Gouri Shankar Mishra : News


ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି- ଦକ୍ଷିଣାଞ୍ଚଳ ଆଇ.ଜି

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13568 | Read...

ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି- ଦକ୍ଷିଣାଞ୍ଚଳ ଆଇ.ଜି

ବ୍ରହ୍ମପୁର- ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି । ସ୍ୱାସ୍ଥ ପାଇଁ ସଦାସର୍ବଦା ନିଜେ ସଚେତନ ହେବା ସହିତ ସବୁବେଳେ କିପରି ଜୀବନରେ ସମସ୍ତେ ଫିଟ୍ ହୋଇ ର



ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ, ଉଦଘାଟିତ ହେଲା ଚାରା ବିକ୍ରୟ କେନ୍ଦ୍ର

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13567 | Read...

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ, ଉଦଘାଟିତ ହେଲା ଚାରା ବିକ୍ରୟ କେନ୍ଦ୍ର

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୧ ଟଙ୍କିଆ ଚାରା ବିକ୍ରୟ କେନ୍ଦ୍ର ର ଉଦଘ



ମୋଦି ସରକାରଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କଲେ କେନ୍ଦ୍ର ରେଳ ଚଳାଚଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ

Gouri Shankar Mishra | ରାଜନୀତି | ଗଞ୍ଜାମ | 13563 | Read...

ମୋଦି ସରକାରଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କଲେ କେନ୍ଦ୍ର ରେଳ ଚଳାଚଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ

ମୋଦି ସରକାରଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କଲେ କେନ୍ଦ୍ର ରେଳ ଚଳାଚଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ।ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତ



ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମ

Gouri Shankar Mishra | ରାଜନୀତି | ଗଞ୍ଜାମ | 13561 | Read...

 ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୋ ବୁଥ୍ ସବୁଠୁ ମଜବୁତ୍

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସଭାପତିତ୍ବରେ ଦେଶରୁ ମନୋନୀତ କରାଯାଇଥିବା ତିନି ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ "ମୋ



ବଲାଙ୍ଗୀର ଖଲିଆପାଲି ହତ୍ୟା ଘଟଣାରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13543 | Read...

ବଲାଙ୍ଗୀର ଖଲିଆପାଲି ହତ୍ୟା ଘଟଣାରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ

ବ୍ରହ୍ମପୁର - ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମର ନାବାଳକ ଛାତ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଦାବିରେ ଏ ଆଇ ଡି



ବ୍ରହ୍ମପୁର ଶାନ୍ତିଜ୍ୟୋତି ଭବନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13537 | Read...

ବ୍ରହ୍ମପୁର ଶାନ୍ତିଜ୍ୟୋତି ଭବନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ

ବ୍ରହ୍ମପୁର ଶାନ୍ତି ଜ୍ୟୋତି ଭବନ ନିଳାଚଳ ନଗର - ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଆଶ୍ରମ ପରିସରରେ ପ୍ରାତଃ ସମୟରେ ଭାରତ ସରକାରଙ୍କ ଦ୍ୱାରା ଆୟୁଷର ଯୋଗ ଶିକ୍ଷକ ତଥା ଟି କେ ସି ଗୃପର ମୂଖ୍ୟ ପ୍ରବନ୍ଧକ ଭ୍ରାତା ପ୍ରିୟ



ଏ ଡି ଏସ୍ ଡାନ୍ସ ଗୃପର ତୃତୀୟ ବାର୍ଷିକ ଉତ୍ସବ

Gouri Shankar Mishra | ଶିକ୍ଷା | ଗଞ୍ଜାମ | 13529 | Read...

ଏ ଡି ଏସ୍  ଡାନ୍ସ ଗୃପର ତୃତୀୟ ବାର୍ଷିକ ଉତ୍ସବ

ରଙ୍ଗେଇଲୁଣ୍ଡା-ଗୋଳନ୍ଥରା ନିକଟସ୍ଥ ଚଟି ଛକ ଠାରେ ଏ ଡି ଏସ୍ ଡାନ୍ସ ଗୃପର ତୃତୀୟ ବାର୍ଷିକ ଉତ୍ସବ ଗୃପର ଡାଇରେକ୍ଟର ତଥା କୋରିଓଗ୍ରାଫର ଶଙ୍କର ରାଉଳଙ୍କ ନେତୃତ୍ୱରେ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ



ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13523 | Read...

ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା

ବ୍ରହ୍ମପୁର- ଶ୍ରୀଗୁଣ୍ଡିଚା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରକାର ଭଳିକିଭଳି ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା । ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର ସହରର ଆମ୍ୱପୁଆ ମାରୁତିନଗର ଅଞ୍



ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବୃକ୍ଷକୁ ପୁନୋଃରୋପଣ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13522 | Read...

ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବୃକ୍ଷକୁ ପୁନୋଃରୋପଣ

ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବୃକ୍ଷକୁ ପୁନୋଃରୋପଣ । ପୁରୁଣା ବ୍ରହ୍ମପୁର ନିକଟରେ ଥିବା ରାମାଧିନ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅସୁରକ୍ଷିତ ଅବସ୍ତାରେ ପଡ଼ି ରହିଥିବା ୧୫ ବର୍ଷରୁ ଅଧିକ ପୁରାତନ ଓ ୨୫ ଫୁଟରୁ ଉର୍ଦ୍ଧ୍ବ



ପୁରୁଣା ଖବରକାଗଜରେ ନନ୍ଦିଘୋଷ ରଥ ନିର୍ମାଣ କଲେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13520 | Read...

ପୁରୁଣା ଖବରକାଗଜରେ ନନ୍ଦିଘୋଷ ରଥ ନିର୍ମାଣ କଲେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା

ପୁରୁଣା ଖବରକାଗଜରେ ନନ୍ଦିଘୋଷ ରଥ ନିର୍ମାଣ କଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ବିଶ୍ଵ ର ସବୁଠାରୁ ଛୋଟ ରଥ ୧mm କରିସାରିବା ପରେ। ପ୍ରଭୁ ଜଗନ୍ନାଥଙ୍କ ପାଇଁ ନୂତନ ଧାରଣ ରଥ ପ୍ରତି ବର୍ଷ ତିଆରି କରି ଆସୁଥିବା ବେଳେ ଚଳ



ଚଳିତବର୍ଷ ୧୫ ହଜାର ଚକ୍ଷୁ ରୋଗୀଙ୍କ ଅସ୍ତ୍ରପ୍ରଚାର କରିବ ଶଙ୍କର ଚକ୍ଷୁ ଚିକିତ୍ସାଳୟ

Gouri Shankar Mishra | ସ୍ବାସ୍ଥ୍ୟ | ଗଞ୍ଜାମ | 13517 | Read...

ଚଳିତବର୍ଷ ୧୫ ହଜାର ଚକ୍ଷୁ ରୋଗୀଙ୍କ ଅସ୍ତ୍ରପ୍ରଚାର କରିବ ଶଙ୍କର ଚକ୍ଷୁ ଚିକିତ୍ସାଳୟ

ବ୍ରହ୍ମପୁର- ଚଳିତବର୍ଷ ୧୫ ହଜାର ଚକ୍ଷୁ ରୋଗୀଙ୍କ ଅସ୍ତ୍ରପ୍ରଚାର କରିବାକୁ ଲକ୍ଷ୍ୟ ରଖିଛି ଶଙ୍କର ଚକ୍ଷୁ ଚିକିତ୍ସାଳୟ । ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜିଳି ନିକଟବର୍ତ୍ତୀ ସମରଝୋଳ ଠାରେ ରହିଥିବା ରହିଥିବା ଶଙ୍କର ଚକ୍ଷୁ ଚ



ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବୈଠକ,ଆସନ୍ତା 23 ରେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ସଂଙ୍ଘ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 13515 | Read...

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବୈଠକ,ଆସନ୍ତା 23 ରେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ସଂଙ୍ଘ

ଆଉଟସୋରସିଂ କର୍ମଚାରୀ ଙ୍କ ଦାବୀ କୁ ସରକାର ଙ୍କ ଅଣଦେଖା କରୁଥିବା ନେଇ ଆସନ୍ତା ଜୁନ 23 ରେ ରାଜ୍ୟସାରା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଆଉଟସୋର୍ସିଙ୍ଗ କର୍ମଚାରୀ ।ଏକମାସର ମହଲତ ପରେ ସମ୍ପୂର୍ଣ କାର୍ଯ୍ୟାବନ୍ଦ ପାଈଁ ନିଷ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: