BHAGYAPRABHA NEWS : News


ରାଜ୍ୟରେ ଆଉ ୨୪୯୬ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8478 | Read...

ରାଜ୍ୟରେ ଆଉ ୨୪୯୬  କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୯୧ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୯୦୫ ଲୋକାଲ କେସ ରହିଛି।ଖୋର୍ଦ୍ଧାରୁ ୩୭୮, ଗଞ୍ଜାମରୁ ୩୨୭, ବାଲେଶ୍ୱରରୁ ୧୬୫, ସୁ



ବାଲୁକା କଳାରେ ସ୍ୱାଧୀନତା ଦିବସର ବାର୍ତ୍ତା

BHAGYAPRABHA NEWS | ଓଡ଼ିଶା | ପୁରୀ | 8477 | Read...

ବାଲୁକା କଳାରେ ସ୍ୱାଧୀନତା ଦିବସର ବାର୍ତ୍ତା

ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ୭୪ତମ ସ୍ୱାଧୀନତା ଦିବସର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଫ୍ରଣ୍ଟ ଲାଇନ୍ ଓ୍ୱା



ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 8476 | Read...

ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି । ମାତ୍ର ୧୦୦ ଅତିଥୀଙ୍କ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିଛନ୍ତ



୭୪ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

BHAGYAPRABHA NEWS | ଦେଶଦୁନିଆ | | 8470 | Read...

୭୪ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୪ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମର ଅଗଣିତ ଦେଶପ୍ରେମୀଙ୍କୁ ରାଷ୍ଟ୍ରପତି ମନେପକାଇଥିବା ବେଳେ ମହାତ୍ମ



୩ ଦିନ ଲଗାତର ବର୍ଷିବ

BHAGYAPRABHA NEWS | ଓଡ଼ିଶା | | 8467 | Read...

୩ ଦିନ ଲଗାତର ବର୍ଷିବ

ଲଘୁଚାପ ପ୍ରଭାବ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆହୁରି ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ



୧୪ ଜଣ ଓଡିଶା ପୋଲିସଙ୍କୁ ମିଳିବ ଚଳିତବର୍ଷର ପୋଲିସ ପଦକ

BHAGYAPRABHA NEWS | ଦେଶଦୁନିଆ | | 8466 | Read...

୧୪ ଜଣ ଓଡିଶା ପୋଲିସଙ୍କୁ ମିଳିବ ଚଳିତବର୍ଷର ପୋଲିସ ପଦକ

74 ତମ ସ୍ୱାଧୀନତା ଦିବସ ଅବ୍ୟାହତି ପୂର୍ବରୁ ଘୋଷଣା ହୋଇଛି ଚଳିତବର୍ଷର ପୋଲିସ ସାହସିକତା ଏବଂ ସେବା ପୁରସ୍କାର । ଗାଲାଣ୍ଟ୍ରି ପୁରସ୍କାର ତାଲିକାରେ ସର୍ବାଧିକ 81ଟି ପଦକ ପାଇ ଜାମ୍ମୁ କାଶ୍ମୀର ପୋଲିସ ଏକ ନମ୍ବର ସ୍ଥାନରେ ରହିଛ



ଭୁବନେଶ୍ୱରରୁ ମେଟ୍ରୋ ସିଟିକୁ ବିମାନ ଉଡାଣ

BHAGYAPRABHA NEWS | ଓଡ଼ିଶା | | 8464 | Read...

ଭୁବନେଶ୍ୱରରୁ ମେଟ୍ରୋ ସିଟିକୁ ବିମାନ ଉଡାଣ

ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଭଳି ୩ ନୂଆ ମେଟ୍ରୋ ସିଟିକୁ କନେକ୍ଟିଭିଟି (ସଂଯୋଗ) ବୃଦ୍ଧି କରାଯାଇଛି । ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ପକ୍ଷରୁ ଶୁକ୍ରବାର ଦ



ରାଜସ୍ଥାନରେ ଆସ୍ଥା ଭୋଟ୍ ଜିଣିଲେ ଅଶୋକ ଗେହଲଟ୍‌

BHAGYAPRABHA NEWS | ରାଜନୀତି | | 8463 | Read...

ରାଜସ୍ଥାନରେ ଆସ୍ଥା ଭୋଟ୍ ଜିଣିଲେ ଅଶୋକ ଗେହଲଟ୍‌

ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାର ଦିନ ଆସ୍ଥା ଭୋଟରେ ବହୁମତ ହାସଲ କରିଛନ୍ତି ।ରାଜସ୍ଥାନ ବିଧାନସଭାରେ ଆଜି ଆସ୍ଥା ଭୋଟ୍ ଆଗତ ହୋଇଥିଲା ବେଳେ ଗେହଲଟ୍ ସରକାର ବହୁମତ ହାସଲ କରିଥିଲେ ।



ଆଇସିୟୁରେ ଭର୍ତ୍ତି ହେଲେ ଗାୟକ ଏସ୍‌ ପି ବାଲସୁବ୍ରମଣିୟମ

BHAGYAPRABHA NEWS | ମନୋରଞ୍ଜନ | | 8461 | Read...

ଆଇସିୟୁରେ ଭର୍ତ୍ତି ହେଲେ ଗାୟକ ଏସ୍‌ ପି ବାଲସୁବ୍ରମଣିୟମ

ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ କଣ୍ଠଶିଳ୍ପୀ ଏସପି ବାଲସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟପନ୍ନ ହୋଇଛି। ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି



ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

BHAGYAPRABHA NEWS | ଦେଶଦୁନିଆ | | 8460 | Read...

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ସ୍ଥାନ ପାଇଛି। ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଶ୍ୱର ପ୍ରମୁଖ କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।ଏହି ଘୋଷଣାରେ କୁହାଯାଇଛି ଓଡ଼ିଆ ଭାଷା ଖ



କରୋନାକୁ ହରାଇଲେ ଶାହ

BHAGYAPRABHA NEWS | ଦେଶଦୁନିଆ | | 8458 | Read...

କରୋନାକୁ ହରାଇଲେ ଶାହ

ଗୃହମନ୍ତ୍ରୀ ଅମିତ ଶାହଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଏହି ସମୟରେ ତାଙ୍



ରାଜ୍ୟରେ ଆଉ ୧୯୭୭ କରୋନା ପଜିଟିଭ୍ ଟିହ୍ନଟ

BHAGYAPRABHA NEWS | ଓଡ଼ିଶା | | 8457 | Read...

ରାଜ୍ୟରେ ଆଉ  ୧୯୭୭  କରୋନା ପଜିଟିଭ୍ ଟିହ୍ନଟ

ଆଜି ରାଜ୍ୟରେ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: