ଖବର ସଂଗ୍ରହ

.



ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ଅନୁଷ୍ଠିତ

BHAGYAPRABHA NEWS | ଓଡ଼ିଶା | ପୁରୀ | 5370 | Read...

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ଅନୁଷ୍ଠିତ

ଆଜି ପୌଷ ପୂର୍ଣ୍ଣମା ଅବସରରେ ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ଅନୁଷ୍ଠିତ ହୋଇଯାଇଛି । ଆଜି ଶ୍ରୀଜିଉଙ୍କ ସୁନାବେଶ ମଧ୍ୟ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଏହି ଦିନ ପ୍ରଭୁ ରାମଚନ୍ଦ୍



ବଗରଡରେ ଆଜି ଧନୁଯାତ୍ରାର ଶେଷ ଦିନ

Srabani Nayak | ଓଡ଼ିଶା | ବରଗଡ଼ | 5369 | Read...

ବଗରଡରେ ଆଜି ଧନୁଯାତ୍ରାର ଶେଷ ଦିନ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶେଷ ଦିନ। ୧୧ ଦିନ ଧରି ଆୟୋଜନ ହେବା ପରେ ଶୁକ୍ରବାର ଏହି ଯାତ୍ରା ଶେଷ ହେବ।ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଧନୁଯାତ୍ରା ୧୧ଦିନ ଧରି ଆୟୋଜନ ହୋଇଥାଏ। ଏହି ସମୟର



ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

BHAGYAPRABHA NEWS | ଦେଶଦୁନିଆ | | 5368 | Read...

ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁପ୍ରିୟୋ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କରିଛନ୍ତି । ଶ୍



ବ୍ରହ୍ମପୁର ବାଳାଶ୍ରମରେ ରାଜ୍ୟ ଟିମ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5367 | Read...

ବ୍ରହ୍ମପୁର ବାଳାଶ୍ରମରେ ରାଜ୍ୟ ଟିମ

ବ୍ରହ୍ମପୁର ବାଳାଶ୍ରମରୁ ନାବାଳିକା ଫେରାର ଘଟଣାର ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ଆସି ପହଞ୍ଚିଛି ରାଜ୍ୟ ଟିମ । ରାଜ୍ୟ ଶିଶୁ ଶୁରକ୍ଷା କମିଟିର ମୁଖ୍ୟ କୁଏରା ସୁଲତାନା ବେଗମଙ୍କ ଅଧକ୍ଷତାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକା



ଇଏସଆଇ ହସ୍ପିଟାଲକୁ ଜମି ପ୍ରଦାନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ

BHAGYAPRABHA NEWS | ଓଡ଼ିଶା | ଯାଜପୁର | 5366 | Read...

ଇଏସଆଇ ହସ୍ପିଟାଲକୁ ଜମି ପ୍ରଦାନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ

ଇଏସଆଇ ହସ୍ପିଟାଲକୁ ଜମି ପ୍ରଦାନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ । ପ୍ରସ୍ତାବିତ ବୈଠକରେ କଳିଙ୍ଗ ନଗର ଇଏସଆଇ ହସ୍ପିଟାଲ ପାଇଁ ଜମି ପ୍ରଦାନ ପାଇଁ ଅନୁମୋଦନ କରାଯାଇଛି । ସପ୍ତାହକ ମଧ୍ୟରେ ପ୍ରଦାନ କରିବାକୁ ଯାଜପୁର ଜିଲ୍ଲା



ଦାମୀ ଗାଡିରେ ଆସି ଛେଳି ଚୋରୀ କଲେ ଦୁର୍ବୁତ୍ତ

Swadhina Kumar Sahu | ଅପରାଧ | ଗଞ୍ଜାମ | 5365 | Read...

ଦାମୀ ଗାଡିରେ ଆସି ଛେଳି ଚୋରୀ କଲେ ଦୁର୍ବୁତ୍ତ

ଦାମୀ ଗାଡିରେ ଆସି ଛେଳି ଚୋରୀ କଲେ ଦୁର୍ବୁତ୍ତ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ । ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ, ବଡଗାଁରେ ରହୁଥିବା ଉଦୟ ଗଉଡ ନାମକ ଜଣେ ଗୋପାଳକଙ୍କ ଗୁହାଳରୁ ୬୦



ଧଳା ବାଘୁଣୀ ସ୍ନେହା ଜନ୍ମ ଦେଲା ଦୁଇଟି ଶାବକ

BHAGYAPRABHA NEWS | ଓଡ଼ିଶା | | 5364 | Read...

 ଧଳା ବାଘୁଣୀ ସ୍ନେହା ଜନ୍ମ ଦେଲା ଦୁଇଟି ଶାବକ

ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଦୁଇ ଜଣ ନୂଆ ଅତିଥି ଆସିଛନ୍ତି। ଗୁରୁବାର ଭୋର ସମୟରେ ଧଳା ବାଘୁଣୀ ସ୍ନେହା ଠାରୁ ୨ଟି ବାଘଛୁଆଙ୍କ ଜନ୍ମ ହୋଇଛି। ୨ଟି ବାଘ ଛୁଆଙ୍କ ଜନ୍ମପରେ ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍



ଆସନ୍ତାକାଲି ବ୍ରହ୍ମପୁର ଆସିବେ ବାବୁଲ ସୁପ୍ରିୟୋ

BHAGYAPRABHA NEWS | ଦେଶଦୁନିଆ | ଗଞ୍ଜାମ | 5363 | Read...

ଆସନ୍ତାକାଲି ବ୍ରହ୍ମପୁର ଆସିବେ  ବାବୁଲ ସୁପ୍ରିୟୋ

ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ଏବେ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଗି



ପ୍ଲାଷ୍ଟିକ୍ ବ୍ୟବହାର ନେଇ ନିର୍ବାଚନ କମିଶନଙ୍କୁ ନୋଟିସ୍

BHAGYAPRABHA NEWS | ଦେଶଦୁନିଆ | | 5362 | Read...

ପ୍ଲାଷ୍ଟିକ୍ ବ୍ୟବହାର ନେଇ  ନିର୍ବାଚନ କମିଶନଙ୍କୁ ନୋଟିସ୍

ନିର୍ବାଚନ ବେଳେ ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ବିଶେଷ କରି ନିର୍ବାଚନ ପ୍ରଚାର ସମୟରେ ପୋଷ୍ଟର ଓ ହୋଡିଂର ବ୍ୟବହାରକୁ ନଜରରେ ଦେଖି ଏନେଇ ଚାରି ସପ୍ତାହ



ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

BHAGYAPRABHA NEWS | ଅପରାଧ | ଭଦ୍ରକ | 5361 | Read...

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ ଗ୍ରାମ୍ୟ ଉନ୍ନୟମ ବିଭାଗ(୧)ର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କର ପ୍ରାୟ ୮ ଲକ୍ଷ ଟଙ୍କାର ବିଲ୍‌କୁ



ଆଜି ଠାରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା

BHAGYAPRABHA NEWS | ଓଡ଼ିଶା | | 5360 | Read...

ଆଜି ଠାରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା

ଆଜି ଠାରୁ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ନେଇ ଗୁରୁବାର ଜଣାପଡ଼ିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବ



ଜାନୁଆରୀ ୩୧ରୁ କ୍ୟାବିନେଟରେ ବଜେଟ ଅଧିବେଶନ

BHAGYAPRABHA NEWS | ରାଜନୀତି | | 5359 | Read...

ଜାନୁଆରୀ ୩୧ରୁ କ୍ୟାବିନେଟରେ ବଜେଟ ଅଧିବେଶନ

ଜାନୁଆରୀ ୩୧ରୁ ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟି ବଜେଟ ଅଧିବେଶନ ଆରମ୍ଭ କରିବାକୁ ଅନୁମୋଦନ ଦେଇଛି। ଜାନୁଆରୀ ୩୧ରୁ ଏପ୍ରିଲ ୩ମଧ୍ୟରେ ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଚଳାଇବାକୁ ଅନୁମୋଦନ ମିଳିଛି। ଫେବୃଆରୀ ୧ ତାରିଖ



ହାପି ବାର୍ଥ ଡେ ଫରହା ଖାଁ

BHAGYAPRABHA NEWS | ମନୋରଞ୍ଜନ | | 5358 | Read...

ହାପି ବାର୍ଥ ଡେ ଫରହା ଖାଁ

ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁଙ୍କର ଆଜି ୫୫ତମ ଜନ୍ମଦିନ । ସେ ୧୯୬୫ ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି



ସୋରଡ଼ାରେ ଗଞ୍ଜେଇ ଭର୍ତ୍ତି ଭ୍ୟାନ ଜବତ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 5357 | Read...

ସୋରଡ଼ାରେ ଗଞ୍ଜେଇ ଭର୍ତ୍ତି ଭ୍ୟାନ ଜବତ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ଅସୁରବନ୍ଧ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି ଭ୍ୟାନ ଜବତ ହେବା ସହ ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ଗୁରୁବାର ଜଣାପଡ଼ିଛି। ଗିରଫ ଦୁଇ ହେଲେ ବାଲିଗୁଡା ଥ



କୋଣାର୍କ ମନ୍ଦିରରେ ୫-ଟି ସଚିବ

BHAGYAPRABHA NEWS | ଓଡ଼ିଶା | ପୁରୀ | 5356 | Read...

କୋଣାର୍କ ମନ୍ଦିରରେ ୫-ଟି ସଚିବ

ପୁରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ପରେ ଆଜି 5-T ସଚିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଭୋର ୫ଟାରେ ସଚିବ ଭି କେ ପାଣ୍ଡିଆନ୍‌ କୋଣାର୍କ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱ ପର



ସାନଖେମୁଣ୍ଡି ଠିକାଦାର ସଂଘ ବୈଠକ

Kiran Behera | ଦେଶଦୁନିଆ | ଗଞ୍ଜାମ | 5355 | Read...

 ସାନଖେମୁଣ୍ଡି ଠିକାଦାର ସଂଘ ବୈଠକ

ଗଞ୍ଜାମ ଜିଲ୍ଲାସାନଖେମୁଣ୍ଡି ନିଖିଳ ଉକ୍ତଳ ଠିକାଦାର ସଂଘ ଓଡ଼ିଆ ଗଂଜାମ ଜିଲ୍ଲା ଶାଖାକୁ ଅନ୍ତର୍ଗତ ସାନଖେମୁଣ୍ଡି ଠିକାଦାର ସଂଘ ଏକ ଜରୁରୀ ବୈଠକ ଆଜି ବୁଧବାର ଦିନ ତପ୍ତପାଣି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଅଛି। ସାନଖେ



ଲୁଟର ଶିକାର ହୋଇଥିବା ଗୁରୁତର ମହିଳାଙ୍କୁ ଉଦ୍ଧାର କଲେ ବିଡ଼ିଓ

Kiran Behera | ଅପରାଧ | ଗଞ୍ଜାମ | 5354 | Read...

ଲୁଟର ଶିକାର ହୋଇଥିବା ଗୁରୁତର ମହିଳାଙ୍କୁ ଉଦ୍ଧାର କଲେ ବିଡ଼ିଓ

ପୋଲିସକୁ ଖାତିରି ନକରି ଦିନକୁ ଦିନ ଚୋରି , ଡକାୟତି ଭଳି ଅପରାଧ ଘଟାଇବାରେ ଲାଗିଛନ୍ତି ଦୁର୍ବୃତ୍ତ । ଏପରି ପରିସ୍ଥିତିରେ ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇଥିବା ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟ କେ



ବିବାଦ ଘେରରେ ଅକ୍ଷୟ କୁମାର

BHAGYAPRABHA NEWS | ମନୋରଞ୍ଜନ | | 5353 | Read...

ବିବାଦ ଘେରରେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍‌ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଅନ୍ୟପଟେ ଏକ ୱାଶିଂପାଉଡର୍‌ର ବିଜ୍ଞାପନ ପାଇଁ ସେ ଏ



୩୪ ତମ ଜନ୍ମଦିନ ପାଳିଲେ କେଜିଏଫ ଷ୍ଟାର ୟଶ

BHAGYAPRABHA NEWS | ମନୋରଞ୍ଜନ | | 5352 | Read...

୩୪ ତମ ଜନ୍ମଦିନ ପାଳିଲେ କେଜିଏଫ ଷ୍ଟାର ୟଶ

ଆଜି କେଜିଏଫ ଷ୍ଟାର ୟଶ ତାଙ୍କ ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସେଂଟାଲ ଟ୍ରେଡର ଏବଂ ବ୍ୟାଙ୍କ ୟୁନିୟନ ତରଫରୁ ଭାରତ ବନ୍ଦ ଘୋଷଣାର କୌଣସି ପ୍ରଭାବ ତାଙ୍କଫ୍ୟାନ୍ସ ମାନଙ୍କ ଉପରେ ପଡ଼ି ନାହିଁ ଏବଂ ସେମାନେ ୟଶଙ୍କୁ ଜନ୍ମଦିନ ଶ



ପିକନିକ ପାଇଁ ବାଳକୁମାରୀରେ ପର୍ଯ୍ୟଟକଙ୍କ ଭିଡ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5351 | Read...

ପିକନିକ ପାଇଁ ବାଳକୁମାରୀରେ ପର୍ଯ୍ୟଟକଙ୍କ ଭିଡ

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ବାଳକୁମାରୀ ଅନ୍ୟତମ ।ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକଠାରୁ ମାତ୍ର ଛଅ କିଲୋମିଟର ଜାତୀୟ ରାଜପଥରେ ଅତିକ୍ରମ କଲେ ମୁଖ୍ୟ ରାଜପଥ ରାସ୍ତାରୁ ମାତ୍ର ତିନି କିମି ଦୂରରେ ଦେଖିବାକୁ ମିଳ



ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ମାମଲାରେ ୬ ଗିରଫ

Kiran Behera | ଅପରାଧ | | 5350 | Read...

ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ମାମଲାରେ ୬ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବସଷ୍ଟାଣ୍ଡ ଠାରେ ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ପୋଲିସ ୬ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଦିଗପହ



ଧନୁଯାତ୍ରାର ନବମ ଦିନରେ ମଥୁରାରେ କୃଷ୍ଣବଳରାମଙ୍କ ପ୍ରବେଶ

Srabani Nayak | ଦେଶଦୁନିଆ | ବରଗଡ଼ | 5349 | Read...

ଧନୁଯାତ୍ରାର ନବମ ଦିନରେ ମଥୁରାରେ କୃଷ୍ଣବଳରାମଙ୍କ ପ୍ରବେଶ

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୯ମ ଦିନ । ଏହି ଅବସରରେ ଗୋପପୁରବାସୀ କୃଷ୍ଣବଳରାମଙ୍କୁ ମଥୁରାକୁ ବିଦାୟ ଦେଇ ଗୋପଗୋପୀମାନେ ବିଳାପ କରୁଥିବାବେଳେ ମଥୁରା ନଗରୀରେ କଂସର ଅତ୍ୟାଚାର , କୃଷ୍ଣ ବଳରାମଙ୍କ ମଥୁରା



ବୃକ୍ଷ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ସବୁଜ ବାହିନୀ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5348 | Read...

ବୃକ୍ଷ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା  ସବୁଜ ବାହିନୀ

ଗଞ୍ଜାମ ଜିଲ୍ଲା ପ୍ରଶାସନ ପିଲାଟିଏ ଗଛଟିଏ , ସବୁଜ ସୁନ୍ଦର ଆମ ବ୍ରହ୍ମପୁର କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟପଟେ ଉନ୍ନତିକରଣ ନାମରେ ଶତାଧିକ ବୃକ୍ଷ କାଟୁଛି, ବୃକ୍ଷ ସୁରକ୍ଷା କାର୍ଯ୍ୟକ୍ରମ ନାରାରେ ସୀମିତ ଥିବା ମନେ ହେଉଛ



ତେହେରାନ୍ ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୧୭୬ ଛୁଇଁ‌ଲା

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5347 | Read...

ତେହେରାନ୍ ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା  ୧୭୬ ଛୁଇଁ‌ଲା

ଇରାନର ରାଜଧାନୀ ତେହେରାନରେ ବିମାନ ଦୁର୍ଘଟଣା ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ସୁଚନାନୁସାରେ , ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ମୁ



ଦିଗପହଣ୍ଡିରେ ଭାରତବନ୍ଦ ର ଶାନ୍ତିପୂର୍ଣ୍ଣ ଧର୍ମଘଟ

Kiran Behera | ଓଡ଼ିଶା | ଗଞ୍ଜାମ | 5346 | Read...

ଦିଗପହଣ୍ଡିରେ ଭାରତବନ୍ଦ ର ଶାନ୍ତିପୂର୍ଣ୍ଣ ଧର୍ମଘଟ

ଗଞ୍ଜାମ ଜିଲ୍ଲାଦିଗପହଣ୍ଡିଠାରେକେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ନୀତି ବିରୋଧରେ ବିଭିନ୍ନ ଟ୍ରେଡ୍ ୟୁନିୟନ ଓ ଫେଡରେସନ ମାନଙ୍କ ଆହ୍ୱାନରେ ବୁଧବାର ସର୍ବଭାରତୀୟ ଧର୍ମଘଟ ଆନ୍ଦୋଳନ ହୋଇଯାଇଛି । ଦିଗପହଣ୍ଡ



ବ୍ରହ୍ମପୁର ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ

Srabani Nayak | ଓଡ଼ିଶା | ଗଞ୍ଜାମ | 5345 | Read...

ବ୍ରହ୍ମପୁର ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଆଜି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦେଇଛି ବନ୍ଦ ଡାକରା । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ବ୍ରହ୍ମପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ସହ



ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ବନ୍ଦ ଡାକରା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5344 | Read...

 ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ବନ୍ଦ ଡାକରା

୧୨ ଦଫା ଦାବୀ ନେଇ ସମଗ୍ର ଦେଶରେ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦ ଡାକରାରେ ବ୍ରହ୍ମପୁରର ଟ୍ରେଡ ୟୁନିୟନ ସଂଘର କର୍ମଚାରୀମାନେ ସାମିଲ ହୋଇଛନ୍ତି । ରସ୍ତାଘାଟ ସମେତ ରେଳରୋକ ହେବା ଯୋଗୁ ଟ



ଗଞ୍ଜାମ-କାଉଡ଼ିଆ ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

Kiran Behera | ଓଡ଼ିଶା | ଗଞ୍ଜାମ | 5343 | Read...

ଗଞ୍ଜାମ-କାଉଡ଼ିଆ ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତରେ ମିଶନ ଶକ୍ତି ବିଭାଗ ଦ୍ଵାରା ଧାନମଣ୍ଡି ଖୋଲାଯାଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ କଉଡ଼ିଆ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆତ୍ମ ସହାୟିକା



ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତିଙ୍କ ପିତାଙ୍କ ପରଲୋକ

Kiran Behera | ଓଡ଼ିଶା | ଗଞ୍ଜାମ | 5342 | Read...

ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତିଙ୍କ ପିତାଙ୍କ ପରଲୋକ

ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁଙ୍କ ପିତା ରାମଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧର୍ମ ପରାୟଣ ତଥା ବନ୍ଧୁ ବତ୍ସଳ ବ୍ୟକ୍ତିତ୍ୱ ହିସାବରେ ପର



କୋଟିନଡାରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ

Kiran Behera | ଅପରାଧ | ଗଞ୍ଜାମ | 5341 | Read...

କୋଟିନଡାରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୋଟିନଡା ଗ୍ରାମର ଆଡୁଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗ୍ରାମର ଅଙ୍ଗେତ ବେହେରା ନାମକ ଜଣେ ଯୁବକଙ୍କ ଦୁଇ ବଖରା ପୋଡି ପାଉଁଶ ହୋଇଯାଇଥିବା ଜଣ



ଦିବାରାତ୍ର ଫାଇନାଲ ମ୍ୟାଚରେ ଯୋଗଦେଲେ ବାଚସ୍ପତି : ବ୍ରହ୍ମପୁରକୁ ହରାଇ ପତାଣ୍ଡ ଚାମ୍ପିଅନ

Kiran Behera | ଖେଳ | ଗଞ୍ଜାମ | 5340 | Read...

 ଦିବାରାତ୍ର ଫାଇନାଲ ମ୍ୟାଚରେ ଯୋଗଦେଲେ ବାଚସ୍ପତି : ବ୍ରହ୍ମପୁରକୁ ହରାଇ ପତାଣ୍ଡ ଚାମ୍ପିଅନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ଦୀର୍ଘ ୧୫ ଦିନ ଧରି ଚାଲିଥିବା ମାଁ ବାଙ୍କେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦିବାରାତ୍ର ଫାଇନାଲ ମ୍ୟାଚ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଦିଗପହଣ୍ଡି ବ୍ଲ



ବେଆଇନ ବ୍ଲାଷ୍ଟିଂ ସାମଗ୍ରୀ ଜବତ ଜଣେ ଗିରଫ

BHAGYAPRABHA NEWS | ଅପରାଧ | ଗଞ୍ଜାମ | 5339 | Read...

ବେଆଇନ ବ୍ଲାଷ୍ଟିଂ ସାମଗ୍ରୀ ଜବତ ଜଣେ ଗିରଫ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗୁଡିଆଲି ନିକଟରେ ଚାଲିଥିବା ଏକ ପଥର କୂଆଁରୀ ଉପରେ ଚଢାଉ କରି ବେଆଇନ ଭାବରେ ଚାଲିଥିବା ବ୍ଲାଷ୍ଟି ସାମଗ୍ରୀ ଜବତ କରିଛନ୍ତି । ଏହି ଚଢାଉ ସମୟରେ ବେଆଇନ ଭା



ଅନ୍ଧବିଶ୍ୱାସର ବସବର୍ତ୍ତୀ ଆଠମଲ୍ଲିକ ବିଧାୟକ

BHAGYAPRABHA NEWS | ବିଶେଷ | ଅନୁଗୁଳ | 5338 | Read...

ଅନ୍ଧବିଶ୍ୱାସର ବସବର୍ତ୍ତୀ ଆଠମଲ୍ଲିକ ବିଧାୟକ

ସରକାର ଅନ୍ଧ ବିଶ୍ୱାସକୁ ଦୁରିଭୂତ କରିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ହାତକୁ ନେଉଥିବା ବେଳେ ଏହାର ବସବର୍ତି ହୋଇଛନ୍ତି ଖୋଦ ଶାସକ ଦଳର ବିଧାୟକ ରମେଶ ସାଏ । ସାମ୍ବ ଦଶମୀ ଅବସରରେ ଅନୁଗୁଲ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା



ନେହେରୁ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Swadhina Kumar Sahu | ଶିକ୍ଷା | ଗଞ୍ଜାମ | 5337 | Read...

ନେହେରୁ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଵ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ନେହେରୁ ନଗରସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମହାପାତ୍ର ମୁ



ନିର୍ଭୟା ଦୋଷୀଙ୍କୁ ଜାନୁଆରୀ ୨୨ରେ ଦିଆଯିବ ଫାଶୀ,ଜାରି ହେଲା ଡେଥ୍ ୱାରେଣ୍ଟ

BHAGYAPRABHA NEWS | ଦେଶଦୁନିଆ | | 5336 | Read...

ନିର୍ଭୟା ଦୋଷୀଙ୍କୁ ଜାନୁଆରୀ ୨୨ରେ ଦିଆଯିବ ଫାଶୀ,ଜାରି ହେଲା ଡେଥ୍ ୱାରେଣ୍ଟ

ନିର୍ଭୟା ମାମଲାର ଆଜି ଶୁଣାଣୀ ହୋଇଛି । ସେଥିରେ ସମସ୍ତ ଦୁଷର୍ମୀଙ୍କୁ ମୃତ୍ୟୁର ପରୱାନା ଜାରି ହୋଇଛି । ସେମାନଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ଏନେଇ ତିହାର ଜେଲର ଏଆଇଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନିର୍ଭୟ



ଗଞ୍ଜେଇ ସମେତ ଏକ ଗିରଫ

Gupteswar Prusty | ଅପରାଧ | ବଲାଙ୍ଗୀର | 5335 | Read...

ଗଞ୍ଜେଇ ସମେତ ଏକ ଗିରଫ

ଦିର୍ଘଦିନର ବ୍ୟବଧାନ ପରେ ବଲ୍ଲାଙ୍ଗୀର ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ଗଞ୍ଜେଇ ମାଫିଆ । ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରୁ ଜଣେ ଗଞ୍ଜେଇ ମାଫିଆଙ୍କ ନିକଟରୁ ସାତ କିଲୋଗ୍ରାମ ଗଞ୍ଜେି ଜବତ କରିବା ସହ ଉକ୍ତ ଯୁବକକୁ ଗି



ଜୀବନ୍ତ ଟିଫିନ ବୋମା ଠାବ

BHAGYAPRABHA NEWS | ଅପରାଧ | ନବରଙ୍ଗପୁର | 5334 | Read...

ଜୀବନ୍ତ ଟିଫିନ ବୋମା ଠାବ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ସରଗୁଲି ଗ୍ରାମ ନିକଟରୁ ରାସ୍ତା କଡରୁ ଦୁଇଟି ଜିବନ୍ତ ଟିଫିନ ବୋମା ଠାବ କରିଛି ପୋଲିସ । ଏହା ପରେ ପୋଲିସ ପକ୍ଷରୁ ବୋମା ନିଷ୍କ୍ରିୟ କାରୀ ଦଳକୁ ଡାକି ବୋମାକୁ ନିଷ୍କ୍ରିୟ କରିଥିଲେ



ଏମବିସି ଟିଭି ପକ୍ଷରୁ ବ୍ରହ୍ମପୁର ଠାରେ ସାରଳା ବିଶ୍ୱ ଭାଷା ପଦଯାତ୍ରା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5333 | Read...

ଏମବିସି ଟିଭି ପକ୍ଷରୁ ବ୍ରହ୍ମପୁର ଠାରେ ସାରଳା ବିଶ୍ୱ ଭାଷା ପଦଯାତ୍ରା

ବ୍ରହ୍ମପୁର ଠାରେ ଏମବିସି ଟିଭି ପକ୍ଷରୁ ସାରଳା ବିଶ୍ୱ ଭାଷା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜିପୁର ସନ୍ତୋଷୀ ମା ମନ୍ଦିର ନିକଟରୁ ସହରର ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏକ ପଦଯାତ୍ରା ବାହାରି ଖଲ



ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

BHAGYAPRABHA NEWS | ଓଡ଼ିଶା | ଗଞ୍ଜାମ | 5332 | Read...

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁରରେ ୨୧ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉପଜିଲ୍ଲାପାଳ ବ୍ରହ୍ମପୁର ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅଧ୍ୟକ୍ଷ



ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

Kiran Behera | ଓଡ଼ିଶା | ଗଞ୍ଜାମ | 5331 | Read...

ସିଦ୍ଧେଶ୍ବର ଓ ବାସୁଦେବପୁରରେ ଜବରଦଖଲ ଉଚ୍ଛେଦ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ଓ ବାସୁଦେବପୁର ରାଜସ୍ବ ନିରୀକ୍ଷକ ସର୍କଲରେ ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିଥିବାବେଳେ ସୋମବାର ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଦ୍ବାରା ଜବରଦଖ



ବଡଖେମୁଣ୍ଡି ରାଜାଙ୍କ ଅନ୍ତିମସଂସ୍କାର

Kiran Behera | ଓଡ଼ିଶା | ଗଞ୍ଜାମ | 5330 | Read...

ବଡଖେମୁଣ୍ଡି ରାଜାଙ୍କ ଅନ୍ତିମସଂସ୍କାର

ବଡଖେମୁଣ୍ଡି ରାଜା ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ରବିବାର ସଂନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ବଙ୍ଗଳାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିବାବେଳେ ରାଜାଙ୍କ ମୃତ୍ୟୁ ଖବର ପାଇ ବ୍ରହ୍ମପୁର ସମେତ ଦିଗ