ଗଞ୍ଜାମ : District News


"ଇସକଫ" ଜାତୀୟ ପରିଷଦରେ ଆଇନଜୀବୀ ହରପ୍ରସାଦ

Kiran Behera | ଓଡ଼ିଶା | ଗଞ୍ଜାମ | 12908 | Read...

ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ପରିଷଦରେ ଦିଗପହଣ୍ଡିର ଆଇନଜୀବୀ ତଥା ସାମ୍ବାଦିକ ହରପ୍ରସାଦ ରଥଙ୍କୁ ସାମିଲ କରାଯାଇଛି । କଟକ ଠାରେ ଗତ ୧୦ ଏବଂ ୧୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଇସକଫ ଜାତୀୟ



ଖେମୁଣ୍ଡି ଓକିଲଙ୍କ ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଆନ୍ଦୋଳନ

Kiran Behera | ଓଡ଼ିଶା | ଗଞ୍ଜାମ | 12907 | Read...

ଖେମୁଣ୍ଡି ଓକିଲଙ୍କ ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଆନ୍ଦୋଳନ

ନିଖିଳ ଓଡିଶା ଆଇନଜୀବି ମହାସଂଘ ଡାକରା କ୍ରମେ ସୋମବାର ଦିନ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଆଡଭୋକେଟ ଜେନେରାଲଙ୍କ ଓକିଲ



ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟାଦଶତ୍ତମ କଣ୍ଢେଇ ମେଳା ଅନୁଷ୍ଠିତ

Gouri Shankar Mishra | ଶିକ୍ଷା | ଗଞ୍ଜାମ | 12906 | Read...

ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟାଦଶତ୍ତମ କଣ୍ଢେଇ ମେଳା ଅନୁଷ୍ଠିତ

ବ୍ରହ୍ମପୁର ସହରର ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେଅଷ୍ଟାଦଶତ୍ତମ କଣ୍ଢେଇ ମେଳା ଅନୁଷ୍ଠତି ହୋଇଯାଇଛି l ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସବିତା ନାୟକ, ଶ୍ରୀ ମାଣ



ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହର ସମାରୋପ ଦିବସ

Kiran Behera | ଶିକ୍ଷା | ଗଞ୍ଜାମ | 12905 | Read...

ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହର ସମାରୋପ ଦିବସ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ସ୍ବଦେଶୀ ସପ୍ତାହର ସମାରୋପ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସ୍ବଦେଶୀ ବାର୍ତ୍ତା ତଥା ଭାରତରେ ସ୍ବଦେ



ଭିଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Kiran Behera | ଶିକ୍ଷା | ଗଞ୍ଜାମ | 12904 | Read...

 ଭିଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ



ଦିଗପହଣ୍ଡିରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମ

Kiran Behera | ଶିକ୍ଷା | ଗଞ୍ଜାମ | 12903 | Read...

ଦିଗପହଣ୍ଡିରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମ

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ



ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

Kiran Behera | ଶିକ୍ଷା | ଗଞ୍ଜାମ | 12902 | Read...

ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ରହିଥିବା ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବ



ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଛତ୍ରପୁରର ୨୬ତମ ବାର୍ଷିକ କ୍ରୀଡା ଉଦଯାପିତ

Santosh Kumar Mishra | ଖେଳ | ଗଞ୍ଜାମ | 12901 | Read...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଛତ୍ରପୁରର ୨୬ତମ ବାର୍ଷିକ କ୍ରୀଡା ଉଦଯାପିତ

ଛତ୍ରପୁର ସ୍ଥିତ ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରର ୨୬ତମ ବାର୍ଷିକ କ୍ରୀଡାର ଉଦଯାପିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେ



ସମାଜରେ ମହିଳା ମାନଙ୍କ ପ୍ରତି ଦ୍ରୁଷ୍ଟିକୋଣ ଓ ବିଚାର ଧାରା ବଦଳାଇବା “ସଖୀ” ର ପ୍ରୟାସ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 12900 | Read...

ସମାଜରେ ମହିଳା ମାନଙ୍କ ପ୍ରତି ଦ୍ରୁଷ୍ଟିକୋଣ ଓ ବିଚାର ଧାରା ବଦଳାଇବା “ସଖୀ” ର ପ୍ରୟାସ

ବ୍ରହ୍ମପୁର - ମହିଳା ମାନଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି - ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସକଙ୍କ ମିଳିତ ଆନୁକଲ୍ୟାରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୁକୁଡାଖଣ୍ଡି ଠାରେ ମହିଳା ମାନଙ୍କ ମୌଳିକ



ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ କର୍ମଶାଳା

Santosh Kumar Mishra | ଶିକ୍ଷା | ଗଞ୍ଜାମ | 12899 | Read...

ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ କର୍ମଶାଳା

ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ପରିସରରେ ଓକେସିଏଲ ପକ୍ଷରୁ "ଜ୍ଞାନ କେନ୍ଦ୍ର ମାଧ୍ୟମରେ ଅର୍ଥନୈତିକ ଓ ସାମାଜିକ ନେତୃତ୍ବ ଗଠନ" ଶୀର୍ଷକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ



ବ୍ରହ୍ମପୁରରେ ବିଧାୟକ ଓ ମେୟର ପାଳିଲେ ପଦ୍ମପୁର ବିଜୟ ଉତ୍ସବ

Gouri Shankar Mishra | ରାଜନୀତି | ଗଞ୍ଜାମ | 12898 | Read...

ବ୍ରହ୍ମପୁରରେ ବିଧାୟକ ଓ ମେୟର ପାଳିଲେ ପଦ୍ମପୁର ବିଜୟ ଉତ୍ସବ

ବିଜୁ ଜନତା ଦଳ ପ୍ରତି ବିପୁଳ ସମର୍ଥନ ଜଣାଇ ପଦ୍ମପୁରର ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କ ଐତିହାସିକ ବିଜୟ ହୋଇଥିବାରୁ ବ୍ରହ୍ମପୁର ବିଜୁ ପରିବାର ତରଫରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଦଳୀୟ ରାଜ



୫ ଦଫା ଦାବି ନେଇ ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଡାକରା ଓ ବିକ୍ଷୋଭ ପ୍ରଦର୍ଶନ

Kiran Behera | ଓଡ଼ିଶା | ଗଞ୍ଜାମ | 12896 | Read...

୫ ଦଫା ଦାବି ନେଇ ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଡାକରା ଓ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଆଶାକର୍ମୀମାନେ ଗୁରୁବାର ଦିନ ୫ ଦଫା ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡ଼ାକରା ଦେଇଥିଲେ । ଏପରିକି ସେମାନେ ସ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: