ରାଜନୀତି : Category News


ନିଖୋଜ ଓଡିଆ ପାଇଲଟଙ୍କୁ ଉଦ୍ଧାର କରିବା ପାଇଁ ଚିଠି ଲେଖିଲେ ଆସିକା ସାସଂଦ ପ୍ରମିଳା ମା

Bhagyaprabha News Bureau | ରାଜନୀତି | | 2391 | Read...

ନିଖୋଜ ଓଡିଆ ପାଇଲଟଙ୍କୁ ଉଦ୍ଧାର କରିବା ପାଇଁ ଚିଠି ଲେଖିଲେ ଆସିକା ସାସଂଦ ପ୍ରମିଳା ମା

ଭାରତୀୟ ବାୟୁସେନାର ନିଖୋଜ ଓଡ଼ିଆ ପୁଅ ସୁନୀତ ମହାନ୍ତିଙ୍କ ଉଦ୍ଧାର ପାଇଁ ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁଚନା ଅନୁସାରେ ଗତ



ଭଂଜନଗର ସହର ରେ ସମ୍ବର୍ଦ୍ଧନା ଉତ୍ସବ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 2368 | Read...

ଭଂଜନଗର ସହର ରେ  ସମ୍ବର୍ଦ୍ଧନା ଉତ୍ସବ

ଗତକାଲି ସନ୍ଧ୍ୟା ରେ ଗଞ୍ଜାମ ଜିଲ୍ଲା ଭଂଜନଗର ସହର ରେ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରୁ ବିପୁଳ ସଂଖ୍ୟା ରେ ବିଜୟୀ ହେବା ପରେ ବିଜୁ ଜନତା



କେବେ ହେବ ରାଜ୍ୟସଭା ନିର୍ବାଚନ ?

Bhagyaprabha News Bureau | ରାଜନୀତି | | 2355 | Read...

କେବେ ହେବ ରାଜ୍ୟସଭା ନିର୍ବାଚନ ?

ନିର୍ବାଚନ ପରେ ଓଡ଼ିଶାର ୪ଟି ରାଜ୍ୟସଭା ପଦ ଖାଲି ପଡ଼ିଛି। ଶାସକ ବିଜେଡି ପକ୍ଷରୁ ଯଦିଓ ୬ ଜଣ ରାଜ୍ୟସଭା ସଦସ୍ୟ ଲୋକସଭା/ବିଧାନସଭା ନିର୍ବାଚନ ଲଢ଼ିଥିଲେ,ଏଥିରେ ଚାରି ଜଣ ହିଁ ନିର୍ବାଚନ ଜିତି ପାରିଛନ୍ତି। ପ୍ରସନ୍ନ ଆଚାର୍ଯ



କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡଙ୍ଗୀ

Bhagyaprabha News Bureau | ରାଜନୀତି | | 2339 | Read...

 କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । MSME, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦାୟିତ୍ୱ ନେଇଛନ୍ତି । ପ୍ରଥମେ ପ୍ରତାପ ଷଡଙ୍ଗୀ ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇ



ଲୋକସଭାର ବାଚସ୍ପତି ହୋଇପାରନ୍ତି ମେନକା ଗାନ୍ଧୀ!

Bhagyaprabha News Bureau | ରାଜନୀତି | | 2337 | Read...

ଲୋକସଭାର ବାଚସ୍ପତି ହୋଇପାରନ୍ତି ମେନକା ଗାନ୍ଧୀ!

ନିର୍ବାଚନ ଓ ସରକାର ଗଠନ ସରିବା ପରେ ବର୍ତମାନ କିଏ ହେବ ଲୋକସଭାରେ ବାଚସ୍ପତି ତାକୁନେଇ ଚାଲିଛି ଅଙ୍କକଷା । ସୁଚନାମିଳୁଛି , ଲୋକସଭାରେ ବାଚସ୍ପତି ପଦ ପାଇଁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିବା ତଥା ପୂର୍ବତନ କେନ୍ଦ



ଖୁବ ଶୀଘ୍ର ଘୋଷଣା ହେବ ପାଟକୁରା ନିର୍ବାଚନ ତାରିଖ - ନିର୍ବାଚନ କମିଶନର

Bhagyaprabha News Bureau | ରାଜନୀତି | କେନ୍ଦ୍ରାପଡ଼ା | 2321 | Read...

ଖୁବ ଶୀଘ୍ର ଘୋଷଣା ହେବ ପାଟକୁରା ନିର୍ବାଚନ ତାରିଖ - ନିର୍ବାଚନ କମିଶନର

ସରଗରମ ହୋଇଉଠିଛି ପାଠକୁରାର ରାଜନୀତି । ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା ହୋଇପାରେ । ଆସନ୍ତା ସପ୍ତାହେ ପରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ମୁଖ୍ୟ ନିର୍ବାଚ



ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫାପତ୍ର

Bhagyaprabha News Bureau | ରାଜନୀତି | ବରଗଡ଼ | 2315 | Read...

ବିଜେପୁର ଛାଡିଲେ ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କୁ ପଠାଇଲେ ଇସ୍ତଫାପତ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ରବିବାର ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ଭାବେ ନିଜ ଇସ୍ତଫା ପତ୍ର ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ପଠାଇଥିଲ



ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 2313 | Read...

ବାଚସ୍ପତିଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି ବିଧାୟକ ତଥା କ୍ରମାଗତ ଭାବେ ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଆସୁଥିବା ଓଡିଶା ବିଧାନସଭାର ମୁଖ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ରବିବାର ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଜ



ସୋନିଆ ଗାନ୍ଧୀ ହେଲେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ !

Bhagyaprabha News Bureau | ରାଜନୀତି | | 2295 | Read...

ସୋନିଆ ଗାନ୍ଧୀ ହେଲେ  କଂଗ୍ରେସ ସଂସଦୀୟ ଦଳର ନେତ୍ରୀ !

ପୁଣିଥରେ କଂଗ୍ରେସ୍‌ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ । ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦଙ୍କର ପ୍ରଥମ ବୈଠକରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ପୁଣି ଥରେ ନିର୍ବାଚିତ କରାଯାଇଛି।



ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

Bhagyaprabha News Bureau | ରାଜନୀତି | | 2291 | Read...

ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଷୋଡ଼ଶ ବିଧାନସଭା ଲାଗି ଶନିବାର ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ତେବେ ବିଜେ



ଆସନ୍ତୁ ଜାଣିବା କେନ୍ଦ୍ରରେ କାହାକୁ ମିଳିଲା କେଉଁ ଦାୟିତ୍ୱ

Bhagyaprabha News Bureau | ରାଜନୀତି | | 2283 | Read...

ଆସନ୍ତୁ ଜାଣିବା କେନ୍ଦ୍ରରେ କାହାକୁ ମିଳିଲା କେଉଁ ଦାୟିତ୍ୱ

ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦ୍ୱିତିୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୋଦିଙ୍କ ସହ ୨୪



ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନୁଆଁ ଟିମ୍

Bhagyaprabha News Bureau | ରାଜନୀତି | | 2282 | Read...

ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନୁଆଁ ଟିମ୍

ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦ୍ୱିତିୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ମୋଦିଙ୍କ ସହ ୨୪




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: