ରାଜନୀତି : Category News


ରାଜ୍ୟର ୩୪ଟି ବୁଥରେ ରି ପୋଲିଂ ଜାରି

Bhagyaprabha News Bureau | ରାଜନୀତି | | 2095 | Read...

ରାଜ୍ୟର ୩୪ଟି ବୁଥରେ ରି ପୋଲିଂ ଜାରି

ସମଗ୍ର ଦେଶରେ ନିର୍ବାଚନୀ ପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ରାଜ୍ୟର ୩୪ଟି ବୁଥରେ ଚାଲିଛି ସାନି ମତଦାନ ।ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥରେ ଅନିୟମିତତା ଓ ତ୍ରୁଟ



ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

Bhagyaprabha News Bureau | ରାଜନୀତି | | 2094 | Read...

ନିର୍ବାଚନର ଅନ୍ତିମ  ପର୍ଯ୍ୟାୟରେ  ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

୨୦୧୯ ସାଧାରଣ ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ସକାଳ ୭ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ରୁ ସୁଚନା ଜାରି କରାଯାଇଛି ।



ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଟି ଲୋକସଭା ଆସନରେ ହେବ ମତଦାନ!

Bhagyaprabha News Bureau | ରାଜନୀତି | | 2093 | Read...

ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ ଟି ଲୋକସଭା ଆସନରେ  ହେବ ମତଦାନ!

ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିମନ୍ତେ ସରିଲା ନିର୍ବାଚନୀ ପ୍ରଚାର । ନିଜର ଦଳୀୟ ପାର୍ଥୀଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ବୁଲିବୁଲି ରାଲି, ରୋଡ ଶୋ , ବାଇକ ସୋ ମାଧ୍ୟମରେ ନିର୍ବାଚନୀ ପ୍ରଚାର କଲେ ବିଭିନ୍ନ



ଆଜି ସରିବ ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର

Bhagyaprabha News Bureau | ରାଜନୀତି | | 2079 | Read...

ଆଜି ସରିବ ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର

ଆଜି ସରିବ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଆଉ ଗୋଟିଏ ଦିନ ପରେ ଇଭିଏମରେ ସିଲ ହେବ ନେତାଙ୍କ ଭାଗ୍ୟ । ୫୯ ଆସନ ପାଇଁ ଭୋଟ ପଡୁଥିବା ବେଳେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ବ୍ୟାପକ ହିଂସା ଯୋଗୁଁ ନିର୍



ଦେଶର ଗରିବ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ ଆକର୍ଷିତ କରୁଛି କଂଗ୍ରେସ

Bhagyaprabha News Bureau | ରାଜନୀତି | | 2073 | Read...

ଦେଶର ଗରିବ ଭୋଟରମାନଙ୍କୁ ପ୍ରଲୋଭନ ଦେଖାଇ ଆକର୍ଷିତ କରୁଛି କଂଗ୍ରେସ

ବିଏସପି ସୁପ୍ରିମୋ ମାୟାବତୀ କଂଗ୍ରେସର ନ୍ୟାୟ ଯୋଜନା ଉପରେ ତୀବ୍ର ପ୍ରତିକ୍ରିୟା କରି କହିଛନ୍ତି ସେ ତା'ଠାରୁ ଭଲ ବିକଳ୍ପ ଦେଇ ପାରିବେ। ମାୟାବତୀ ଉତ୍ତରପ୍ରଦେଶର ମଉରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦେ



ଚୀନ ଓ ଆମେରିକା ମଧ୍ୟରେ ବଢିଲା ବିବାଦ

Bhagyaprabha News Bureau | ରାଜନୀତି | | 2061 | Read...

ଚୀନ ଓ ଆମେରିକା ମଧ୍ୟରେ ବଢିଲା ବିବାଦ

ଆମେରିକା ସହ ଚୀନର ବାଣିଜ୍ୟ ଯୁଦ୍ଧ । ପରୋକ୍ଷ ଭାବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସମାଲୋଚନା କରିଛନ୍ତି । ତାଙ୍କର ବୟାନ ଟ୍ରମ୍ପଙ୍କ ଦ୍ୱାରା ଚୀନ ଉତ୍ପାଦ ଉପରେ ବଢାଯା



ପଶ୍ଚିମବଙ୍ଗରେ ତେଜିଲା ରାଜନୀତି , ଇସିଙ୍କ ନିଷ୍ପତ୍ତିକୁ ତୀବ୍ର ନିନ୍ଦା

Bhagyaprabha News Bureau | ରାଜନୀତି | | 2060 | Read...

ପଶ୍ଚିମବଙ୍ଗରେ ତେଜିଲା ରାଜନୀତି , ଇସିଙ୍କ ନିଷ୍ପତ୍ତିକୁ ତୀବ୍ର ନିନ୍ଦା

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ କମାଇବା ପରେ ତେଜିଲା ରାଜନୀତି। ସମସ୍ତ ବିରୋଧୀ ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଆଜି ପଶ୍



ଆଜି ରାତି ୧୦ଟାରୁ ବନ୍ଦ ହେବ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର

Bhagyaprabha News Bureau | ରାଜନୀତି | | 2058 | Read...

ଆଜି ରାତି ୧୦ଟାରୁ  ବନ୍ଦ ହେବ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର କରୁଥିବାବେଳେ କୋଲକାତା ହିଂସା ପରେ ନିର୍ବାଚନ କମିସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ରାତି ୧୦ ପରଠାରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ପ



ଭୋଟଗଣନା କାର୍ଯ୍ୟ ପାଇଁ ଗଞ୍ଜାମରେ ଆରମ୍ଭ ହେଲା ତାଲିମ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2032 | Read...

 ଭୋଟଗଣନା କାର୍ଯ୍ୟ ପାଇଁ ଗଞ୍ଜାମରେ ଆରମ୍ଭ ହେଲା ତାଲିମ

ଆସନ୍ତା ୨୩ ତାରିଖରେ ଭୋଟଗଣତି ହେବାକୁ ଯାଉଥିବାରୁ ସେଥିପାଇଁ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାର ଦୁଇଟି ଲୋକସ



ନିର୍ବାଚନ ଫଳାଫଳ ପୁର୍ବରୁ ଫୋନି ଆଣିଦେଲା ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅଧିକ ଘନିଷ୍ଠତା

Bhagyaprabha News Bureau | ରାଜନୀତି | | 2021 | Read...

ନିର୍ବାଚନ ଫଳାଫଳ ପୁର୍ବରୁ ଫୋନି ଆଣିଦେଲା ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅଧିକ ଘନିଷ୍ଠତା

ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପୁର୍ବରୁ ଫୋନି ଆଣିଦେଇଛି କେନ୍ଦ୍ର ଓ ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅଧିକ ଘନିଷ୍ଠତା ।କିଏ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ଭୋଟଗଣତି ପୁର୍ବରୁ ଯଦି ଅନୁଧ୍ୟାନ କରା



ଶେଷ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର

Bhagyaprabha News Bureau | ରାଜନୀତି | | 1994 | Read...

ଶେଷ ପର୍ଯ୍ୟାୟ ମତଦାନ ପାଇଁ  ଚାଲିଛି ଜୋରଦାର ପ୍ରଚାର

୨୦୧୯ ସାଧାରଣ ନିର୍ବାଚନ ପାଇଁ ୬ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ମେ ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ଏହି ପର୍ଯ୍ୟାୟରେ ୭ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ବ



ସରିଲା ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୫୯ ଆସନରେ ୬୦ ପ୍ରତିଶତ ମତଦାନ

Bhagyaprabha News Bureau | ରାଜନୀତି | | 1989 | Read...

ସରିଲା ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୫୯ ଆସନରେ ୬୦ ପ୍ରତିଶତ ମତଦାନ

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୭ ରାଜ୍ୟର ୫୯ ଆସନ ପାଇଁ ରବିବାର ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଖାପାଖି ୬୦ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୮୦.୧୩ ପ୍ରତିଶତ, ଝାଡଖଣ୍ଡରେ ୬୪.୪୬ପ୍ରତିଶତ,




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: