Swadhina Kumar Sahu : News


ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିକ୍ଷୋଭ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9428 | Read...

ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିକ୍ଷୋଭ

ଚାରି ଦଫା ଦାବି ନେଇ ଆଜି ଗଂଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ



ଭୃଣ ନିରୂପଣ ସଂପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9388 | Read...

ଭୃଣ ନିରୂପଣ ସଂପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା

ଭୃଣ ହତ୍ୟା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ । ଭୃଣ ନିରୁପଣ ସଂପର୍କରେ ପ୍ରଶାସନକୁ ପ୍ରାକ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଦେବ ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ସୂଚନା



ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗୋପାଳପୁରରେ ଖୋଲୁଛି ଅଧିକ ଏଟିଏମ୍ ସେବା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9380 | Read...

ପର୍ଯ୍ୟଟକଙ୍କ  ସୁବିଧା ପାଇଁ  ଗୋପାଳପୁରରେ ଖୋଲୁଛି ଅଧିକ ଏଟିଏମ୍ ସେବା

ବ୍ରହ୍ମପୁର-ରାଜ୍ୟ ତଥା ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖୋଲାଯାଉଛି ଅଧିକ ଏଟିଏମ୍ ସେବା । ୟୁକୋ ବ୍ୟାଙ୍କ ଗୋପାଳପୁର ଶାଖା ପକ୍ଷରୁ ନୂତନ ଏଟିଏମ ମେ



ଗଞ୍ଜାମରେ ଗ୍ରୀନ୍ ଦୀପାବଳି ଉତ୍ସବ ପାଳନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9339 | Read...

ଗଞ୍ଜାମରେ ଗ୍ରୀନ୍ ଦୀପାବଳି ଉତ୍ସବ ପାଳନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଗ୍ରୀନ୍ ଦୀପାବଳି ଉତ୍ସବ ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସେ କୋଭିଡ୍ ଫ୍ରି ଦୀପାବଳି ପାଳନ କରିବାକୁ ପରାମର୍ଶ ଦେବାସହ ଘରକୁ ଅଧିକ ଅତିଥି ନିମନ୍ତ୍ରଣ କରିବାକୁ ଜିଲ୍ଲାପାଳ ବାରଣ



କୋରୋନାରୁ ସୁସ୍ଥ ହୋଇ ହିଞ୍ଜିଳିରୁ ପ୍ରଥମଥର ପାଇଁ ପ୍ଲାଜମା ଦେଲେ ଚନ୍ଦନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9324 | Read...

କୋରୋନାରୁ ସୁସ୍ଥ ହୋଇ ହିଞ୍ଜିଳିରୁ ପ୍ରଥମଥର ପାଇଁ ପ୍ଲାଜମା ଦେଲେ ଚନ୍ଦନ

କୋରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣୀତ ହୋଇ ହିଞ୍ଜିଳି ସହରରୁ ଆସି ପ୍ରଥମଥର ପାଇଁ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଯୁବକ ଚନ୍ଦନ ପାତ୍ର । ହିଞ



କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ଶ୍ରୀ ପଞ୍ଚାନନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9322 | Read...

କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ଶ୍ରୀ ପଞ୍ଚାନନ

ପବିତ୍ର କାର୍ତ୍ତିକ ମାସରେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ । ତାଙ୍କର ଟିକେ ଦର୍ଶନ ଓ ପୂଜା କରିବା ପାଇଁ ବହୁ ଶିବ ପୀଠ ମାଙ୍କର ରେ ଭକ୍ତ ମାଙ୍କର ସମାଗମ ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତ ବର୍ଷ କୋରନା ପାଇଁ ସବୁ କିଛି ବନ୍



ଜାତୀୟ ସଙ୍ଗୀତ କଳା କେନ୍ଦ୍ର ତରଫରୁ ଶୋକସଭା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9321 | Read...

ଜାତୀୟ ସଙ୍ଗୀତ କଳା କେନ୍ଦ୍ର ତରଫରୁ ଶୋକସଭା

ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ଓ ଦେବାଧିରାଜ ଦେବରାଜ ସାହିତ୍ୟାନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଦିବଂଗତ ବରିଷ୍ଠ ସାରସ୍ଵତ ସାଧକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ ଏବଂ ବିଶିଷ୍ଟ ଗାଳ୍ପିକ



ଆମକୁ ମଞ୍ଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ : ବରିଷ୍ଠ କଳାକାର ମହାସଂଘ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9296 | Read...

ଆମକୁ ମଞ୍ଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ : ବରିଷ୍ଠ କଳାକାର ମହାସଂଘ

ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସମ୍ପୂର୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନ ବିକ୍ରିବଟା କଲେଣି । ଏଣିକି କଳାକାର ମଡକ ଆଶଙ୍କା ବଳବତ୍ତର ହୋଇ ଆସୁଛି । ଏଭଳି ଏକ ସଂକଟମୟ ସ୍ଥ



ଏସିଆ ରେକର୍ଡସ୍‌ ବୁକ୍‌ରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇ କଲେଜର ମାଇଣ୍ଡ୍‌ ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡ୍‌ ସୋ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9295 | Read...

ଏସିଆ ରେକର୍ଡସ୍‌ ବୁକ୍‌ରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇ କଲେଜର ମାଇଣ୍ଡ୍‌ ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡ୍‌ ସୋ

ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଶୋଭା ପାଉଥିବା ମାଇଣ୍ଡ୍‌ ହାର୍ଟ ଆଣ୍ଡ୍‌ ହ୍ୟାଣ୍ଡ୍‌ ସୋ' ଏସିଆ ରେକର୍ଡସ୍‌ ବୁକ୍‌ରେ ସ୍ଥାନ ପାଇଛି । ଦେଶର କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଏହା ସର୍ବବୃହତ୍‌ ମ



ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଗୁରୁତ୍ବପୂର୍ଣ୍ଣ ବୈଠକ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9280 | Read...

ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଗୁରୁତ୍ବପୂର୍ଣ୍ଣ ବୈଠକ

ଗଞ୍ଜାମ ଜିଲ୍ଲା ଗୋପାଳପୁର ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଛତ୍ରପୁର ବ୍ଳକ ଏ.ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୟୁନିୟନରେ 2500 ଶ୍ରମିକ



ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ମୃତ୍ୟୁ

Swadhina Kumar Sahu | ଓଡ଼ିଶା | | 9248 | Read...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ମୃତ୍ୟୁ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାଶଙ୍କ ବିୟୋଗ ଘଟିଛି । ଯାହାକୁ ବିଭିନ୍ନ ମହଲରେ ଦେଖିବାକୁ ମିଳିଛି ଶୋକର ଛାୟା । ସେ କିଛି ଦିନ ପୂର୍ବେ କୋରୋନାରେ ଆକ୍ରାନ୍ତ ହୋଇ ଗତକାଲି ସୁସ୍ଥ ହୋଇ ନିଜ



ଅଢ଼େଇ କିଲୋର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

Swadhina Kumar Sahu | ଅପରାଧ | | 9233 | Read...

ଅଢ଼େଇ କିଲୋର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ସୁନା ଦୋକନାରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଅଢ଼େଇ କିଲୋର ସୁନା ଗହଣା । ବ୍ରହ୍ମପୁର ବଡବଜାର ଅଂଚଳରେ ଘଟିଛି ଏଭଳି ବଡ ଧରଣର ଲୁଟ୍ । ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ଦୁର୍ବୃତ୍ତମାନେ ଲୁଟ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: