BHAGYAPRABHA NEWS | ଦେଶଦୁନିଆ | | 10297 | Read...
ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିସନ ଦାୟୀ। ରାଜନୈତିକ ଦଳମାନଙ୍କର ପ୍ରଚାର ଯୋଗୁଁ ପୁଣିଥରେ ଦେଶରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଯଦି ନିର୍ବାଚନ କମିସନ ରାଲିକୁ ଅନୁମତି ଦେଇନଥାନ୍ତେ, ତେବେ ଦେ
BHAGYAPRABHA NEWS | ଶିକ୍ଷା | | 10296 | Read...
ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ
BHAGYAPRABHA NEWS | ରାଜନୀତି | | 10295 | Read...
ପିପିଲି ଉପନିର୍ବାଚନ ନେଇ ନୂଆ ପ୍ରାର୍ଥୀ ଚୟନ ପରେ ଆଜି କଂଗ୍ରେସର ନୂଆ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି | ପ୍ରକାଶଥାଉକି, ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭ
BHAGYAPRABHA NEWS | ଓଡ଼ିଶା | | 10294 | Read...
ଆଜି ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର । ଦିନକରେ ୬,୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗ
BHAGYAPRABHA NEWS | ଦେଶଦୁନିଆ | | 10291 | Read...
ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଣି ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏ
BHAGYAPRABHA NEWS | ଦେଶଦୁନିଆ | | 10290 | Read...
ଦେଶରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବକୁ ନେଇ ଏବେ ଚାରିଆଡେ ହାହାକାର । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର ଫଣ୍ଡରୁ ସାରା ଦେଶର ୫୫୧ ଟି ଅକ୍ସିଜେନ ପ୍ଲାଣ୍ଟ ନିର
BHAGYAPRABHA NEWS | ଓଡ଼ିଶା | ପୁରୀ | 10285 | Read...
କରୋନା ସଂକ୍ରମଣ ଦେଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମେ ୧୫ ଯାଏଁ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ଭକ୍ତଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି । ଟୁଇଟ କରି ଏହି ସୂଚନା
BHAGYAPRABHA NEWS | ଦେଶଦୁନିଆ | | 10284 | Read...
କରୋନା ସଂକ୍ରମିତଙ୍କ ଚିକିତ୍ସାରେ ମୁଖ୍ୟ ଅକ୍ସିଜେନର ଅଭାବ ଏବେ ରାଜ୍ୟ ପରେ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ର
BHAGYAPRABHA NEWS | ଦେଶଦୁନିଆ | | 10283 | Read...
କରୋନା କାଳରେ ଉତ୍ତରାଖଣ୍ଡରେ ପୁଣି ଏକ ବିପଦ ଲୋକମାନଙ୍କୁ ଅସୁବିଧାରେ ପକାଇଛି । ଶୁକ୍ରବାର ଦିନ ଚମୋଲି ଜିଲ୍ଲାର ସୁମନା ଅଞ୍ଚଳରେ ହୋଇଥିବା ହିମସ୍କଳନରେ ଅନେକ ଲୋକ ଫସି ଯାଇଛନ୍ତି । ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ର
BHAGYAPRABHA NEWS | ଦେଶଦୁନିଆ | | 10282 | Read...
ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବ
BHAGYAPRABHA NEWS | ରାଜନୀତି | ପୁରୀ | 10280 | Read...
ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଆଜି କଂଗ୍ରେସ ନିଜର ନୂଆ ପ୍ରାର୍ଥୀ ଭାବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମନୋନୀତ କରିଛି। ସେ ଆସନ୍ତା ୨୬ ତା
BHAGYAPRABHA NEWS | ଦେଶଦୁନିଆ | | 10278 | Read...
ପର୍ବତାରୋହୀ ଏଲେଣ୍ଡ ନେଷ୍ଟ କହିଛନ୍ତି ଯେ ୧୫ ତାରିଖରେ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ଦିନ ତାଙ୍କର ନମୁନା ଯାଞ୍ଚ ହୋଇଥିଲା। ବର୍ତ୍ତମାନ ସେ ନେପାଳର ଏକ ସ୍ଥାନୀୟ ପରିବାର ସହ ଅଛନ୍ତି ବୋଲି କହିଛ