Swadhina Kumar Sahu : News


ଶାସନ ପଦର ଗ୍ରାମର ମିଟୁଙ୍କ ପରିବାରକୁ ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା ପ୍ରଦାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12179 | Read...

ଶାସନ ପଦର ଗ୍ରାମର ମିଟୁଙ୍କ ପରିବାରକୁ ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଶାସନ ପଦର ଗ୍ରାମର ତଳ ସାହିର ମିଟୁ ନାୟକଙ୍କ ଗତ ୯ ତାରିଖରେ ସୁରଟ ଠାରେ ମୃତ୍ୟୁ ବରଣ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ମୋ ପରିବାର ସହାୟତାରେ ମର ଶରୀ



ନକଲି କାଗଜ ପତ୍ରରେ ଜମି ଜାଲିଆତି ମାମଲା ଦୁଇ ଗିରଫ

Swadhina Kumar Sahu | ଅପରାଧ | ଗଞ୍ଜାମ | 12167 | Read...

ନକଲି କାଗଜ ପତ୍ରରେ ଜମି ଜାଲିଆତି ମାମଲା ଦୁଇ ଗିରଫ

ନକଲି ଜମି କାଗଜପତ୍ର ଦେଖାଇବା ସହ ତାହାକୁ ବିକ୍ରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଗୋପାଳପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଡିଫେନ୍ସ କଲୋନୀର ମନୋଜ କୁମାର ମହାନ୍ତ



ବ୍ରହ୍ମପୁର ଠାରେ ବନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ ହୋଇଯାଇଛି।

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12148 | Read...

ବ୍ରହ୍ମପୁର ଠାରେ ବନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ ହୋଇଯାଇଛି।

ବ୍ରହ୍ମପୁର ସ୍ଥାନୀୟ ଆଞ୍ଚଳିକ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତ



ବିଶିଷ୍ଟ ସମାଜସେବୀ ହରିପ୍ରସାଦ ମାଳନାଙ୍କ ବିୟୋଗରେ ଶୋକ ସଭା

Swadhina Kumar Sahu | ଦେଶଦୁନିଆ | ଗଞ୍ଜାମ | 12146 | Read...

ବିଶିଷ୍ଟ ସମାଜସେବୀ ହରିପ୍ରସାଦ ମାଳନାଙ୍କ ବିୟୋଗରେ ଶୋକ ସଭା

ବ୍ରହ୍ମପୁର ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘର କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ହରିପ୍ରସାଦ ମଲଣା ଙ୍କ ବିୟୋଗରେ ସ୍ଥାନୀୟ ସଂତୋଷୀ ମା ମନ୍ଦିର କଲ୍ୟାଣୀ ମଣ୍ଡପ ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ମହାନ୍ ସ



ଗଞ୍ଜାମ ଗ୍ରସ୍ତରେ ୪୦ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀ, ଉନ୍ନୟନ କାର୍ଯ୍ୟକୁ କରିବେ ଅନୁଧ୍ୟାନ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12125 | Read...

ଗଞ୍ଜାମ ଗ୍ରସ୍ତରେ ୪୦ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀ, ଉନ୍ନୟନ କାର୍ଯ୍ୟକୁ କରିବେ ଅନୁଧ୍ୟାନ

ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଆସିଥିବା ୪୦ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀ ।ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ଏହି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଜିଲ୍ଲାର ଉନ୍ନୟନ ପ୍ରକଳ୍ପ ଗୁଡିକ ଅନୁଧ୍ୟାନ କରିବାର କାର



ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବ୍ରହ୍ମପୁର ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12118 | Read...

ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବ୍ରହ୍ମପୁର ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର ସ୍ଥାନୀୟ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵବିଦ୍ୟାଳୟ ର ଆଡ଼ମିଶନ ବିଭାଗର ଡ



ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀଙ୍କ ତାଲିମ ଶିବିର

Swadhina Kumar Sahu | ସ୍ବାସ୍ଥ୍ୟ | ଗଞ୍ଜାମ | 12112 | Read...

ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀଙ୍କ ତାଲିମ ଶିବିର

ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଆୟୋଜିତ ପାଞ୍ଚ ଦିନିଆ ଆଶା ମାନଙ୍କ ନବଜାତ ଶିଶୁର ଘରୋଇ ଯତ୍ନ ତାଲିମ ଶିବିର ସ୍ଥାନୀୟ ଆଗା ସାହି ସହରାଞ୍ଚଳ କେନ୍ଦ୍ର ରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଶା ପ



ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12098 | Read...

ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆସିକା ସମବାୟ ବ୍ୟାଙ୍କ ଅଧିନରେ ଥିବା ପ୍ରାଥମିକ ସେବା ସମବାୟ କର୍ମଚାରୀମାନେ ତିନି ଦଫା ଦାବି ପୂରନ କରିବା ପାଇଁ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ହେଲା ସରକାର ସମସ୍ତ କର୍



ବାଚସ୍ପତିଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ସାମ୍ବାଦିକଙ୍କ ଗଣଧାରଣା , ଉଚ୍ଚସ୍ତରୀୟ ବୈଠକରେ ଏମ୍.କେ.ସି.ଜି ର ସମସ୍ୟାକୁ କରାଯିବ ସମୀକ୍ଷା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12079 | Read...

ବାଚସ୍ପତିଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ସାମ୍ବାଦିକଙ୍କ ଗଣଧାରଣା , ଉଚ୍ଚସ୍ତରୀୟ ବୈଠକରେ ଏମ୍.କେ.ସି.ଜି ର ସମସ୍ୟାକୁ କରାଯିବ ସମୀକ୍ଷା

ବ୍ରହ୍ମପୁର- ଗତ ଚାରି ଦିନ ଧରି ଶାନ୍ତିପୂର୍ଣ୍ଣ ଭାବରେ ଏମ୍.କେ.ସି.ଜି ର ପ୍ରମୁଖ ବିଷୟକୁ ନେଇ ଗଣଧାରଣା ଦେଇ ଆସୁଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ବାଚସ୍ପତିଙ୍କ ସହ ଆଲୋଚନା କରିବା ପରେ ଏହାକୁ ସ୍ଥଗିତ ରଖାଯାଇଛ



ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ବିଜେପିର ଗଣ ବିକ୍ଷୋଭ ଦ୍ୱିତୀୟ ଦିନରେ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12074 | Read...

ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ବିଜେପିର ଗଣ ବିକ୍ଷୋଭ ଦ୍ୱିତୀୟ ଦିନରେ

ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳ



ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା - ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ

Swadhina Kumar Sahu | ବିଶେଷ | ଗଞ୍ଜାମ | 12073 | Read...

ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା - ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ

ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି । ଏମ୍.କେ.ସି.ଜି ମେଡିକାଲରେ ବ



ଉଦଘାଟିତ ହେଲା ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ - କଳା ଓ ସଂସ୍କୃତି ରେ ପରିପୂର୍ଣ୍ଣ ଗଞ୍ଜାମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12065 | Read...

ଉଦଘାଟିତ ହେଲା ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ - କଳା ଓ ସଂସ୍କୃତି ରେ ପରିପୂର୍ଣ୍ଣ ଗଞ୍ଜାମ

ବ୍ରହ୍ମପୁର ସହରରେ ଉଦଘାଟିତ ହୋଇଯାଇଛି ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ । ସୋମବାର ବ୍ରହ୍ମପୁର ସହରର ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ପ୍ରଥମ ସଂନ୍ଧ୍ୟାକୁ ବ୍ରହ୍ମପୁର ବିଶ୍ଵବିଦ୍ୟ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: