ବିଶେଷ : Category News


ମୋ ଦେଶ ମୋ ମାଟି ପାଇଁ ଗଜପତିରୁ ମାଟି ସଂଗ୍ରହ ।

Rasmi Ranjan Sahu | ବିଶେଷ | | 13893 | Read...

ମୋ ଦେଶ ମୋ ମାଟି ପାଇଁ ଗଜପତିରୁ ମାଟି ସଂଗ୍ରହ ।

ସ୍ୱାଧନତା ସଂଗ୍ରାମୀଙ୍କ ସ୍ମୃତି ଉଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ ଲାଗି ଦେଶର ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଉଛି,ଏହି ଅବସରରେ ଗଜପତି ଜିଲ୍ଲାରେ ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ମନମୋହନ ସ



୧୫ ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ।

Santosh Kumar Mishra | ବିଶେଷ | ଗଞ୍ଜାମ | 13892 | Read...

୧୫ ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ରେ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରାଯାଇଛି। ଏହା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକ



11 kv ତାର ଲାଗି ଯୁବକ ଗୁରୁତର

Rasmi Ranjan Sahu | ବିଶେଷ | ଗଜପତି | 13891 | Read...

11 kv ତାର ଲାଗି ଯୁବକ ଗୁରୁତର

11kV ବିଦ୍ୟୁତ୍ ତାର ଲାଗି ଯୁବକ ଗୁରୁତର,ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ରାଉତ ସାହିର ଶତ୍ରୁଘ୍ନ ପ୍ରଧାନଙ୍କ ପୁତ୍ର କୁନା ପ୍ରଧାନ । ଆଜି ସକାଳୁ ବନବିଭାଗ କାର୍ଯ୍ୟାଳୟ ଠାରେ କୌଣସି କାମ ନି



ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ଯୋଗଦେଲେ ରାଜ୍ୟ ସଭାପତି ମନମୋହନ ସାମଲ

Gouri Shankar Mishra | ବିଶେଷ | ଗଞ୍ଜାମ | 13890 | Read...

ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି  ଯୋଗଦେଲେ ରାଜ୍ୟ ସଭାପତି ମନମୋହନ ସାମଲ

ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ବ୍ରହ୍ମପୁର ସର୍କିଟ ହାଉସ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ,ରାଜ୍ୟ ସାଧାରଣ ସମ୍ପାଦକ



ଲଗାଣ ବର୍ଷା ଯୋଗୁଁ ଧସିଲା ପାହାଡ଼ ଯାତାୟାତ ବ୍ୟାଘାତ ।

Rasmi Ranjan Sahu | ବିଶେଷ | ଗଜପତି | 13889 | Read...

ଲଗାଣ ବର୍ଷା ଯୋଗୁଁ ଧସିଲା ପାହାଡ଼ ଯାତାୟାତ ବ୍ୟାଘାତ ।

ଲଗାଣ ବର୍ଷା ଯୋଗୁଁ ଧଡ଼ିଲା ପାହାଡ଼ । ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତ ଠାରୁ ଅଢେଇ ସିଂ ଗା ସଂଯୋଗ କରୁଥିବା ରାସ୍ତାରେ ଧସିଛି ପାହାଡ଼ । କୁଜସିଂ ପଞ୍ଚାୟତର 3 ଟି ଗାର ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛ



ଝିଅ ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କଲା ବୋଲି ଶୁଦ୍ଧିକ୍ରିୟା କଲେ ପରିବାର ।

Rasmi Ranjan Sahu | ବିଶେଷ | ଗଜପତି | 13888 | Read...

ଝିଅ ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କଲା ବୋଲି ଶୁଦ୍ଧିକ୍ରିୟା କଲେ ପରିବାର ।

ବଞ୍ଚି ଥାଉ ଥାଉ ଝିଅର ଦଶlକାର୍ଯ୍ୟ କଲେ ପରିବାର l ଝିଅ ଅନ୍ୟ ଧର୍ମର ପୁଅ କୁ ପ୍ରେମ ବିବାହ କଲେ ବୋଲି ପରିବାର ଲୋକେ କଲେ ଶୁଦ୍ଧିକ୍ରିୟା l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁର



ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ, ସ୍ବାମୀ ଅଟକ।

Rasmi Ranjan Sahu | ବିଶେଷ | ଗଜପତି | 13886 | Read...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା  ଅଭିଯୋଗ ଆଣିଲେ ପରିବାରବର୍ଗ, ସ୍ବାମୀ ଅଟକ।

ପୁଣି ଆଉ ଏକ ନାରୀ ଯୌତୁକ ଜନିତ ଜୁଇରେ ପ୍ରାଣ ଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି କେ ଏମ ଭଳିଆ ସାହି ଗ୍ରାମରେ । ଝିଅର ଅସ୍ବାଭାବିକ ମୃତ୍ୟୁକୁ ନେଇ ତାଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶ



ଛତ୍ରପୁର ପ୍ରେସ କ୍ଲବ ଦ୍ୱିବାର୍ଷିକ ନିର୍ବାଚନ: ରବିନ୍ଦ୍ରନାଥ ସଭାପତି

Santosh Kumar Mishra | ବିଶେଷ | ଗଞ୍ଜାମ | 13885 | Read...

ଛତ୍ରପୁର ପ୍ରେସ କ୍ଲବ ଦ୍ୱିବାର୍ଷିକ ନିର୍ବାଚନ: ରବିନ୍ଦ୍ରନାଥ ସଭାପତି

ଛତ୍ରପୁର ପ୍ରେସ କ୍ଲବ କାର୍ଯ୍ୟାଳୟଠାରେ ମଙ୍ଗଳବାର ଛତ୍ରପୁର ପ୍ରେସ କ୍ଲବର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ ଖଣ୍ଡ ଭୋଟ ପାଇ ରବିନ୍ଦ୍ରନାଥ ପଣ୍ଡା ସଭାପତି ଭାବେ ବିଜୟୀ ହୋଇଛନ୍ତି। ସମ୍ପାଦକ ପଦବୀ ପାଇଁ ସନ୍ତୋଷ



ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍ ସ୍ତରୀୟ ଆନ୍ତ ବିଦ୍ୟାଳୟ ପ୍ରତିଯୋଗିତା

Gouri Shankar Mishra | ବିଶେଷ | ଗଞ୍ଜାମ | 13875 | Read...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍ ସ୍ତରୀୟ ଆନ୍ତ ବିଦ୍ୟାଳୟ ପ୍ରତିଯୋଗିତା

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍ ସ୍ତରୀୟ ଆନ୍ତ ବିଦ୍ୟାଳୟ ପ୍ରତିଯୋଗିତା ଆଯୋଜିତ ହୋଇଯାଇଛି । ଜିଲ୍ଲାକୋର୍ଟ ପରିସରରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ର



12 ଦଫା ଦାବି ନେଇ ଗଜପତିରେ ନସିଂ ଅଫିସରମାନେ କଳା ବ୍ୟାଚ ପରିଧାନ ।

Rasmi Ranjan Sahu | ବିଶେଷ | ଗଜପତି | 13858 | Read...

12 ଦଫା ଦାବି ନେଇ ଗଜପତିରେ ନସିଂ ଅଫିସରମାନେ କଳା ବ୍ୟାଚ ପରିଧାନ ।

ଗଜପତି ଜିଲ୍ଲାରେ ନସିଂ ଅଫିସରମାନେ ସେମାନଙ୍କ 12 ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଆଜି ଠାରୁ କଳା ବ୍ୟାଚ ପିନ୍ଧି ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେମାନଙ୍କ ଦାବି ଗୁଡିକ ହେଲା ଜରୁରୀକାଳୀନ କାର୍ଯ୍ୟକୁ ଦୃଷ୍ଟିଦେ



ମହିଳା ବିଦ୍ୟାଳୟ ଠାରେ ଭୋଟର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ।

Rasmi Ranjan Sahu | ବିଶେଷ | ଗଜପତି | 13857 | Read...

ମହିଳା ବିଦ୍ୟାଳୟ ଠାରେ ଭୋଟର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଭୋଟର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗଜପତି ଓ ଜିଲ୍ଲା ନିର୍ବ



ଶୋକ ସନ୍ତପ୍ତ ପରିବାରକୁ ଭେଟିଲେ ପାରଳା ବିଧାୟକ ।

Rasmi Ranjan Sahu | ବିଶେଷ | ଗଜପତି | 13856 | Read...

ଶୋକ ସନ୍ତପ୍ତ ପରିବାରକୁ ଭେଟିଲେ ପାରଳା ବିଧାୟକ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଆଜି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟେଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଦିଗପହଣ୍ଡି ସ୍ଥିତ ବାସଭବନରେ ଭ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: