ଖବର ସଂଗ୍ରହ

.



ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତାଇଲେ ଅଭନୀ ଲଖେରା

BHAGYAPRABHA NEWS | ଖେଳ | | 11205 | Read...

ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତାଇଲେ ଅଭନୀ ଲଖେରା

ଟୋକିଓ ପାରାଲିମ୍ପିକ୍ସରେ ଆଜି ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଦେଶ ପାଇଁ ଏହି ପଦକ ଜିତିଛନ୍ତି ଶୁଟର ଅବନୀ ଲେଖରା। ୧୦ ମିଟର ଏୟାର ରାଇଫଲ୍‌ରେ ସେ ହାସଲ କରିଛନ୍ତି ଏହି ଐତିହାସିକ ସଫଳତା। ଏହା ସହିତ ପାରାଲିମ୍ପିକ



ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11204 | Read...

ରେଳ ଲାଇନ୍ ପାର ବେଳେ ଧକ୍କା ଦେଲା ଟ୍ରେନ୍, ୩ ମୃତ

ବ୍ରହ୍ମପୁରର ହଳଦିଆପଦର ଲେଭଲ୍ କ୍ରସିଂରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି । ଲେବଲ କ୍ରସିଂଠାରେ ଟ୍ରେନ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ । ସୁଚନାନୁସାରେ, ବିଶାଖ



ଜନ୍ମାଷ୍ଟମୀରେ ବିଶ୍ୱର ସବୁଠାରୁ କ୍ଷୁଦ୍ରମୂର୍ତ୍ତି ନିର୍ମାଣ କଲେ ବାଲୁକା ଶିଳ୍ପୀ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11203 | Read...

ଜନ୍ମାଷ୍ଟମୀରେ ବିଶ୍ୱର ସବୁଠାରୁ କ୍ଷୁଦ୍ରମୂର୍ତ୍ତି ନିର୍ମାଣ କଲେ ବାଲୁକା ଶିଳ୍ପୀ

ଜନ୍ମାଷ୍ଟମୀ ଅବସରରେ ବିଶ୍ଵର ସବୁଠାରୁ କ୍ଷୁଦ୍ର କୃଷ୍ଣ ମୂର୍ତ୍ତି ନିର୍ମାଣ କରି ରେକର୍ଡ ସୃଷ୍ଟି କଲେ ବାଲୁକା ଶିଳ୍ପୀ ସତ୍ୟ ମହାରଣା । ସେ କାଠରେ ୨ଟି ମୁର୍ତ୍ତି ନିର୍ମାଣ କରି ରେକର୍ଡ ସୃଷ୍ଟି କରିଛନ୍ତି । ୩.୨ସେମିର କୃଷ୍



ବ୍ରହ୍ମପୁରରେ ଏସ ଏସ ଏକୁଆରିଅମର ଉଦଘାଟନ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11202 | Read...

ବ୍ରହ୍ମପୁରରେ ଏସ ଏସ ଏକୁଆରିଅମର ଉଦଘାଟନ

ଆଧୁନିକ ଯୁଗକୁ ଧରି ବଦଳୁଛି ଲୋକଙ୍କ ପସନ୍ଦ। ଘରକୁ ସୁରକ୍ଷା ଆଳରେ ହେଉ କି ପଶୁପ୍ରେମୀ ଭାବେ ସମସ୍ତେ ଘରେ ଘରେ ବିଦେଶୀ କୁକୁର ସମେତ ମାଛ କଇଁଛ ପାଳନ କରୁଛନ୍ତି। ସେହିପରି ବ୍ରହ୍ମପୁର ସହରରେ ଗୃହପାଳିତ ପଶୁ ପକ୍ଷୀ ଙ୍କ ଖାଦ୍



କାବୁଲ ବିମାନ ବନ୍ଦର ନିକଟରେ ଆଉ ଏକ ବିସ୍ଫୋରଣ

BHAGYAPRABHA NEWS | ଦେଶଦୁନିଆ | | 11201 | Read...

କାବୁଲ ବିମାନ ବନ୍ଦର ନିକଟରେ ଆଉ ଏକ ବିସ୍ଫୋରଣ

କାବୁଲ ବିମାନବନ୍ଦର ନିକଟରେ ରବିବାର ସନ୍ଧ୍ୟାବେଳେ ଆଉ ଏକ ବିସ୍ଫୋରଣ ଘଟିଛି । ଗୁଲାଇ ଅଂଚଳରେ ଥିବା ଏକ ଘର ଉପରେ ରକେଟ ମାଡ କରାଯାଇଛି । ଏହି ଆକ୍ରମଣ କିଏ କରିଛି ଏବଂ ସଠିକ ମୃତାହତ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ହସ୍ତ



ଗଞ୍ଜାମ ଜିଲ୍ଲା ବିଜେଡି ବ୍ଲକ୍ କମିଟି ନାମ ଘୋଷଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11200 | Read...

ଗଞ୍ଜାମ ଜିଲ୍ଲା ବିଜେଡି ବ୍ଲକ୍ କମିଟି ନାମ ଘୋଷଣା

ବିଜୁ ଜନତା ସଂଗଠନକୁ ଅଧିକ ସକ୍ରିୟ କରିବାକୁ ଗତ ମାସରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଘୋଷଣା କରିବା ପରେ ଏବେ ବ୍ଲକ୍ କମିଟି ନାମ ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ବହୁ ଆଗ ଧାଡ଼ିର ନେତ



ହାଇଜମ୍ପରେ ଖେଳାଳି ନିଷାଦ କୁମାର ଜିତିଲେ ରୌପ୍ୟ

BHAGYAPRABHA NEWS | ଖେଳ | | 11199 | Read...

ହାଇଜମ୍ପରେ ଖେଳାଳି ନିଷାଦ କୁମାର ଜିତିଲେ ରୌପ୍ୟ

ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ରୌପ୍ୟ ପଦକ ଜିତିବା ସହ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ଏବେସୁଦ୍ଧା ୨ରେ ପହଞ୍ଚିଛି । ତେବେ ଆଜି



ଗୋଲଣ୍ଡାରେ ୪ ଦିନିଆ ଦିବ୍ଯାଙ୍ଗ ଶିଶୁ ଶିକ୍ଷା ଶିବିର ଅନୁଷ୍ଠିତ

Kiran Behera | ସ୍ବାସ୍ଥ୍ୟ | ଗଞ୍ଜାମ | 11198 | Read...

ଗୋଲଣ୍ଡାରେ ୪ ଦିନିଆ ଦିବ୍ଯାଙ୍ଗ ଶିଶୁ ଶିକ୍ଷା ଶିବିର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳି ପରିସରରେ ଶନିବାର ପୂର୍ବାହ୍ନରେ ଚାରିଦିନିଆ ଦିବ୍ୟାଙ୍ଗ ତଥା ବଧିର ଶିଶୁ ଶିକ୍ଷା ଶିବିର ଅନୁଷ୍



ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 11197 | Read...

ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ କେନାଲ ସମ୍ପ୍ରସାରଣ ନେଇ ଆଲୋଚନା ବୈଠକ

ମାଁ ବାଙ୍କେଶ୍ଵରୀ କିଷାନ ସଂଘ ପକ୍ଷରୁ ରବିବାର ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡୁମୁଳା ସ୍ଥିତ ସିଦ୍ଧ ମାଁ ବାଙ୍କଶ୍ବରୀ ପୀଠରେ କେନାଲ ସମ୍ପ୍ରସାରଣ ଫଳରେ ଚାଷୀଙ୍କ ସମସ୍ୟା ଦୂରୀଭୂତ ନେଇ ଏକ ଆଲୋଚନା ବୈଠକ କାର୍ଯ୍ୟକ୍



ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

Kiran Behera | ବିଶେଷ | ଗଞ୍ଜାମ | 11196 | Read...

ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା : ୧ ଗୁରୁତର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟିରେ ରବିବାର ଦିନ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ବ୍ରହ୍ମପୁର - ରାୟଗଡ଼ା ୩୨୬ ନମ୍ବର ଜାତୀୟ ର



ସରପଞ୍ଚଙ୍କ ବିରୋଧରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିଲେ ମହନ୍ତ

Kiran Behera | ଓଡ଼ିଶା | ଗଞ୍ଜାମ | 11195 | Read...

ସରପଞ୍ଚଙ୍କ ବିରୋଧରେ କେ. ନୂଆଗାଁ ଥାନାରେ ଅଭିଯୋଗ ଆଣିଲେ ମହନ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିବା ସହ କେ . ନୂଆଗାଁ ଥାନାରେ ଏତଲା ଦେଇଛନ୍ତି ମଠ ମହନ୍ତ ଅଯୋଧ୍ୟା ଦାସ । ଖବରନୁଯାୟୀ , ଦିଗପହଣ୍ଡି ତହସିଲ ଅଧିନସ୍ଥ



ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲ ଲୋକାର୍ପିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 11194 | Read...

ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲ ଲୋକାର୍ପିତ

ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ୧୦ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି । ଯେଉଁଥିରେ ଛା



ଦୁବାଇରେ ଚାକିରି ଲାଳସା ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅନଲାଇନରେ ଟଙ୍କା ଠକେଇ ନେଲେ ସାଇବର ଦଲାଲ୍

Kiran Behera | ଅପରାଧ | ଗଞ୍ଜାମ | 11193 | Read...

ଦୁବାଇରେ ଚାକିରି ଲାଳସା ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅନଲାଇନରେ ଟଙ୍କା ଠକେଇ ନେଲେ ସାଇବର ଦଲାଲ୍

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତର ଝରିପଦର ଗ୍ରାମର ୮ ଜଣ ଯୁବକଙ୍କୁ ସୁଦୂର ଦୁବାଇରେ ଚାକିରି କରାଇବା ଲାଳସା ଦେଖାଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ନେବାରେ ସକ୍ଷମ ହୋଇପାରିଛନ୍ତି ସାଇ



ସରିଲା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ , ଏଥର ଆତ୍ମନିର୍ଭରଶୀଳ ହେବେ ବେକାର ଯୁବକ ଯୁବତୀ

Srabani Nayak | ଓଡ଼ିଶା | ଗଞ୍ଜାମ | 11192 | Read...

ସରିଲା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ , ଏଥର ଆତ୍ମନିର୍ଭରଶୀଳ ହେବେ ବେକାର ଯୁବକ ଯୁବତୀ

ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବ୍ରହ୍ମପୁରସ୍ଥିତ ଟି.ଏନ.ଟି ଶିକ୍ଷାନୁଷ୍ଠାନ ପରିସରରେ ଆରମ୍ଭ ହୋଇଥିବା ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି



ଟୋକିଓ ପାରାଲିମ୍ପିକ୍ସ; ଟେବୁଲ ଟେନିସ୍‌ ଫାଇନାଲରେ ପହଞ୍ଚିଲେ ଭାବିନା ପଟେଲ

BHAGYAPRABHA NEWS | ଖେଳ | | 11191 | Read...

 ଟୋକିଓ ପାରାଲିମ୍ପିକ୍ସ; ଟେବୁଲ ଟେନିସ୍‌ ଫାଇନାଲରେ ପହଞ୍ଚିଲେ ଭାବିନା ପଟେଲ

ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଭାବିନା ପଟେଲ । ମହିଳା ଟେବୁଲ ଟେନିସର ଫାଇନାଲରେ ପ୍ରବେଶ କରି ଏବେ ସେ ସ୍ୱର୍ଣ୍ଣ ପଦକ ପାଇବା ଆଶାରେ ଅଛନ୍ତି । ଭାବିନା ସେମିଫାଇନାଲରେ ପ୍ରବେଶ କରିବା ପର



ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବିନେଇ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଧାରଣା

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11190 | Read...

ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବିନେଇ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଧାରଣା

ବ୍ରହ୍ମପୁର ଠାରେ ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବି ନେଇ ଗଞ୍ଜାମ ଓକିଲ ସଂଘ ପରିସରରେ ମାସର ଶେଷ ଚାରି ଦିନ ର ପ୍ରଥମ ଦିନର ଧାରଣାରେ ଓକିଲ ମାନଙ୍କ ସତ୍ୟାଗ୍ରହ ଜାରି ରହିଛି।ଆଜିର ଏହି ସତ୍ୟାଗ୍ରହରେ ଓକିଲ ମାନେ କୋର୍ଟର ମୁଖ୍



ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ମହିଳା

BHAGYAPRABHA NEWS | ଓଡ଼ିଶା | ଯାଜପୁର | 11189 | Read...

ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ମହିଳା

ସାମ୍ନାକୁ ଆସିଲା ପୁଣି ଜନନୀ ଯନ୍ତ୍ରଣା । ଖଟିଆରେ ବୁହା ହୋଇ ମେଡିକାଲ ଗଲେ ମହିଳା ରୋଗୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ପଞ୍ଚାୟତର ଫେରୁଦାବାଦ ଗ୍ରାମରେ। ଏହି ଗ୍ରାମଟି ଖରସ୍ରୋତା



ସରକାରୀ ଡିଗ୍ରୀ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଟାବଲେଟ୍ : ପୁଷ୍କର ସିଂ ଧାମି

BHAGYAPRABHA NEWS | ଶିକ୍ଷା | | 11188 | Read...

ସରକାରୀ ଡିଗ୍ରୀ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଟାବଲେଟ୍ : ପୁଷ୍କର ସିଂ ଧାମି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ପଢୁଥିବା ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଟାବଲେଟ୍ ଦେବେ । ଏଥିରେ ପ୍ରାୟ ୧୦୦ କୋଟି ଟଙ୍କା ଆବଣ



ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 11187 | Read...

ଋଷିକୂଲ୍ୟା ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ଗଞ୍ଜାମ ଜିଲ୍ଲାସ୍ଥିତ ଋଷିକୂଲ୍ୟା ନଦୀପାର୍ଶ୍ଵରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ଏକ ଚଦର ଘୋଡେଇ ହୋଇଛନ୍ତି। ଏହି ଖବର ପ୍ରଚାର ହେବାପରେ ସେହି ମୃତଦେହକୁ ଦେଖିବା ପାଇଁ ଲ



ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦ କର : ସିପିଏମ

Gouri Shankar Mishra | ଓଡ଼ିଶା | ଗଞ୍ଜାମ | 11186 | Read...

ଜାତୀୟ ସମ୍ପତ୍ତି ବିକ୍ରୀ ବନ୍ଦ କର : ସିପିଏମ

କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତିକୁ ବିରୋଧ କରି ବ୍ରହ୍ମପୁରସ୍ଥିତ କମାପଲ୍ଲୀଛକ ଠାରେ ସିପିଏମ ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଚନାନୁସାରେ, କେନ୍ଦ୍ର ସରକାର ରେଳବାଇ,ଜାତୀୟ ରାଜପଥ, ବି



ଚଳିତ ମୌସୁମୀ ଅଧିବେଶନରେ ରହିବ ପ୍ରଶ୍ନକାଳ

BHAGYAPRABHA NEWS | ଓଡ଼ିଶା | | 11185 | Read...

ଚଳିତ ମୌସୁମୀ ଅଧିବେଶନରେ ରହିବ ପ୍ରଶ୍ନକାଳ

ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବାକୁ ନିଷ୍ପତି ହୋଇଛି । ସୁଚନାନୁସାରେ ,ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାର



ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କରୋନା କଟକଣା

BHAGYAPRABHA NEWS | ଦେଶଦୁନିଆ | | 11184 | Read...

ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କରୋନା କଟକଣା

କିଛି ରାଜ୍ୟରେ ମହମାରୀ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ଜାରି ରହିଥିବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛି। ସେହିପରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଯେମିତି କ



ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

Kiran Behera | ଓଡ଼ିଶା | ଗଞ୍ଜାମ | 11183 | Read...

ତପ୍ତପାଣିରେ ବନ୍ଧୁକ ମୁନରେ ଯୁବକଙ୍କୁ ଠାରୁ ଲୁଟ୍ ମାମଲା ପର୍ଦ୍ଦାଫାଶ : ନାବାଳକ ସମେତ ୫ ଗିରଫ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଡ଼ାକବଙ୍ଗଳା ନିକଟରୁ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ମାମଲାର ପର୍ଦ୍ଦାଫାଶ କରିଛି ପାଟପୁର ପୋଲିସ । ଏହି ମାମଲାରେ ପୋଲିସ ଜଣେ ନାବାଳକ ସମେତ ୫ ଯୁବକଙ୍କୁ ଗିରଫ କରିବା ସ



ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର

BHAGYAPRABHA NEWS | ଓଡ଼ିଶା | | 11182 | Read...

ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।



ଜଷ୍ଟିସ୍ ବିଭି ନାଗରତ୍ନା ହେବେ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି

BHAGYAPRABHA NEWS | ଦେଶଦୁନିଆ | | 11181 | Read...

ଜଷ୍ଟିସ୍ ବିଭି ନାଗରତ୍ନା ହେବେ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି

ପ୍ରଥମଥର ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ଵ ତୁଲାଇବେ ଜଣେ ମହିଳା ବିଚାରପତି। ୨୦୨୭ରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିଭି ନାଗରତ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ। ଗୁରୁବାର ପଦୋନ୍ନତ



କାଜାକସ୍ତାନର ଅସ୍ତ୍ରଭଣ୍ଡାରରେ ବଡ ଧରଣର ବିସ୍ଫୋରଣ, ୯ ମୃତ୍ୟୁ

BHAGYAPRABHA NEWS | ଦେଶଦୁନିଆ | | 11180 | Read...

କାଜାକସ୍ତାନର ଅସ୍ତ୍ରଭଣ୍ଡାରରେ ବଡ ଧରଣର ବିସ୍ଫୋରଣ, ୯ ମୃତ୍ୟୁ

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି କାଜକସ୍ତାନ ଥରିଛି । ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ଏହି ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି । ଏହି ସଂ



କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ମହାବିଦ୍ୟାଳୟର ମୂଳଦୁଆ ସ୍ଥାପନ

Gouri Shankar Mishra | ଓଡ଼ିଶା | | 11179 | Read...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ମହାବିଦ୍ୟାଳୟର ମୂଳଦୁଆ ସ୍ଥାପନ

ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ରାଜ୍ୟ ପ୍ରତିନିଧି ସ୍ତରୀୟ କଳାକାର ସମାବେଶ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁଙ୍କ ଅଧ୍ୟକ୍



କାବୁଲ ବିସ୍ଫୋରଣରେ ୨୮ ତାଲିବାନୀ ମୃତ, ଅନେକ ଆହତ

BHAGYAPRABHA NEWS | ଦେଶଦୁନିଆ | | 11178 | Read...

କାବୁଲ ବିସ୍ଫୋରଣରେ ୨୮ ତାଲିବାନୀ ମୃତ, ଅନେକ ଆହତ

ଆଫଗାନିସ୍ତାନର କାବୁଲରେ ଆଇଏସ୍‌-କେ ଆତଙ୍କୀ ସଂଗଠନ ପକ୍ଷରୁ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବନ୍ଧୁକ ମୁନରେ ଆଫଗାନରେ କ୍ଷମତା ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟ ସିରିଜ୍‌ ବିସ୍ଫୋ



ବି . ତୁରୁବୁଡି ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ତହସିଲଦାରଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 11177 | Read...

ବି . ତୁରୁବୁଡି ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ତହସିଲଦାରଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ପ୍ରଦାନ କ



ଛେଳିଗଡ ପ୍ରକଳ୍ପକୁ ଘୋଡାହାଡ ପ୍ରକଳ୍ପ ସହ ସଂଲଗ୍ନ କରି କେନାଲ ସମ୍ପ୍ରସାରଣ ସକାଶେ ଗ୍ରାମବାସୀଙ୍କ ଦାବି ପ୍ରଦାନ

Kiran Behera | ଓଡ଼ିଶା | ଗଞ୍ଜାମ | 11176 | Read...

ଛେଳିଗଡ ପ୍ରକଳ୍ପକୁ ଘୋଡାହାଡ ପ୍ରକଳ୍ପ ସହ ସଂଲଗ୍ନ କରି କେନାଲ ସମ୍ପ୍ରସାରଣ ସକାଶେ ଗ୍ରାମବାସୀଙ୍କ ଦାବି ପ୍ରଦାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡୁମୁଳା ଓ ବି. ତୁରୁବୁଡି ପଞ୍ଚାୟତକୁ ଛେଳିଗଡ ପ୍ରକଳ୍ପକୁ ଘୋଡାହଡ ପ୍ରକଳ୍ପ ସହ ସଂଲଗ୍ନ କରି କେନାଲ ସମ୍ପ୍ରସାରଣ ସକାଶେ ଶୁକ୍ରବାର ପୂର୍ବାହ୍ନରେ ଚାଷୀମାନେ ଛେଳିଗଡ କେନା



କାବୁଲ୍ ବିମାନ ବନ୍ଦରରେ ବୋମା ବିସ୍ଫୋରଣ, ୧୩ ମୃତ, ୩୦ ଆହତ

BHAGYAPRABHA NEWS | ଦେଶଦୁନିଆ | | 11175 | Read...

କାବୁଲ୍ ବିମାନ ବନ୍ଦରରେ ବୋମା ବିସ୍ଫୋରଣ, ୧୩ ମୃତ, ୩୦ ଆହତ

ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ଆଉ ଏକ ବୋମା ବିସ୍ଫୋରଣର ଖବର ରହିଛି । ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ସୈନିକ ମଧ୍ୟ ଅଛନ୍ତି । ଆଫ



ହିଞ୍ଜିଳିର ୧୦ଟି ରୂପାନ୍ତରୀତ ସ୍କୁଲ ଲୋକାର୍ପିତ

BHAGYAPRABHA NEWS | ଶିକ୍ଷା | | 11174 | Read...

ହିଞ୍ଜିଳିର ୧୦ଟି ରୂପାନ୍ତରୀତ ସ୍କୁଲ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜ



ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

BHAGYAPRABHA NEWS | ଓଡ଼ିଶା | | 11173 | Read...

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବରଗଡ଼ର ବେହେରାପାଲି ପଞ୍ଚାୟତର ନିର୍ବାହୀ ଅଧିକାରୀ ଅନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ପାଇ ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ର ୩ଟି ଟିମ୍‌ ଏକକାଳୀନ ଚଢ଼ଉ କରିଥିଲା। ଶ୍ର



ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ ହେବ ଇଣ୍ଟରନାଲ ବ୍ୟବସ୍ଥା

BHAGYAPRABHA NEWS | ଶିକ୍ଷା | | 11172 | Read...

ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ ହେବ ଇଣ୍ଟରନାଲ ବ୍ୟବସ୍ଥା

ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ ପରିଚାଳନା କ



ବର୍ଷା ଅଭାବରୁ ଚିନ୍ତାରେ ଚାଷୀ : ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

Kiran Behera | ଓଡ଼ିଶା | | 11171 | Read...

ବର୍ଷା ଅଭାବରୁ ଚିନ୍ତାରେ ଚାଷୀ : ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଭୁଷୁଣ୍ଡା , ନନ୍ଦଗାଁ , ଭୀମଦେବପୁର ଗ୍ରାମର ଚାଷୀମାନେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷଜମି ଫାଟିବା ସହ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ଚାଷ