BHAGYAPRABHA NEWS : News


ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

BHAGYAPRABHA NEWS | ଅପରାଧ | କଟକ | 5868 | Read...

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ । ଲାଞ୍ଚ ନେବା ଅଭିଯୋଗରେ କଟକ ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା



ସାମ୍ନାକୁ ଆସିଲା 'ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ'ରେ ରଜନୀକାନ୍ତଙ୍କ ଟିଜର

BHAGYAPRABHA NEWS | ମନୋରଞ୍ଜନ | | 5867 | Read...

ସାମ୍ନାକୁ ଆସିଲା 'ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ'ରେ ରଜନୀକାନ୍ତଙ୍କ ଟିଜର

ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ' 'ମେନ୍‌ ଭର୍ସେସ୍‌ ଓ୍ବାଇଲ୍ଡ'ରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ ପ୍ରତିକ୍ଷୀତ ଏହି ଏପିସୋଡ୍‌ର ଏବେ ଟିଜର ରିଲିଜ୍‌ ହୋଇଛି। ଡିସକଭ



ରାତାରାତି ବଦଳିଲେ ବିଚାରପତି ଏସ ମୁରଲିଧର

BHAGYAPRABHA NEWS | ଦେଶଦୁନିଆ | | 5866 | Read...

ରାତାରାତି ବଦଳିଲେ ବିଚାରପତି ଏସ ମୁରଲିଧର

ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର



ଦିଲ୍ଲୀରେ ଫେରୁଛି ଶାନ୍ତି

BHAGYAPRABHA NEWS | ଦେଶଦୁନିଆ | | 5865 | Read...

ଦିଲ୍ଲୀରେ ଫେରୁଛି ଶାନ୍ତି

ଦିଲ୍ଲୀରେ ଆରମ୍ଭ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । ହାଇକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସନ ମୋଡ଼ରେ ପହଂଚିଛନ୍ତି । ତିନି ଦିନ ପରେ ପ୍ରଶାସନର ଚେତା ପଶିଛି



ବିଧାନସଭାରେ ରାସନ କାର୍ଡ ଝଡ଼

BHAGYAPRABHA NEWS | ଓଡ଼ିଶା | | 5864 | Read...

ବିଧାନସଭାରେ ରାସନ କାର୍ଡ ଝଡ଼

ବିଧାନସଭାର ପ୍ରଶ୍ନକାଳରେ ଆଜି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାସନ୍ କାର୍ଡ ଆବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ଏହି ଅପାରଗ ସରକାର ଏଯାଏଁ ସବୁ ଗରିବ ଲୋକଙ୍କୁ ଚାଉଳ ଯୋଗାଇପାରିନି। ଜଣେ ହିତ



କାଲୁକାକଳା ମାଧ୍ୟମରେ ଶାନ୍ତି ବାର୍ତ୍ତା ପ୍ରଦାନ

BHAGYAPRABHA NEWS | ଓଡ଼ିଶା | ପୁରୀ | 5862 | Read...

କାଲୁକାକଳା ମାଧ୍ୟମରେ ଶାନ୍ତି ବାର୍ତ୍ତା  ପ୍ରଦାନ

ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ୨୦ଜଣ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିକୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଶାନ୍ତିର ବାର୍ତ୍ତା



ଓଲଟିଲା ବରଯାତ୍ରୀ ବସ , ୨୫ ମୃତ

BHAGYAPRABHA NEWS | ଦେଶଦୁନିଆ | | 5861 | Read...

ଓଲଟିଲା ବରଯାତ୍ରୀ ବସ , ୨୫ ମୃତ

ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାପଡି ଗ୍ରାମ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଓଲଟି ପଡ଼ିଯାଇଛି। ଲାଖେରୀ ଥାନାରେ ହୋଇଥିବା ଏହି ଦୁର୍ଘଟଣାରେ ଏଯାଏଁ ୧୮ ଜଣଙ୍କ



ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

BHAGYAPRABHA NEWS | ଅପରାଧ | ଝାରସୁଗୁଡ଼ା | 5860 | Read...

ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ରିମାଣ୍ଡ ଅବଧି ବଢ଼ିଛି। ତାଙ୍କୁ ଆଉ ଗୋଟାଏ ଦିନ ରିମାଣ୍ଡରେ ନେବାକୁ ରାୟଗଡ଼ ସିଜିଏମ୍ କୋର୍ଟ ପୁଲିସ୍‌କୁ ଅନୁମତି ଦେଇଛନ୍ତି । ପୁଲିସ୍‌ ୩ ଦିନ ରିମାଣ୍ଡ ପାଇଁ ଅନୁମତି



ହାପି ବାର୍ଥ ଡେ ସୃତି ଝା

BHAGYAPRABHA NEWS | ମନୋରଞ୍ଜନ | | 5858 | Read...

ହାପି ବାର୍ଥ ଡେ ସୃତି ଝା

ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ ୨୬ରେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଧୁମ୍‌ ମଚାଓ ଧୁମ୍‌ରେ ସେ ନିଜ କ୍ୟାରିଅର



ରିଲିଜ ପୁର୍ବରୁ ମଧ୍ୟପ୍ରଦେଶରେ ତାପସୀଙ୍କ ଫିଲ୍ମ "ଥାପ୍ପଡ" ଟିକସ ମୁକ୍ତ

BHAGYAPRABHA NEWS | ମନୋରଞ୍ଜନ | | 5856 | Read...

ରିଲିଜ ପୁର୍ବରୁ ମଧ୍ୟପ୍ରଦେଶରେ ତାପସୀଙ୍କ ଫିଲ୍ମ

ତାପସୀ ପନ୍ନୁଙ୍କ ଫିଲ୍ମ 'ଥପ୍ପଡ଼' ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫି



ଭିମସାରରେ ପ୍ରଥମ କୋରେନା ସନ୍ଦିଗ୍ଧ ଭର୍ତ୍ତି

BHAGYAPRABHA NEWS | ସ୍ବାସ୍ଥ୍ୟ | ସମ୍ବଲପୁର | 5855 | Read...

ଭିମସାରରେ ପ୍ରଥମ କୋରେନା ସନ୍ଦିଗ୍ଧ ଭର୍ତ୍ତି

ବୁର୍ଲା ଭିମସାରକୁ ପ୍ରଥମ କରୋନା ଭାଇରସ ସନ୍ଦିଗ୍ଧ ୨୩ ବର୍ଷିୟ ରୋଗୀ ଆସି ଭର୍ତ୍ତି ହୋଇଛି। ଭିମସାର ମେଡ଼ିକାଲର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଏହି ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଆଣି ଭର୍ତ୍ତି କରାଯାଇଛି। ଏହା ନିମିତ୍ତ ସମସ



ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 5854 | Read...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଚାରି ଦିନିଆଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ଗତକାଲି ମମତା ପୁରୀ ଯାତ୍ରା କରିଥିଲେ ଓ ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରି




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: