ଖବର ସଂଗ୍ରହ

.



ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

BHAGYAPRABHA NEWS | ଶିକ୍ଷା | | 11406 | Read...

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ସୂ



ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ 'ଗୁଲାବ୍'

Swadhina Kumar Sahu | ଓଡ଼ିଶା | | 11405 | Read...

ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ 'ଗୁଲାବ୍'

ପାଖେଇ ଆସୁଛି ସାମୁଦ୍ରିକ ଝଡ଼ 'ଗୁଲାବ୍'। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ 'ଗୁଲାବ୍' ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ 'ଗୁଲାବ୍' ଗତି କରୁଛି। ବର୍ତ୍



ମାଓ ଦମନ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BHAGYAPRABHA NEWS | ଦେଶଦୁନିଆ | | 11404 | Read...

ମାଓ ଦମନ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନ ରେ ମାଓଦମନ ଉପରେ କେନ୍ଦ୍ର ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମିଳିଥିବା ସୂଚନା ଅନୁସାରେ ଏହି ବୈଠକ ୧୦ ଟାରେ ଆରମ୍ଭ ହେବ । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହ



ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରସ୍ତୁତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11403 | Read...

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷକରି ରୂଷିକୁଲ୍ୟା ଓ ବାଘୁଆ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଜଣାପଡିଛି ।



ଆଜି ସ୍ଥଳଭାଗରେ ମାଡ ହେବ ବାତ୍ୟା 'ଗୁଲାବ'

BHAGYAPRABHA NEWS | ଦେଶଦୁନିଆ | | 11402 | Read...

ଆଜି ସ୍ଥଳଭାଗରେ ମାଡ ହେବ ବାତ୍ୟା 'ଗୁଲାବ'

ଆଜିସଂଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଛି । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତ



ରାଜ୍ୟରେ ୫୮୫ ସଂକ୍ରମିତ ଚିହ୍ନଟ

BHAGYAPRABHA NEWS | ଦେଶଦୁନିଆ | | 11401 | Read...

ରାଜ୍ୟରେ ୫୮୫ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧



ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେଲେ ବିଷ୍ଣୁ ଚରଣ ପଟ୍ଟନାୟକ

BHAGYAPRABHA NEWS | ଦେଶଦୁନିଆ | | 11400 | Read...

 ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେଲେ ବିଷ୍ଣୁ ଚରଣ ପଟ୍ଟନାୟକ

ଭାରତୀୟ ଜୀବନ ବୀମା ନିଗମର ନୂତନ ପରିଚାଳନା ନିର୍ଦେଶକ ଭାବେ ବିଷ୍ଣୁଚରଣ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ବିଷ୍ଣୁଚରଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଭାଲିଆଖାଇ ଗ୍ରାମର ବାସିନ୍ଦା ସ୍ବର୍ଗତ ସଚ୍ଚିଦାନନ୍



ଆହତ ଗାଈର ଚିକିତ୍ସା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 11399 | Read...

ଆହତ ଗାଈର ଚିକିତ୍ସା

ବ୍ରହ୍ମପୁର ଟାଟାବେଞ୍ଜ ଛକ ନିକଟ ଅନନ୍ତ ନଗର ୫ମ ଗଳିରେ ଆହତ ହୋଇ ପଡ଼ି ରହିଥିବା ଗାଈର ଚିକିତ୍ସା ବ୍ରହ୍ମପୁର ପଶୁ ଚିକିତ୍ସାଳୟ ତରଫରୁ କରାଯାଇଛି।ଖବରରୁ ପ୍ରକାଶ ଯେ, ଦୀର୍ଘ ଦିନ ହେବ କୌଣସି କାରଣରୁ ଆହତ ହୋଇ ଲାଞ୍ଜ କଟି ଗୁରୁ



ବାତ୍ୟାର ରୂପ ନେଲା 'ଗୁଲାବ'

BHAGYAPRABHA NEWS | ଓଡ଼ିଶା | | 11398 | Read...

ବାତ୍ୟାର ରୂପ ନେଲା 'ଗୁଲାବ'

ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଏଥିପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ଅରେଞ୍ଜ



ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

BHAGYAPRABHA NEWS | ରାଜନୀତି | | 11397 | Read...

ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ



ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

BHAGYAPRABHA NEWS | ଦେଶଦୁନିଆ | | 11396 | Read...

ହ୍ୱାଇଟ୍ ହାଉସରେ ମୋଦି-ବାଇଡେନ୍ ଦ୍ୱିପାକ୍ଷିକ ଆଲୋଚନା

ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଦୁହେଁ ପ୍ରଥମଥର ଲାଗି ପରସ୍ପରକୁ ଭେଟିଛନ୍ତି। ଏହି ସାକ୍ଷାତକାର



ଅରୁନ୍ଧତୀ ଜୁଏଲର୍ସର ଫ୍ଲାଗସିପ୍‌ ସୋରୁମ୍‌ର ଶୁଭାରମ୍ଭ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11395 | Read...

ଅରୁନ୍ଧତୀ ଜୁଏଲର୍ସର ଫ୍ଲାଗସିପ୍‌ ସୋରୁମ୍‌ର ଶୁଭାରମ୍ଭ

ବ୍ରହ୍ମପୁର ସହରରେ ଓଡିଶାର ପ୍ରମୁଖ ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତାର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ ଗହଣା ସୋରୁମର ଶୁଭାରମ୍ଭ ହୋଇଯାଇଛି । ଅରୁନ୍ଧତୀ ଜୁଏଲର୍ସ ଦୀର୍ଘ ୨୧ ବର୍ଷ ଧରି ନିରନ୍ତର ଓ ନିଷ୍ଠାପର ଭାବେ ସୁନ



ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 11394 | Read...

ପଦ୍ମନାଭପୁୁରରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସମନ୍ଵି



ଦେଶବ୍ୟାପୀ ସ୍କିମ୍ ଶ୍ରମିକଙ୍କ ଧର୍ମଘଟ ଆହ୍ଵାନରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

Kiran Behera | ଓଡ଼ିଶା | ଗଞ୍ଜାମ | 11393 | Read...

ଦେଶବ୍ୟାପୀ ସ୍କିମ୍ ଶ୍ରମିକଙ୍କ ଧର୍ମଘଟ ଆହ୍ଵାନରେ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ସେପ୍ଟେମ୍ବର ୨୪ ତାରିଖରେ ଆୟୋଜିତ ହୋଇଥିବା ଦେଶବ୍ୟାପୀ ସ୍କିମ ଶ୍ରମିକଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସାନଖେମୁଣ୍ଡି ପ୍ରକଳ୍ପ ଏଆଇଟିୟୁସି ଅଧୀନ ନିଖିଳ ଓଡ଼ିଶା ଅଙ୍ଗ



ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 11392 | Read...

ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ୨ ଭାଇ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ସାମାନ୍ୟ ବଚସାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ଜଣାପଡିଛି । ଏନେଇ ପୋଲିସ ଦୁଇଭାଇ ଡମ୍ବୁରୁ ସେଠୀ ଏବଂ ରବି



୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

BHAGYAPRABHA NEWS | ଅପରାଧ | ଭଦ୍ରକ | 11391 | Read...

୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ରାଜ୍ୟ ରାଜପଥରୁ ଜବତ ହେଲା ବ୍ରାଉନସୁଗାର । ୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ଏହି ବ୍ରା



କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

Kiran Behera | ଓଡ଼ିଶା | ଗଞ୍ଜାମ | 11390 | Read...

କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

କେନ୍ଦୁଝର ଜିଲ୍ଲା ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ବ



ଆସନ୍ତାକାଲିଠାରୁ ୮ ଜିଲ୍ଲାରେ ଲଘୁଚାପ ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 11389 | Read...

ଆସନ୍ତାକାଲିଠାରୁ ୮ ଜିଲ୍ଲାରେ ଲଘୁଚାପ ସମ୍ଭାବନା

ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଅନୁମାନ କରାଯାଉଛି, ସୃଷ୍ଟ ହୋଇଥିବା ଲଘୁଚାପ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହେବ। ଆସନ୍ତା ୧୨ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ



ହୋମିଓପାଥି ଚିକିତ୍ସକ ଶିଶୁ ଡାକ୍ତର ସୋମନାଥଙ୍କ ପରଲୋକ : ଶୋକ ପ୍ରକାଶ କଲେ ବାଚସ୍ପତି

Kiran Behera | ଓଡ଼ିଶା | | 11388 | Read...

ହୋମିଓପାଥି ଚିକିତ୍ସକ ଶିଶୁ ଡାକ୍ତର ସୋମନାଥଙ୍କ ପରଲୋକ : ଶୋକ ପ୍ରକାଶ କଲେ ବାଚସ୍ପତି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ହୋମିଓପାଥି ଚିକିତ୍ସକ ତଥା ଶିଶୁ ଡାକ୍ତର ସୋମନାଥଙ୍କ ଗୁରୁବାର ଅପରାହ୍ନରେ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ପରଲୋକ ହୋଇଯାଇଛି । ଏହି ଅବସରରେ ଓଡ଼



ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ

BHAGYAPRABHA NEWS | ଓଡ଼ିଶା | | 11387 | Read...

ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ

ପ୍ରକାଶ ପାଇଲା ୟୁପିଏସସି ସିଭିଲ୍ ସର୍ଭିସ ରେଜଲ୍ଟ। ୟୁପିଏସସି ଏହି ରେଜଲ୍ଟ ଜାରି କରିଛି। ଏଥର ଆଇଏଏସ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୭୬୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜାନୁଆରୀ ୨୦୨୧ରେ ହୋଇଥିବା ଲିଖିତ ମୁଖ୍ୟ ପରୀକ୍ଷା ଓ



ଅଲବିଦା ଅରିନ୍ଦମ ,ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ବରିଷ୍ଠ ସାମ୍ୱାଦିକ

BHAGYAPRABHA NEWS | ଓଡ଼ିଶା | କଟକ | 11386 | Read...

ଅଲବିଦା ଅରିନ୍ଦମ ,ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ବରିଷ୍ଠ ସାମ୍ୱାଦିକ

କଟକ- ଖବର ସଂଗ୍ରହ କରିବାକୁ ଯାଇ ନିଜର ପ୍ରାଣ ହରାଇଲେ ରାଜ୍ୟର ଜଣେ ବରିଷ୍ଠ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଅରିନ୍ଦମ ଦାସ । କଟକ ନରାଜର ମୁଣ୍ଡଳୀ ନିକଟରେ ହାତୀ ଉଦ୍ଧାର ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ହଠାତ୍ ବୋ



ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11385 | Read...

ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ଡାଇମଣ୍ଡ ଟ୍ୟାଙ୍କରୋଡ଼ ସ୍ଥିତ ସୁନାରୀ କଲ୍ୟାଣମଣ୍ଡପ ପରିସରରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରହ୍ମପୁର ଶାଖା ପକ୍ଷରୁ ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେଏସ.



ବାଙ୍ଗାଲୋରରେ ବିସ୍ଫୋରଣ, ୩ ମୃତ୍ୟୁ

BHAGYAPRABHA NEWS | ଦେଶଦୁନିଆ | | 11384 | Read...

ବାଙ୍ଗାଲୋରରେ ବିସ୍ଫୋରଣ, ୩ ମୃତ୍ୟୁ

ବାଙ୍ଗାଲୋରର ତାରାଗୁପେଟା ଅଂଚଳରେ ଥିବା ଏକ ଷ୍ଟୋରେଜରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ କେଉଁ କାରଣ ନେଇ ଘଟିଥିଲା ତାହାର ତଦନ୍ତ ଚାଲିଛି । ତେବେ ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି



ଗୀତାଭବନ ପରିସରରେ ଭଜନ ଉନ୍ମୋଚିତ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11383 | Read...

ଗୀତାଭବନ ପରିସରରେ ଭଜନ ଉନ୍ମୋଚିତ

ବ୍ରହ୍ମପୁରସ୍ଥିତ ଗୀତାଭବନ ପରିସରରେ ୩ଟି ସୁନ୍ଦର୍ ଭାବପୂର୍ଣ୍ଣ ଭଜନ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର ସୁନାମଧନ୍ୟ ନିର୍ମାତା ମାଧବ ମହାରଣାଙ୍କ ନେତୃତ୍ୱରେ ଯୁବ ନିର୍ଦ୍ଦେଶକ ରାଇରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍



ଅଟୋ ଧକ୍କାରେ ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ : ପୋଲିସର ତଦନ୍ତ

Kiran Behera | ବିଶେଷ | ଗଞ୍ଜାମ | 11382 | Read...

ଅଟୋ ଧକ୍କାରେ ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ : ପୋଲିସର ତଦନ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଚିକିଟି ମୁଖ୍ୟରାସ୍ତା ବାଲିଜୋଡି - ଚୁଡଙ୍ଗପୁର ରାସ୍ତାରେ ଗୁରୁବାର ବଢିଭୋର ସମୟରେ ଏକ ଅଟୋ ଧକ୍କାରେ ମାଁ ଲକ୍ଷ୍ମୀ ନାମକ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା