BHAGYAPRABHA NEWS | ଓଡ଼ିଶା | ମାଲକାନଗିରି | 7364 | Read...
ମାଲ୍କାନଗିରି ଜିଲ୍ଲା କରୋନା ମୁକ୍ତ ହୋଇଥିବାର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ 21 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍ କରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରୋ
BHAGYAPRABHA NEWS | ଓଡ଼ିଶା | | 7363 | Read...
ଆଜିଠାରୁ ଅଫଲାଇନରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଉତରଖାତା ମୂଲ୍ୟାୟନ ହେବ । ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ସାଢେ ୧୧ ହଜାର ଅଧ୍ୟାପକ । ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଖାତା ଦେଖାହେବ । ଆଜି କି
BHAGYAPRABHA NEWS | ଶିକ୍ଷା | | 7362 | Read...
ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ସ୍କୁଲ ସହ ମଦ୍ରାସା ଓ ସଂସ୍କୃତ ଟୋଲଗୁଡିକରେ ନାମଲେଖା ଆରମ୍ଭ ହୋଇ ଜୁଲାଇ ୧୫ ତାରିଖ ଯାଏଁ ଚାଲିବ ।ତେବେ ସ୍କୁଲରେ ନାମଲେଖା ବେଳେ କରୋନା କଟକଣା କଡାକ
BHAGYAPRABHA NEWS | ଓଡ଼ିଶା | | 7361 | Read...
ଓଡିଶା ରାଜ୍ୟ ସଡକ ପରିବହନ ନିଗମ ବା OSRTC ପକ୍ଷରୁ ୬୬ଟି ରୁଟ୍ ରେ ଆରମ୍ଭ ହେବ ସାଧାରଣ ଯାତ୍ରୀ ସେବା । ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣଙ୍କ ପାଇଁ ୯୬ଟି ବସକୁ ନେଇ ଆରମ୍ଭ ହେବ ସେବା । ଏନେଇ ସୂଚନା ଦେଇଛନ୍ତି OSRTCର ମୁଖ୍ୟ ପରିଚାଳନ
BHAGYAPRABHA NEWS | ଓଡ଼ିଶା | | 7360 | Read...
ଦୀର୍ଘ ୭୦ ଦିନର ବ୍ୟବଧାନ ପରେ ଆଜିଠାରୁ ସମଗ୍ର ଦେଶର ଧାର୍ମିକ ସ୍ଥାନ, ମଲ୍ ସମେତ ଦେଶର ୮୨୦ ASI ସ୍ମାରକୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ତେବେ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ରାଜ୍ୟ
BHAGYAPRABHA NEWS | ଶିକ୍ଷା | | 7359 | Read...
କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ମାର୍ଚ୍ଚ ମାସରୁ ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସ
BHAGYAPRABHA NEWS | ଓଡ଼ିଶା | | 7358 | Read...
ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି | ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯ ଜଣ, ଗଜପତ
BHAGYAPRABHA NEWS | ଓଡ଼ିଶା | | 7356 | Read...
'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମି
BHAGYAPRABHA NEWS | ଓଡ଼ିଶା | | 7348 | Read...
ରାଜ୍ୟରେ ଆଉ ୭୫ କରୋନା ପଜିଟିଭ୍ ଟିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧିପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ର
BHAGYAPRABHA NEWS | ଓଡ଼ିଶା | | 7346 | Read...
ବାଲିଆପାଳ ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ସାଥି ଗଣନାଥ ପାତ୍ର ଆଜି ସଂଧ୍ୟା ୫.୩୦ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କୃଷକ ମାନଙ୍କ ଜମି ଅଧିକାର ଆନ୍ଦୋଳନ, ବିସ୍ଥାପନ ବିରୋଧୀ ଆନ୍ଦୋଳନ ଏବଂ ଶ୍ରମିକ-କୃଷକ ମାନଙ୍କ ଅଧିକାର ପାଇଁ
BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7345 | Read...
ବ୍ରହ୍ମପୁର ସହରରେ ଉପୁଜିଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବର୍ଷା ଆସି ପହଞ୍ଚିଲେ ହିଁ ପ୍ରଶାସନ ର ଚେତା ଆସିବା ଅତି ଦୁର୍ଭାଗ୍ୟଜନକ । ସହରର ମଇଳାପାଣି ଠିକ ଭାବରେ ନିଷ୍କାସନ ହୋଇ ପାରୁନଥିବାରୁ ଦୀର୍ଘ ବର୍
BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 7344 | Read...
ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଗଞ୍ଜମା ଜିଲ୍ଲାର ୫୫ ବର୍ଷୀୟ ପୁରୁଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ଗଞ୍ଜାମ ଜିଲ୍ଲାରେ କରୋନାରେ ମୃତ୍ୟୁସ