ଗଞ୍ଜାମ : District News


ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ୭ମ ରାଜ୍ୟ ସମ୍ମିଳନୀ ଉଦଘାଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 12293 | Read...

ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ୭ମ ରାଜ୍ୟ ସମ୍ମିଳନୀ ଉଦଘାଟନ

ବ୍ରହ୍ମପୁର - ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ୭ମ ରାଜ୍ୟ ସମ୍ମିଳନୀ ର ୨ୟ ଦିନରେ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଏନ୍ ଜି ଓ ହଲ୍ ପରିସରରେ ଉଦଘାଟିତ ହୋଇଯାଇଛି । କମ୍ରେଡ ଶର୍ମିଷ୍ଠା ହଲ୍ ଏବଂ କମ୍ରେଡ ଶିବରାମ ଙ୍କ ନାମରେ ଶିବରାମ



ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 12292 | Read...

ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳିତ

୭୩ତମ ବନ ମହୋତ୍ସବ ସପ୍ତାହ ପାଳିତ ଅବସରରେ ଗୁରୁବାର ଦିନ ଦିଗପହଣ୍ଡି ତାଲୁକା ଆଇନ ସେବା କମିଟି ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ଯକ୍ଷା ତଥା ମ



ଗ୍ରାମ୍ୟ ଶ୍ମଶାନରେ ମୃତ ଜବାନଙ୍କ ଶେଷକୃତ୍ୟ ସମ୍ପନ୍ନ

Kiran Behera | ବିଶେଷ | ଗଞ୍ଜାମ | 12291 | Read...

ଗ୍ରାମ୍ୟ ଶ୍ମଶାନରେ ମୃତ ଜବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୋଟିନଡ଼ା ଗ୍ରାମର ସିଆଇଏସଏଫ ଜବାନ ଶିବ ଶଙ୍କର ଜେନାଙ୍କ ମର ଶରୀର ବୁଧୁବାର ରାତ୍ର ୧୦ ଘଣ୍ଟ ସମୟରେ ଜନ୍ମ ମାଟିରେ ପହଞ୍ଚିବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି।



ତହସିଲଦାରଙ୍କ ଦ୍ବାରା ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ

Kiran Behera | ବିଶେଷ | ଗଞ୍ଜାମ | 12290 | Read...

ତହସିଲଦାରଙ୍କ ଦ୍ବାରା ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ

ଖେମୁଣ୍ଡି ଚିତ୍ରକଳା ସଂଘ ଏବଂ ଲୋକସେବା ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ସନ୍ଧ୍ୟାରେ ଦିଗପହଣ୍ଡି ବଜାର ସାହି ସ୍ଥିତ ଗାନ୍ଧୀ ଛକ ଠାରେ ଆୟୋଜିତ ହୋଇଥିବା ଗଞ୍ଜାମ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀକୁ ସ୍ଥାନ



ଯୁବ ରେଡକ୍ରସ୍ ତରଫରୁ ଖେମୁଣ୍ଡି କଲେଜରେ ୭୩ ତମବନ ମହୋତ୍ସବ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 12289 | Read...

ଯୁବ ରେଡକ୍ରସ୍ ତରଫରୁ ଖେମୁଣ୍ଡି କଲେଜରେ ୭୩ ତମବନ ମହୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ଯୁବ ରେଡକ୍ରସ୍ ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣତି କୁମାରୀ ପାତ୍ରଙ୍କ ଅଧ୍ୟକ୍ଷତା



ସିଦ୍ଧେଶ୍ଵର ପାକ୍ସ ସଭାପତି ନିର୍ବାଚନ : ନିର୍ଦ୍ବନ୍ଦ୍ବରେ ବିଜୟୀ ହେଲେ ନିରଞ୍ଜନ

Kiran Behera | ବିଶେଷ | ଗଞ୍ଜାମ | 12288 | Read...

ସିଦ୍ଧେଶ୍ଵର ପାକ୍ସ ସଭାପତି ନିର୍ବାଚନ : ନିର୍ଦ୍ବନ୍ଦ୍ବରେ ବିଜୟୀ ହେଲେ ନିରଞ୍ଜନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ସେବା ସମବାୟ ସମିତି ନିର୍ବାଚନ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ସଭାପତି ଭାବେ ନିରଞ୍ଜନ ପ୍ରଧାନ ବିନା ପ୍ରତିଦ୍ବନ୍ଦୀରେ ବିଜୟର ମୁକୁଟ ପିନ୍ଧିଥିବା ନିର୍



ଦିଗପହଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା :: ପ୍ରେରଣା ହେଲେ ବିଦ୍ୟାଳୟ ଟପ୍ପର

Kiran Behera | ଶିକ୍ଷା | ଗଞ୍ଜାମ | 12286 | Read...

ଦିଗପହଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା :: ପ୍ରେରଣା ହେଲେ ବିଦ୍ୟାଳୟ ଟପ୍ପର

ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ବୋର୍ଡ ପରୀକ୍ଷାର ବୁଧବାର ଦିନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗରରେ ରହିଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପାସହାର ଶତ ପ୍ରତିଶତ ରହିଥିବା ଜ



ବିପର୍ଯ୍ୟୟ ପ୍ରଶମନ ପାଇଁ ଗୋଷ୍ଠୀ ସହନଶୀଳ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12285 | Read...

ବିପର୍ଯ୍ୟୟ ପ୍ରଶମନ ପାଇଁ ଗୋଷ୍ଠୀ ସହନଶୀଳ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କରିଟାସ ଇଣ୍ଡିଆ ଓ ଜିଲ୍ଲା ବିପର୍ଯ୍ୟୟ



ପୋଡାମାରୀ ମହାବିଦ୍ୟାଳୟରେ ୭୩ ତମବନ ମହୋତ୍ସବ ପାଳିତ

Kiran Behera | ଓଡ଼ିଶା | ଗଞ୍ଜାମ | 12284 | Read...

ପୋଡାମାରୀ ମହାବିଦ୍ୟାଳୟରେ ୭୩ ତମବନ ମହୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଇ . ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବ ପାଳନ



ଗୋପାଳପୁର ପି ଏମ ହାଇସ୍କୁଲରେ ବନମହୋତ୍ସବ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12283 | Read...

ଗୋପାଳପୁର ପି ଏମ ହାଇସ୍କୁଲରେ ବନମହୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଅବସ୍ଥିତ ସର୍ବ ପୁରାତନ ପିଏମ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଇକୋ କ୍ଲବ ସଂଯୋଜକ ପି ପ୍ରସାଦଙ୍କ ସଂଯୋଜନାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଦ୍ୟା



ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ନିମନ୍ତେ ଏସ୍.ଓ.ପି. ଜାରି

Swadhina Kumar Sahu | ସ୍ବାସ୍ଥ୍ୟ | ଗଞ୍ଜାମ | 12282 | Read...

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ନିମନ୍ତେ ଏସ୍.ଓ.ପି. ଜାରି

ରାଜ୍ୟରେ ବର୍ତ୍ତମାନ ଧିରେ ଧିରେ କୋଭିଡ ଉପର ମୁହାଁ ହେବାରେ ଲାଗିଛି । ସେହିପରି ବହୁ ଦିନର ବ୍ୟବଧାନପରେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କିଛି ଦିନ ହେଲା ନୂତନ ସମକ୍ରମିତ ଚିହ୍ନଟ ହେଉଛନ୍ତି । ବିଗତ ଦୁଇଦିନ ତଳେ ଜଣେ ବ୍ୟକ୍ତ



ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

Kiran Behera | ଅପରାଧ | ଗଞ୍ଜାମ | 12281 | Read...

ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

ମାଧ୍ୟମିକ ଶିକ୍ଷା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ଜଣେ ଛାତ୍ରୀ ନିଜ ବନ୍ଦ କୋଠରୀ ଭିତରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: