ଖବର ସଂଗ୍ରହ

.



ହିଞ୍ଜିଳିକାଟୁ ପୌରପରିଷଦ ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 4057 | Read...

ହିଞ୍ଜିଳିକାଟୁ ପୌରପରିଷଦ ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ

ଗଞ୍ଜାମ ଜିଲ୍ଲାର ଏକ ମାତ୍ର ପୌରପରିଷଦ ହିଂଜିଳିକାଟୁ ପୌରପରିଷଦର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମନୋରଂଜନ ସାହୁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ସାହୁ ନୟାଗଡ଼ ତହସିଲଦାର ଭାବେ କାର୍ଯ୍



ସୁପ୍ରିମକୋର୍ଟରେ ହେବ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

Bhagyaprabha News Bureau | ଓଡ଼ିଶା | | 4056 | Read...

 ସୁପ୍ରିମକୋର୍ଟରେ ହେବ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରକ୍ରିୟା ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କ’



ରେଳୱେ ଷ୍ଟେସନ ସ୍ବଚ୍ଛତା ରାଙ୍କି, ୮୭ତମ ସ୍ଥାନରେ ଭୁବନେଶ୍ବର

Bhagyaprabha News Bureau | ରାଜନୀତି | | 4055 | Read...

ରେଳୱେ ଷ୍ଟେସନ ସ୍ବଚ୍ଛତା ରାଙ୍କି, ୮୭ତମ ସ୍ଥାନରେ ଭୁବନେଶ୍ବର

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉନ୍ମୋଚନ କରିଛନ୍ତି । ଦେଶର ୭୨୦ଟି ରେଳଷ୍ଟେସନକୁ ନେଇ ରାଙ୍କିଙ୍ଗ କରାଯାଇଛି । ରେଳବାଇର ସ୍ୱଚ୍ଛତା ସର୍ଭେ



କୋହଲିଙ୍କ ନିଆରା ଓଡିଆ ଫ୍ୟାନ

Bhagyaprabha News Bureau | ଖେଳ | | 4054 | Read...

କୋହଲିଙ୍କ ନିଆରା ଓଡିଆ ଫ୍ୟାନ

କ୍ରିକେଟ ପଡ଼ିଆରେ ଖେଳାଳି ନିଜର ଖେଳ ପାଇଁ ଯେତିକି ପରିଚିତ, ପଡ଼ିଆ ବାହାରେ ଫ୍ୟାନମାନେ ତାଙ୍କର ପ୍ରିୟ ଖେଳାଳୀ ପାଇଁ ଅଜବ ପ୍ରକାର କାମ କରି ସେତିକି ପରିଚିତ। ସେହି କ୍ରମରେ ଓଡ଼ିଶାର ଓଡ଼ିଶାର ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍



ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ

Bhagyaprabha News Bureau | ଦେଶଦୁନିଆ | | 4053 | Read...

 ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ

ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରୁ ବୈଷ୍ଣୋଦେବୀ କଟରା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିଛନ୍ତି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଅନ୍ୟ ମନ୍ତ୍ରୀମାନେ ସବ



ଆଜି ନବରାତ୍ରିର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

Bhagyaprabha News Bureau | ବିଶେଷ | | 4052 | Read...

ଆଜି ନବରାତ୍ରିର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା

ଆଜି ହେଉଛି ନବରାତ୍ରିର ପଞ୍ଚମ ଦିନ। ଆଜି ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା । ମା'ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି।ଦେବୀ କୁମାର କାର୍ତ୍ତିକେୟଙ୍କ ମାତ



ଆଜି ଭାରତ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

Bhagyaprabha News Bureau | ଦେଶଦୁନିଆ | | 4051 | Read...

ଆଜି ଭାରତ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଭାରତ ଆର୍ଥିକ ଶିଖର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାପାଇଁ ଆଜି ଭାରତ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଚାରି ଦିନିଆ ଗସ୍ତରେ ଆଜି ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପା



ଜାତୀୟ ବନ୍ୟ ପ୍ରାଣୀ ସପ୍ତାହରେ ହାତୀର ସୁରକ୍ଷା

Bhagyaprabha News Bureau | ବିଶେଷ | | 4050 | Read...

ଜାତୀୟ ବନ୍ୟ ପ୍ରାଣୀ ସପ୍ତାହରେ ହାତୀର ସୁରକ୍ଷା

୧୯୫୨ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୨ ତାରିଖ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀଙ୍କର ଜନ୍ମ ସପ୍ତାହକୁ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ଭାବେ ପାଳନ କରାଯାଉଛି । ବନ୍ୟ ପ୍ରାଣୀ ମାନଙ୍କ ସୁରକ୍ଷା , ସରଣକ୍ଷଣ , ଅଭ



ବିଜେପୁର ନିର୍ବାଚନୀ ପାଇଁ ଚାଲିଛି ରଣନୀତି ପ୍ରସ୍ତୁତ

Bhagyaprabha News Bureau | ରାଜନୀତି | ବରଗଡ଼ | 4049 | Read...

ବିଜେପୁର ନିର୍ବାଚନୀ ପାଇଁ ଚାଲିଛି ରଣନୀତି ପ୍ରସ୍ତୁତ

ବିଜେପୁର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ୩ପ୍ରମୁଖ ଦଳର ନେତା । କେଉଁ ରଣନୀତି ପ୍ରସ୍ତୁତ କଲେ ଭୋଟ ଆସିବ ଏନେଇ କର୍ମୀ ଓ ନେତାମାନେ ବନ୍ଦକବାଟ ମଧ୍ୟରେ ବୈଠକ କରୁଛନ୍ତି । ଏହାସହ ବିଭିନ୍ନ ଦଳରେ ସ୍ତାନୀୟ ନେତାଙ୍କ ମଧ୍ୟର



ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ - ପରିବହନ କମିଶନର

Bhagyaprabha News Bureau | ଓଡ଼ିଶା | | 4048 | Read...

ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ - ପରିବହନ କମିଶନର

ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ର ପଞ୍ଜିକରଣ ବିଭାଗ । ଅକ୍ଟୋବର ୫ରୁ ୭ ତାରିଖ ଅପରାହ୍ନ ୩ଟାରୁ ୫ଟା ଯାଏ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଗାଡି ଡିଲରମାନେ ରେଜିଷ୍ଟ୍ରେସନ୍‌ ପାଇଁ ଆବଶ୍ୟକ



ରାଇସନରେ ନଦୀକୁ ବସ ଖସି ୬ ମୃତ ଓ ୧୯ ଆହାତ

Bhagyaprabha News Bureau | ଅପରାଧ | | 4047 | Read...

ରାଇସନରେ ନଦୀକୁ ବସ ଖସି ୬ ମୃତ ଓ ୧୯ ଆହାତ

ମଧ୍ୟପ୍ରଦେଶର ରାଇସନ ଅଞ୍ଚଳରେ ନଦୀକୁ ଏକ ବସ ଖସି ୬ ଜଣଙ୍କ ପ୍ରାଣ ଯାଇଥିବା ବେଳେ ପ୍ରାୟ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବସଟି ରାଇସେନରୁ ଛାତରପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ପରେ ଏହି



ଓଡ଼ିଶାରେ ପହଞ୍ଚିଲେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି

Bhagyaprabha News Bureau | ଦେଶଦୁନିଆ | | 4046 | Read...

ଓଡ଼ିଶାରେ ପହଞ୍ଚିଲେ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି

ଗତକାଲି ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଓ ଏନ୍‌ଆଇଏ ଆଇଜି ଜିପି ସିଂହ ।ଏହି ଦୁଇ ଅଧିକାରୀ ପହଞ୍ଚିବା ପରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ମିଳିଛି । ତେବେ ମିଳିଥିବା



ବକ୍ସ ଅଫିସରେ କମାଲ କରୁଛି 'ୱାର'

Bhagyaprabha News Bureau | ମନୋରଞ୍ଜନ | | 4045 | Read...

ବକ୍ସ ଅଫିସରେ କମାଲ କରୁଛି 'ୱାର'

ଗାନ୍ଧୀ ଜୟନ୍ତୀ ଅବସରରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ୱାର' ବକ୍ସ ଅଫିସରେ ରିଲିଜ ହୋଇଯାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆକ୍ସନ, ଥ୍ରୀଲର, ରୋମାନ୍ସ ଏବଂ ଡ୍ରାମ



ସର୍ବଧର୍ମର ସମନ୍ୱୟରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

Swadhina Kumar Sahu | ଓଡ଼ିଶା | ବଲାଙ୍ଗୀର | 4044 | Read...

ସର୍ବଧର୍ମର ସମନ୍ୱୟରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

ଆଜି ସାରା ଦେଶରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ସେହିପରି ବଲାଙ୍ଗୀର ଗାନ୍ଧୀ ନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପାଳିତ ହୋଇଛି ୧୫୦ ତମ ଜୟନ୍ତୀ। ଜିଲ୍ଲା ପ୍ରଶାସନ



ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

Bhagyaprabha News Bureau | ଓଡ଼ିଶା | ଖୋର୍ଦ୍ଧା | 4043 | Read...

ପୂର୍ବତଟ ରେଳପଥ ପକ୍ଷରୁ  ଗାନ୍ଧୀ ଜୟନ୍ତୀ ଅବସରରେ  ବିଭିନ୍ନ କାର୍ଯ୍ୟକ୍ରମ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ଏହାର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ସ୍ଵଛ ଭାରତ ମିଶନ ପାଇଁ ବିଭିନ୍ନ କାର୍ଯ୍ୟକ



ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ଏନ୍ଏସି ପକ୍ଷରୁ ପ୍ଲାଷ୍ଟିକ୍ ବର୍ଜନ ନେଇ ସଚେତନତା

Kiran Behera | ଓଡ଼ିଶା | ଗଞ୍ଜାମ | 4042 | Read...

ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ଏନ୍ଏସି ପକ୍ଷରୁ ପ୍ଲାଷ୍ଟିକ୍ ବର୍ଜନ ନେଇ ସଚେତନତା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଦିଗପହଣ୍ଡି ସହରକୁ ପ୍ଳାଷ୍ଟିକ ଓ ପଲିଥିନ ଭଳି ଅପଦାର୍ଥକୁ ବର୍ଜନ ଏବଂ ପରିବେଶ ସଫା ରଖିବା ନେଇ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ



ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

Kiran Behera | ଓଡ଼ିଶା | ଗଞ୍ଜାମ | 4041 | Read...

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ଦିଗପହଣ୍ଡି ସହରରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ଦିଗପହଣ୍ଡି ସହର ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ଓ କାର୍ଯ



ଦିଗପହଣ୍ଡିରେ ନଗରସ୍ତରୀୟ ଅଙ୍ଗିକାର କାର୍ଯ୍ୟକ୍ରମର ଶୁଭାରମ୍ଭ

Kiran Behera | ବିଶେଷ | ଗଞ୍ଜାମ | 4040 | Read...

ଦିଗପହଣ୍ଡିରେ ନଗରସ୍ତରୀୟ ଅଙ୍ଗିକାର କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକ ନଗରସ୍ତରୀୟ ଅଙ୍ଗିକାର ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯ



ଗୋକର୍ଣ୍ଣପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

Kiran Behera | ରାଜନୀତି | ଗଞ୍ଜାମ | 4039 | Read...

ଗୋକର୍ଣ୍ଣପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ବୁଧବାର ଦିନ ବିଜୁଜନତା ଦଳ ପକ୍ଷରୁ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଏକ ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ



ଜକର ଗ୍ରାମରେ ଗାନ୍ଧୀଜିଙ୍କ ମହାନିୟତା ଉପରେ ଆଲୋଚନା ଚକ୍ର

Kiran Behera | ଓଡ଼ିଶା | ଗଞ୍ଜାମ | 4038 | Read...

ଜକର ଗ୍ରାମରେ ଗାନ୍ଧୀଜିଙ୍କ ମହାନିୟତା ଉପରେ ଆଲୋଚନା ଚକ୍ର

ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ପଞ୍ଚାୟତ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ସ୍ଥାନୀୟ ପଞ୍ଚାୟତ ସମ୍ମୀଳନୀରେ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଚୈତନ୍ୟ ପ୍ରଧାନଙ୍କ ଅଧ୍ୟକ