶା | | 10663 | Read...

ମାନବିକତାର ପରିଚୟ ଦେଲେ ବ୍ରହ୍ମପୁର ଆଇ ଟି ଆଇର କର୍ମଚାରୀ

କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ପ୍ରଶାନ୍ତ କୁମାର ସାହୁଙ୍କ ୮ବର୍ଷର ପୁଅ ଏବଂ ସ୍ତ୍ରୀଙ୍କୁ ନିଜ କାର୍ଯ୍ୟାଳୟର ସହ କର୍ମଚାରୀମାନେ ସହାୟତାର ହାତ ବଢାଇ ମାନବିକତାର ପରିଚ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: