ଖବର ସଂଗ୍ରହ

.



ସଙ୍କଟ ପୂର୍ଣ୍ଣ ଅବସ୍ଥାରେ ୟେସ୍‌ ବ୍ୟାଙ୍କ୍‌ , ୪୯% ସେୟାର କିଣିପାରେ ଏସ୍‌ବିଆଇ

BHAGYAPRABHA NEWS | ଦେଶଦୁନିଆ | | 5977 | Read...

ସଙ୍କଟ ପୂର୍ଣ୍ଣ ଅବସ୍ଥାରେ ୟେସ୍‌ ବ୍ୟାଙ୍କ୍‌ , ୪୯% ସେୟାର କିଣିପାରେ ଏସ୍‌ବିଆଇ

ଏସ୍‌ବିଆଇ ଭରସା କରିପାରେ ୟେସ୍‌ ବ୍ୟାଙ୍କ୍‌ ଉପରେ । ୟେସ୍ ବ୍ୟାଙ୍କର ୪୯ % ଅଂଶଧନକୁ କିଣିପାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଆଉ ଏସବିଆଇ ୨୪ ଶହ ୫୦ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରଖିଛି । ବଡ଼ କଥା ହେଉଛି ୟେସ୍ ବ୍ୟାଙ



ଶନିବାର 'ନୋ ବ୍ୟାଗ୍ ଡେ' ସ୍କୁଲ ଆସିବେ ହେଲେ ଆଣିବେନି ବସ୍ତାନୀ

BHAGYAPRABHA NEWS | ଶିକ୍ଷା | ଗଞ୍ଜାମ | 5976 | Read...

ଶନିବାର 'ନୋ ବ୍ୟାଗ୍ ଡେ'  ସ୍କୁଲ ଆସିବେ ହେଲେ  ଆଣିବେନି ବସ୍ତାନୀ

ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ 'ୱାଟର୍ ବେଲ୍' କାର୍ଯ୍ୟକ୍ରମ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ



ସି.ଆର.ପି.ଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Hari Narayan Das | ବିଶେଷ | ରାୟଗଡ଼ା | 5975 | Read...

ସି.ଆର.ପି.ଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ସି.ଆର.ପି.ଏଫ ୪ର୍ଥ ବାଟାଲିୟନ ରାୟଗଡ଼ା ପକ୍ଷରୁ କଳାହାଣ୍ଡି ଜିଲ୍ଲା ସ୍ଥିତ ବିଜେପୁର ମାଓବାଦୀ ପ୍ରବଣ ଅଞ୍ଚଳରେ ଜନସଂପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେଠାରେ ୱାଇ.କେ.ରାଜପୁତ (କୋମାଣ୍ଡେଣ୍ଡ),ଏସ.କେ ଠାକୁର(୨



ଆଜିଠାରୁ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ଜାରି

BHAGYAPRABHA NEWS | ଦେଶଦୁନିଆ | | 5974 | Read...

ଆଜିଠାରୁ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ଜାରି

ଆସନ୍ତା ମାର୍ଚ୍ଚ ୨୬ରେ ଓଡ଼ିଶାରୁ ଖାଲିପଡ଼ୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ ଆଜିଠାରୁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦା



ଚିନିକଳ ପ୍ରତିଷ୍ଠାନ ଦାବିରେ ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

BHAGYAPRABHA NEWS | ଖେଳ | ନୟାଗଡ଼ | 5973 | Read...

ଚିନିକଳ ପ୍ରତିଷ୍ଠାନ ଦାବିରେ ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ଚିନିକଳ ପ୍ରତିଷ୍ଠାନ ଦାବିରେ ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ ଡାକରା ଦେଇଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି। ଚିନିକଳକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଇବା ଓ ଚିନିକଳ ଶ୍ରମିକ, କର୍ମଚାରୀ ଓ ଚାଷୀଙ୍କ ବକେୟା ରାଶି ଫେରାଇବା ଦ



ସମ୍‌ ହସପିଟାଲରେ ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ

BHAGYAPRABHA NEWS | ସ୍ବାସ୍ଥ୍ୟ | ଖୋର୍ଦ୍ଧା | 5972 | Read...

 ସମ୍‌ ହସପିଟାଲରେ ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ

ଭୁବନେଶ୍ବରସ୍ଥିତ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ କରାଯିବା ସହ ଏକ ବିରଳ ସଫଳତା ହାସଲ କରିବାସହ ରାଜ୍ୟର ଚିକିତ୍ସା ଇତିହାସରେ ସଫଳତାର ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି। ସମ୍‌ ହସପିଟାଲରେ ଜଣେ ରୋଗୀଙ



ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

BHAGYAPRABHA NEWS | ଅପରାଧ | ନବରଙ୍ଗପୁର | 5971 | Read...

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଗଣେଶ୍ୱର କଅଁରଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ନବରଙ୍ଗପୁର ସ୍ଥିତ ଭଡ଼ାଘର ସହ ଭୁବନେଶ୍ବର,ଗଜପତି ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଉ



ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ

BHAGYAPRABHA NEWS | ଅପରାଧ | କଳାହାଣ୍ଡି | 5970 | Read...

ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ

ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ମନି ଲଣ୍ଡରିଂ କସେରେ ଅନାମ ନାଏକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅନାମଙ୍କୁ ଭ



ଯଥାଶୀଘ୍ର ୟେସ୍‌ ବ୍ୟାଙ୍କର ପୁନଃଉଦ୍ଧାର କରାଯିବ : ଶକ୍ତିକାନ୍ତ ଦାସ

BHAGYAPRABHA NEWS | ଦେଶଦୁନିଆ | | 5969 | Read...

 ଯଥାଶୀଘ୍ର ୟେସ୍‌ ବ୍ୟାଙ୍କର ପୁନଃଉଦ୍ଧାର କରାଯିବ : ଶକ୍ତିକାନ୍ତ ଦାସ

ୟେସ୍‌ ବ୍ୟାଙ୍କରେ ଜମା ରହିଥିବା ଲୋକଙ୍କ ଟଙ୍କା ସୁରକ୍ଷିତ ଅଛି । ଖୁବ୍‌ ଶୀଘ୍ର ଏହି ବ୍ୟାଙ୍କର ଆର୍ଥିକ ସଙ୍କଟ ଦୂର ହେବ । ଏନେଇ ଆଜି ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଜମାକାରୀଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି , ୟ



ୟେସ୍‌ ବ୍ୟାଙ୍କରେ ଜନତାଙ୍କ ଅର୍ଥ ସୁରକ୍ଷିତ - ନିର୍ମଳା ସୀତାରମଣ

BHAGYAPRABHA NEWS | ଦେଶଦୁନିଆ | | 5968 | Read...

ୟେସ୍‌ ବ୍ୟାଙ୍କରେ  ଜନତାଙ୍କ ଅର୍ଥ ସୁରକ୍ଷିତ  - ନିର୍ମଳା ସୀତାରମଣ

ୟେସ୍‌ ବ୍ୟାଙ୍କରେ ସଙ୍କଟ ଦେଖାଦେବା ପରେ ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ ୮୦ ପ୍ରତିଶତ ହ୍ରାସ ଘଟିବା ପରେ ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି । ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଅର୍



ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ବାଗି-୩' ଓ ଓ 'କାମୟାବ'

BHAGYAPRABHA NEWS | ମନୋରଞ୍ଜନ | | 5967 | Read...

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ବାଗି-୩' ଓ ଓ 'କାମୟାବ'

ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ଦୁଇଟି ଭିନ୍ନ ଧରଣର ଚଳଚ୍ଚିତ୍ର । ଗୋଟିଏପଟେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ 'ବାଗି-୩' ରିଲିଜ ହୋଇଥିବାବେଳେ ତାକୁ ଟକ୍କ୍ର ଦେଉଛି ଶାହାରୁଖ ଖାନ



ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ

BHAGYAPRABHA NEWS | ଓଡ଼ିଶା | ପୁରୀ | 5966 | Read...

ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ

ଆଜି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ ହୋଇଛି । ଏକ ଜାହାଜ କିମ୍ବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିଛି ସ୍ଥାନୀୟ ଲୋକେ ୩୦ ଫୁଟର ତିମି ମାଛର ଶବ ଦେଖିବା ପରେ ଶୁକ



ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 'ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌' ପୁସ୍ତକ ଉନ୍ମୋଚିତ

BHAGYAPRABHA NEWS | ଓଡ଼ିଶା | | 5965 | Read...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା 'ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌' ପୁସ୍ତକ ଉନ୍ମୋଚିତ

ମହାନ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ କାର୍ଯ୍ୟଧାରାକୁ ନେଇ ପ୍ରଥମ କମିକ୍ ପୁସ୍ତକ 'ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।କିମ୍ବଦନ୍ତୀୟ ନେ



ହାପି ବାର୍ଥ ଡେ ଜାହ୍ନବୀ

BHAGYAPRABHA NEWS | ମନୋରଞ୍ଜନ | | 5964 | Read...

ହାପି ବାର୍ଥ ଡେ ଜାହ୍ନବୀ

ଫିଲ୍ମ ଧଡ଼କରୁ ବଲିଉଡରେ ଡେବ୍ୟୁ କରିଥିବା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଆଜି ୨୩ ବର୍ଷ ବୟସରେ ପାଦ ଥାପିଛନ୍ତି। ଜାହ୍ନବୀ ୧୯୯୭ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଏହି ଅବସରରେ ବଲିଉଡର ବହୁ କଳାକାର ତାଙ୍କୁ ଶୁ



ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନ କାର୍ଯ୍ୟକ୍ରମ

BHAGYAPRABHA NEWS | ଶିକ୍ଷା | ଗଞ୍ଜାମ | 5963 | Read...

 ସରକାରୀ ପୌର ଉଚ୍ଚ ବିଦ୍ୟାଳୟରେ କରୋନା ସଚେତନ କାର୍ଯ୍ୟକ୍ରମ

ସାରା ବିଶ୍ୱରେ ଏବେ ଛାଇ ଯାଇଛି କରୋନା ଭୟ । ତେବେ ଆମ ଦେଶରେ ମଧ୍ୟ ଏହାର କିଛି ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଖେଳି ଯାଇଛି ଭୟର ବାତାବରଣ । ତେବେ କରୋନା ଭାଇରସକୁ ନେଇ ଏବେ ସବୁଠି କରାଯାଉଛି ସଚେତନତା କାର୍ଯ୍ୟକ୍ରମ । ଏହି ଅବ



ଗୋପାଳପୁରରେ ବିଜୁବାବୁଙ୍କ ଜୟନ୍ତୀ ଉତ୍ସବ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5962 | Read...

ଗୋପାଳପୁରରେ ବିଜୁବାବୁଙ୍କ  ଜୟନ୍ତୀ ଉତ୍ସବ ପାଳିତ

ଗୋପାଳପୁର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଗୋପାଳପୁରଠାରେ ରାଷ୍ଟ୍ରନୀତିଜ୍ଞ ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରର



ବି . ତୁରୁବୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 5961 | Read...

ବି . ତୁରୁବୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ତମ ବାର୍ଷିକୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସେଠ



ପାରଳାଖେମୁଣ୍ଡିଠାରେ ବିଜୁବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳିତ

BHAGYAPRABHA NEWS | ଓଡ଼ିଶା | ଗଜପତି | 5960 | Read...

ପାରଳାଖେମୁଣ୍ଡିଠାରେ ବିଜୁବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପାଳନ କରାଯାଇଥିଲା | ପ୍ରଥମେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଙ୍କ ଗ୍ରହଣ ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ବିଜୁ ବାବୁଙ୍କ ପ୍



ବ୍ରହ୍ମପୁର ବି.ଜେ.ଡି. ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5959 | Read...

ବ୍ରହ୍ମପୁର ବି.ଜେ.ଡି. ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

ବ୍ରହ୍ମପୁର ବି.ଜେ.ଡି. ପକ୍ଷରୁ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ୧୦୪ ଦୀପ ପ୍ରଜ୍ୱଳନ କରି ଦେଶୀ ବେହେରା ସାହି ଠାରେ ଥିବା ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ପୁ



ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ

Kiran Behera | ରାଜନୀତି | ଗଞ୍ଜାମ | 5958 | Read...

ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ପାଇଁ ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ

ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ରାଜ୍ଯ ଓକିଲ ସଂଘର ନିର୍ଦ୍ଦେଶିକା ପ୍ରକାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଧା ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବ



ମଧ୍ୟାହ୍ନ ଭୋଜନ ଖାଦ୍ୟ ଯାଞ୍ଚ କରି ଭୋଜନ ଖାଇଲେ ବମକୋଇ ସରପଞ୍ଚ ପ୍ରତିନିଧି

Kiran Behera | ବିଶେଷ | ଗଞ୍ଜାମ | 5957 | Read...

ମଧ୍ୟାହ୍ନ ଭୋଜନ ଖାଦ୍ୟ ଯାଞ୍ଚ କରି ଭୋଜନ ଖାଇଲେ ବମକୋଇ ସରପଞ୍ଚ ପ୍ରତିନିଧି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଅଧିନସ୍ଥ ମଣିପଡିଆ ଗୋପାଳ ଦାସ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା ହଠାତ ବିଦ୍ୟାଳୟରେ ପହ



୧୦୪ ତମ ବିଜୁ ଜୟନ୍ତି ପାଳନ

BHAGYAPRABHA NEWS | ବିଶେଷ | ଗଜପତି | 5956 | Read...

 ୧୦୪ ତମ ବିଜୁ ଜୟନ୍ତି ପାଳନ

ଗଜପତି ଜିଲ୍ଲା ମୋହନାରେ ମହାଡମ୍ବରରେ ଓକିଲ,ସାମ୍ବାଦିକ ତଥା ବିଜେଡିର ଯୁବ ସଂଗଠକ ଶ୍ରୀ ବିଳାସ ନାୟକଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ବରିଷ୍ଠ କୁଳବୃଦ୍ଦ ବିଜୁପ୍ରେମି ସୁପ୍ରତିଷ୍ଠ ପୁର୍ବତନ ବ୍ଲକ Chairman ଶ୍



ପୋଖରୀରେ ବୁଡି ଯୁବକଙ୍କ ମୃତ

Kiran Behera | ଅପରାଧ | ଗଞ୍ଜାମ | 5955 | Read...

ପୋଖରୀରେ ବୁଡି ଯୁବକଙ୍କ ମୃତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାଧାଦେଇପୁର ଗ୍ରାମ ନୂଆସାହି ପୋଖରୀରେ ଶୁକ୍ରବାର ସକାଳେ ଜଣେ ଯୁବକ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମୃତ ଯୁବକ ହେଲେ ରାଧାଦେଇପୁର ନୂଆସାହିର ବାଉରୀ ମହାଙ୍କୁଡଙ୍କ ପୁଅ ଜୟସେନ ମହାଙ୍



ରହସ୍ୟରେ ବଲାଙ୍ଗୀର ଖୁଜେନପାଲି ଘଟଣା

Gupteswar Prusty | ଅପରାଧ | ବଲାଙ୍ଗୀର | 5954 | Read...

ରହସ୍ୟରେ ବଲାଙ୍ଗୀର ଖୁଜେନପାଲି ଘଟଣା

ଗତ ୪ତାରିଖ ରାତିରେ ବଲାଙ୍ଗୀର -ଖୁଜେନପାଲି ରାସ୍ତା ରେ ଏକ ଭଙ୍ଗାଟି.ଭି.ଏସ ଏ ଏକ୍ସ ଏକ ବାଇକ ଏବଂ ମହିଳା ଲେଗୀନସ ଓ ଜୋତା ପଡିଥିବା ।ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପୋଲିସ କୁ ଖବର ଦେବାରୁ ସଦର ପୋଲିସ ଵାଇକ ସହିତ ଅନ୍ୟନ ସ



ଫେରାର ଗାଡି ଚାଳକ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 5953 | Read...

ଫେରାର ଗାଡି ଚାଳକ ଗିରଫ

ଦିଗପହଣ୍ଡି ପୋଲିସ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଗାଡି ଚାଳକ ଙ୍କୁ ଗୁରୁବାର ଗିରଫ କରି ଥାନା ମାମଲା ନଂ.୧୭/୨୦ ଅନୁଯାୟୀ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ଅଭିଯୁକ୍ତ ଗାଡି ଚାଳକ ଜଣକ ହେଲେ ପାଟପୁର ଥାନା ପୋଡ଼ା ମାର



ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ

Kiran Behera | ରାଜନୀତି | ଗଞ୍ଜାମ | 5952 | Read...

ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକରେ ରହିଥିବା ଠିକାଦାର ସଂଘ ପକ୍ଷରୁ ଗୁରୁବାର ଦିନ ଏକ ପରିବର୍ଦ୍ଧିତ ଆଲୋଚନା ସଭା ତଥା ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ ଚିକିଟି ମୁଖ୍ୟରାସ୍ତାରେ ଥିବା ଗୁପ୍ତେଶ୍ୱର ଶୈବପୀଠରେ ଅନୁଷ୍ଠିତ ହୋ



ପଦ୍ମନାଭପୁରରେ ପଞ୍ଚାୟତିରାଜ ଦିବସ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 5951 | Read...

ପଦ୍ମନାଭପୁରରେ ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଆୟୋଜ



ଦିଗପହଣ୍ଡିରେ ବିଜୁ ଜୟନ୍ତୀ ଓ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

Kiran Behera | ବିଶେଷ | ଗଞ୍ଜାମ | 5950 | Read...

ଦିଗପହଣ୍ଡିରେ ବିଜୁ ଜୟନ୍ତୀ ଓ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଡାହଡ ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ତରଫରୁ ଗୁରୁବାର ଦିନ ପ୍ରବାଦ ପୁରଷ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଏବଂ ବ୍ଲକସ୍ତରୀୟ ପଂଞ୍ଚାୟତିରାଜ ଦ



ଗଞ୍ଜାମରେ ପାଇଲଟ ପ୍ରୋଜେକ୍ଟ ଜରିଆରେ ଚାଲିଛି ରାତିରେ ସଫେଇ କାର୍ଯ୍ୟକ୍ରମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5949 | Read...

ଗଞ୍ଜାମରେ ପାଇଲଟ ପ୍ରୋଜେକ୍ଟ ଜରିଆରେ ଚାଲିଛି ରାତିରେ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରକୁ ସ୍ୱଚ୍ଛ ସୁନ୍ଦର କରି ଗଢି ତୋଳିବା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଥିବାବେଳେ ଜିଲ୍ଲା ପ୍ରଶାସନ ପୁଣି ପାଇଲଟ ପ୍ରୋଜେକ୍ଟ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିଛି । ଜିଲ୍ଲା ପ୍ରଶାସନର



ଦକ୍ଷିଣାଞ୍ଚଳର ୫ ପରୀକ୍ଷା କେନ୍ଦ୍ରରେ କପି କରି ୭ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌

Swadhina Kumar Sahu | ଶିକ୍ଷା | ଗଞ୍ଜାମ | 5948 | Read...

ଦକ୍ଷିଣାଞ୍ଚଳର ୫ ପରୀକ୍ଷା କେନ୍ଦ୍ରରେ କପି କରି ୭ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ +୨ ପରୀକ୍ଷାର ପ୍ରଥମ ଦିନ ମଙ୍ଗବାଳରେ ବିଜ୍ଞାନ ବିଭାଗ ଓ ଦ୍ୱିତୀୟ ଦିନ ବୁଧବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡିଆ ଏବଂ ବିକଳ୍ପ ଇଂଲିଶ ପରୀକ୍ଷା ହୋଇଥିଲା । ଏଥ



ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ

BHAGYAPRABHA NEWS | ବିଶେଷ | | 5947 | Read...

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ

ରାତି ପାହିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ । ମାର୍ଚ୍ଚ ୫ ତଥା ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜ୍ୟର ସମସ୍ତ ବ୍ଲକ, ନିର୍ବାଚନମଣ୍ଡଳୀରୁ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍



ବଲାଙ୍ଗୀର ହକି ଦଳ ସମ୍ବର୍ଦ୍ଧିତ

Gupteswar Prusty | ଖେଳ | ବଲାଙ୍ଗୀର | 5946 | Read...

ବଲାଙ୍ଗୀର ହକି ଦଳ ସମ୍ବର୍ଦ୍ଧିତ

ସମ୍ବଲପୁର ଠାରେ ଅନୁଷ୍ଠିତ ଏକ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବଲାଙ୍ଗିର ହକି ଦଳର ଟିମ ମ୍ୟାନେଜର ରାମ ଶଙ୍କର ଶତପଥିଙ୍କ ନେତୃତ୍ୱରେ କ୍ୟାପଟେନ ଅଜାମ୍ବରଙ୍କ ସହ ୨୦ ଜଣୀଆ ହକି ଦଳ ଯୋଗଦାନ କରିଥିଲେ । ପ୍ରଥମ



ଆଜିଠାରୁ 'ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ' ବଣ୍ଟନ

BHAGYAPRABHA NEWS | ଓଡ଼ିଶା | | 5945 | Read...

ଆଜିଠାରୁ 'ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ' ବଣ୍ଟନ

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସଠାରୁ ପକ୍କାଘର ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ 'ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ' ବଣ୍ଟନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବ



ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ବିପୋକ୍ଷ

Gupteswar Prusty | ଓଡ଼ିଶା | ବଲାଙ୍ଗୀର | 5944 | Read...

ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ବିପୋକ୍ଷ

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଘୁନା ପଂଚାୟତ କମିଟି ତରଫରୁ ଗୁଡଭେଲା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଦ ମାଦକ ଦ୍ରବ୍ୟ ସମ୍ପୁର୍ଣ୍ଣ ବନ୍



ବିଜୁ ବାବଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 5943 | Read...

ବିଜୁ ବାବଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ  ମୋଦୀ

ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ନିଜ ଟ୍ୱିଟ୍‌ ହ