ରାଜନୀତି : Category News


ବିଏସପିରେ ମିଶିଲେ କୃଷ୍ଣ ସଗରିଆ

Bhagyaprabha News Bureau | ରାଜନୀତି | | 278 | Read...

ବିଏସପିରେ ମିଶିଲେ କୃଷ୍ଣ ସଗରିଆ

ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଏସପିରେ ଯୋଗ ଦେଲେ ବହିଷ୍କୃତ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନ ମିଳିବା ହେତୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣ



ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ

Bhagyaprabha News Bureau | ରାଜନୀତି | ମୟୁରଭଞ୍ଜ | 277 | Read...

ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଦଳକୁ ସୁସଂଗଠିତ କରି ନିର୍ବାଚନର ବୈତରଣୀ ପାର ହେବା ପାଇଁ ଆଜି ମୟୂରଭଞ୍ଜରେ ପହଞ୍ଚିଲେ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଇରଙ୍ଗପୁର ମହୁଲିଡିହାରେ ଅନୁଷ୍ଠିତ ମି



ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଯୋଗେଶ ସିଂ

Bhagyaprabha News Bureau | ରାଜନୀତି | ସୁନ୍ଦରଗଡ଼ | 269 | Read...

ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଯୋଗେଶ ସିଂ

ଆସନ୍ତା ୪ତାରିଖରୁ ୭ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡର ରାଜଗାଙ୍ଗପୁରଠାରେ ଏକ ବିରାଟ ସଭାରେ ଯୋଗଦେବେ । ଏହି ସଭାରେ ହାତ ଛାଡି ଶଙ୍ଖ ଧରିବେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ଗତ ବିଧାନସ



ଗଞ୍ଜାମ-ସାନଖେମୁଣ୍ଡିରେ ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ

Bhagyaprabha News Bureau | ରାଜନୀତି | | 258 | Read...

ଗଞ୍ଜାମ-ସାନଖେମୁଣ୍ଡିରେ ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୋଡାମାରୀ, ପଟିଗୁଡା ଓ ଟି. ଗୋବିନ୍ଦପୁର ପଞ୍ଚାୟତରେ ଶୁକ୍ରବାର ଦିନ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ



ବିଜେଡିରେ ମିଶିବେ ତାରା ଓ ଚନ୍ଦ୍ର !

Bhagyaprabha News Bureau | ରାଜନୀତି | ଖୋର୍ଦ୍ଧା | 248 | Read...

ବିଜେଡିରେ ମିଶିବେ ତାରା ଓ ଚନ୍ଦ୍ର !

ସାଧାରଣ ନିର୍ବାଚନକୁ ଆଉ ଦୁଇମାସ ବାକି ଥିବାବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନାହିଁ । ଦଳ ସୁସଗଂଠିତ ହୋଇ ସରକାର ଙ୍କ ଦୋଷ ଦୁର୍ବଳତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପରିବର୍ତ୍ତେ ଦଳର ଗୋଷ୍ଠୀ କନ୍ଦଳ ଚ



ଋଣ କିସ୍ତି ବାବଦକୁ କଟିବନି ‘କାଳିଆ’ ଟଙ୍କା : ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Bhagyaprabha News Bureau | ରାଜନୀତି | | 246 | Read...

ଋଣ କିସ୍ତି ବାବଦକୁ କଟିବନି ‘କାଳିଆ’ ଟଙ୍କା : ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଚାଷୀଙ୍କୁ ସହାୟତା ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ସୂଚାରୁ ରୁପେ କାର୍ଯ୍ୟକାରୀ କରିବାରେ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରାଯିବ । ଗୁରୁବାର ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାର



ରାଜ୍ୟର ଯୋଜନାକୁ ଆପଣାଇଲେ କେନ୍ଦ୍ର ସରକାର

Bhagyaprabha News Bureau | ରାଜନୀତି | | 244 | Read...

ରାଜ୍ୟର ଯୋଜନାକୁ ଆପଣାଇଲେ କେନ୍ଦ୍ର ସରକାର

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଟିକେ ଏପଟ ସେପଟ ହୋଇଗଲେ ପାନରୁ ଚୂନ ଖସିଯିବ । ତେଣୁ କେନ୍ଦ୍ର ସରକାର ସବୁ ଦିଗରୁ ବିଚାର କରି ବଜେଟ ଉପସ୍ଥାପନ କରିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି, କେନ୍ଦ୍ର ସରକାରଙ୍କୁ ଏଥିପାଇଁ ମାର୍



ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 231 | Read...

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି



ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 228 | Read...

ଦକ୍ଷିଣ ଓ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଅଧିକାରୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହେଲା ପ୍ରାକ ନିର୍ବାଚନୀ ତାଲିମ୍ ବୈଠକ

ବ୍ରହ୍ମପୁରରେ ଉଦଘାଟିତ ହୋଇଯାଇଛି ଦିନିକିଆ ପ୍ରାକ ନିର୍ବାଚନୀ ପ୍ରସ୍ତୁତି ଓ ତାଲିମ ଶିବିର। ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରରେ ଉଭୟ ଦକ୍ଷିଣାଞ୍ଚଳ ଓ ଦକ୍ଷିଣ ପଶ୍ଚ



ବିଜୁ ଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ଠାରେ ନିର୍ବାଚନ ପ୍ରସ୍ତୁତି ବୈଠକ

Bhagyaprabha News Bureau | ରାଜନୀତି | ଗଞ୍ଜାମ | 227 | Read...

ବିଜୁ ଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ଠାରେ ନିର୍ବାଚନ  ପ୍ରସ୍ତୁତି ବୈଠକ

ଆଗକୁ ଆସୁଛି ସାଧାରଣ ନିର୍ବାଚନ ।ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଖାଦେଲାଣି ତତ୍ପରତା । ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସ୍ଥିତିକୁ ସୁଦୃଢ କରିବା ନିମନ୍ତେ ହେଉଛନ୍ତି ପ୍ରସ୍ତୁତ । ସେହିପରି ଏକ ପ୍ରସ୍ତୁତ



ବାରିପଦାରେ ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhagyaprabha News Bureau | ରାଜନୀତି | | 220 | Read...

ବାରିପଦାରେ ୧୧ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉପଡ଼ିଆରେ ଆୟ



ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ

Bhagyaprabha News Bureau | ରାଜନୀତି | କଟକ | 207 | Read...

 ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ

ବିଜେପିର ଫୋକସରେ ଓଡିଶା । ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଉଛି । ଏନେଇ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ । କଟକ ସତ୍ୟଭାମାପୁରରେ ପହଚିଂ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: