ଖବର ସଂଗ୍ରହ

.



ରକ୍ତଦାନ ଶିବିରରେ ଅତିଥି ପାଲଟିଲେ ରକ୍ତଦାତା

Kiran Behera | ଓଡ଼ିଶା | ଗଞ୍ଜାମ | 5267 | Read...

ରକ୍ତଦାନ ଶିବିରରେ ଅତିଥି ପାଲଟିଲେ ରକ୍ତଦାତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅନଙ୍ଗପୁର ଗ୍ରାମରେ ଓମ୍ ଶିରିଡ଼ି ସାଇ ପରିବାର ପକ୍ଷରୁ ନୂତନ ବର୍ଷ ଅବସରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଦିଗପହଣ୍ଡି ମେଡିକାଲ



୨୪ ତମ ଜିଲ୍ଲାସ୍ତରୀୟ ନିରାକାରୀ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ

Kiran Behera | ଓଡ଼ିଶା | ଗଞ୍ଜାମ | 5266 | Read...

୨୪ ତମ ଜିଲ୍ଲାସ୍ତରୀୟ ନିରାକାରୀ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚାଙ୍ଗୁଡିଦେବୀ ପାହାଡ ନିକଟରେ ସନ୍ଥ ନିରାକାରୀ ମିଶନ ପକ୍ଷରୁ ୨୪ ତମ ଜିଲ୍ଲାସ୍ତରୀୟ ନିରାକାରୀ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ କମିଟିର ଆବାହକ ଏନ୍ . ରଘୁନାଥଙ୍କ ସଂଯୋଜନା



ଆହତ ଛାତ୍ରୀଙ୍କ ପରିବାରକୁ ଗୁରୁ କଲ୍ୟାଣ ପାଣ୍ଠିରୁ ସହାୟତା

Kiran Behera | ବିଶେଷ | ଗଞ୍ଜାମ | 5265 | Read...

ଆହତ ଛାତ୍ରୀଙ୍କ ପରିବାରକୁ ଗୁରୁ କଲ୍ୟାଣ ପାଣ୍ଠିରୁ ସହାୟତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ଆରତୀ ବାଡତ୍ଯା ଗତ ୨୦ ଦିନ ତଳେ ବିଦ୍ୟାଳୟରୁ ନିଜ ବାପାଙ୍କ ସହ ଘରକୁ ଫେରୁଥିବା ସମୟରେ ବାଇକ ଦୁର୍ଘଟଣାରେ ଗୁରୁତର ଆ



ପଦ୍ମନାଭପୁରରେ ସତରଞ୍ଜି ବୈଠକ ଅନୁଷ୍ଠିତ

Kiran Behera | ଓଡ଼ିଶା | ଗଞ୍ଜାମ | 5264 | Read...

ପଦ୍ମନାଭପୁରରେ ସତରଞ୍ଜି ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭପୁରରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ସତରଞ୍ଜି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦିଗପହଣ୍ଡି ବ୍ଲକ ଉ



ନବ ବର୍ଷକୁ ନିଆରା ଢଙ୍ଗରେ ପାଳିଲେ ବ୍ରହ୍ମପୁର ବିଧାୟକ

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5263 | Read...

ନବ ବର୍ଷକୁ ନିଆରା ଢଙ୍ଗରେ ପାଳିଲେ ବ୍ରହ୍ମପୁର ବିଧାୟକ

ନବବର୍ଷ ଅବସରରେ ବ୍ରହ୍ମପୁରକୁ ସରସ ସୁନ୍ଦର କରି ଗଢି ତୋଲିବାର ସଂକଳ୍ପ ନେବା ସହ ନଗରବାସୀଙ୍କୁ ୧ ହଜାର ଚାରା ବାଣ୍ଟିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ବୃକ୍ଷ ରୋପଣ ମାଧ୍ୟମରେ ପରିବେଶକୁ ସୁରକ୍ଷିତ ରଖିବା ସହ ପ୍ପାର



ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦାମବାବୁଙ୍କ ଶୁଭେଚ୍ଛା

BHAGYAPRABHA NEWS | ଓଡ଼ିଶା | | 5262 | Read...

ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦାମବାବୁଙ୍କ ଶୁଭେଚ୍ଛା

ନୂତନବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ଦାମୋଦର ରାଉତ ଶୁଭେଚ୍ଛା ଜଣାଇଛନ୍ତି। ସେ ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ, ଅଧିକ ସଫଳତା ହାସଲ କରନ୍ତୁ ବୋଲି ଦାମ କହିଛନ୍ତି।ଏହି ଅବସ



ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ସହାୟତ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Gupteswar Prusty | ଶିକ୍ଷା | ବଲାଙ୍ଗୀର | 5261 | Read...

ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ସହାୟତ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀରର ତଥା ପଶ୍ଚିମ ଓଡିଶାର ସର୍ବ ପୁରାତନ ମହା ବିଦ୍ୟାଳୟ ଭାବରେ ପରିଗଣିତ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବିଲି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜ



ଲୋକସେବା ପରିଷଦ ପକ୍ଷରୁ ବ୍ଳକସ୍ତରୀୟ କୀର୍ତ୍ତନ ସମ୍ମିଳନୀ

Kiran Behera | ଓଡ଼ିଶା | ଗଞ୍ଜାମ | 5260 | Read...

ଲୋକସେବା ପରିଷଦ ପକ୍ଷରୁ ବ୍ଳକସ୍ତରୀୟ କୀର୍ତ୍ତନ ସମ୍ମିଳନୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଚନ୍ଦ୍ରଚୁଡେଶ୍ବର ମନ୍ଦିର ପରିସରରେ ମଙ୍ଗଳବାର ସ୍ଥାନୀୟ ଲୋକସେବା ପରିଷଦ ଅନୁଷ୍ଠାନ ପକ୍ଷରୁ ଗଞ୍ଜାମ ବ୍ଳକସ୍ତରୀୟ କୀର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ପରିଷଦର ସମ୍



ଅନ୍ତଗୃହ ବୃକ୍ଷ ରୋପଣ ନିମନ୍ତେ ସାଇକେଲରେ ସହର ପରିକ୍ରମା କରି ସଚେତନତା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 5259 | Read...

ଅନ୍ତଗୃହ ବୃକ୍ଷ ରୋପଣ ନିମନ୍ତେ ସାଇକେଲରେ ସହର ପରିକ୍ରମା କରି ସଚେତନତା

ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଅଭିନବ ଢଙ୍ଗରେ ନବ ବର୍ଷକୁ ପାଳିତ କରାଯାଇଛି । ପୂର୍ବରୁ ସବୁଜ ବାହିନୀ ତରଫରୁ ବିଭିନ୍ନ ସ୍ଥାନରେ ରାସ୍ତାକଡ,ଷ୍ଟାଡୀୟମ,ମେଡିକାଲ ପରିସର ହେଉ କିମ୍ବା ପାହାଡ ପର୍ବତ ହେଉ ସବୁଠି ବାହ୍ୟ ବୃକ୍



ବାଲୁକା ଶିଳ୍ପ ମାଧ୍ୟମରେ ନବବର୍ଷର ସ୍ବାଗତ ଜଣାଇଲେ ସୁଦର୍ଶନ

BHAGYAPRABHA NEWS | ଓଡ଼ିଶା | ପୁରୀ | 5258 | Read...

ବାଲୁକା ଶିଳ୍ପ ମାଧ୍ୟମରେ ନବବର୍ଷର ସ୍ବାଗତ ଜଣାଇଲେ ସୁଦର୍ଶନ

ନୂଆବର୍ଷର ଆଗମନରେ ସବୁଆଡ଼େ ଖୁସିର ମାହୋଲ । ୨୦୧୯କୁ ବିଦାୟ ଦେଇ ୨୦୨୦କୁ ସ୍ୱାଗତ କରାଯାଉଛି । ପୂରୁଣା ବର୍ଷରେ କିଛି କରିବାକୁ ଚାହିଁ ବିଫଳ ହୋଇଥିବା ବ୍ୟକ୍ତି ୨୦୨୦ରେ ପୂରା ଜୁସ୍‌ରେ ସଫଳତା ପାଇବା ପାଇଁ ଲାଗିପଡ଼ିବେ ବେ



ନବବର୍ଷରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

BHAGYAPRABHA NEWS | ଦେଶଦୁନିଆ | | 5257 | Read...

ନବବର୍ଷରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

୨୦୧୯କୁ ବିଦାୟ ଦେଇ ଆଗମନ କରିଛି ୨୦୨୦ । ନୂଆବର୍ଷ ୨୦୨୦କୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ଦେଶବାସୀ ।ଏନେଇ ନେଇ ସବୁଆଡ଼େ ଉତ୍ସବ ଓ ଉତ୍ସାହର ପରିବେଶ । ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଏହି ନବବର୍ଷ



ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

BHAGYAPRABHA NEWS | ଓଡ଼ିଶା | ପୁରୀ | 5256 | Read...

ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ

ନବବର୍ଷ ଅବସରରେ ଆଜି ଶ୍ରୀକ୍ଷେତ୍ରର ଚାରିଆଡ଼େ ଲୋକାରଣ୍ୟ ଥିବାବେଳେ ପୂର୍ବଦିନ ରାତି ଗୋଟାଏରେ ଶ୍ରୀମନ୍ଦିର କବାଟଗୁଡ଼ିକ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାତି ପାହିଲ



ନୂଆ ବର୍ଷ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

BHAGYAPRABHA NEWS | ଓଡ଼ିଶା | | 5255 | Read...

ନୂଆ ବର୍ଷ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନୂଆବର୍ଷ ପାଳନ । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ ।ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍



ନୂଆ ବର୍ଷ ପାଳିବେନି ମୁଖ୍ୟମୁନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 5254 | Read...

ନୂଆ ବର୍ଷ ପାଳିବେନି ମୁଖ୍ୟମୁନ୍ତ୍ରୀ

ପ୍ରତିବର୍ଷ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଶଂସକ ଏକ ଶୁଭେଚ୍ଛା ଭେଟି ଅଭିନନ୍ଦନ ଜଣାଇଥାନ୍ତି। ନବୀନ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କିନ୍ତୁ ଚଳିତଥର ମୁଖ୍ୟମନ୍ତ୍ରୀ ନୂଆବର୍



ଦିଗପହଣ୍ଡିରେ ଅଗ୍ରଣୀ ମହାସଂଘ ପକ୍ଷରୁ ମିଳିତ ସମୂହ ସଫେଇ ଅଭିଯାନ

Kiran Behera | ବିଶେଷ | ଗଞ୍ଜାମ | 5253 | Read...

ଦିଗପହଣ୍ଡିରେ ଅଗ୍ରଣୀ ମହାସଂଘ ପକ୍ଷରୁ ମିଳିତ ସମୂହ ସଫେଇ ଅଭିଯାନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ଅଗ୍ରଣୀ ମହାସଂଘ ପକ୍ଷରୁ ସୋମବାର ଦିନ ଏକ ମିଳିତ ସମୂହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀ



ପାଟପୁର କଲେଜରେ ବିଭିନ୍ନ ବିଭାଗର ମେଗା ପାଠଚକ୍ର ଅନୁଷ୍ଠିତ

Kiran Behera | ଶିକ୍ଷା | ଗଞ୍ଜାମ | 5252 | Read...

ପାଟପୁର  କଲେଜରେ ବିଭିନ୍ନ ବିଭାଗର ମେଗା ପାଠଚକ୍ର ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନରେ ଥିବା ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ସାହିତ୍ୟ , ଅର୍ଥନୀତି , ଇତିହାସ , ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମେଗା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ



ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Gupteswar Prusty | ଶିକ୍ଷା | ବଲାଙ୍ଗୀର | 5251 | Read...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗୀର ତଥା ପଶ୍ଚିମ ଓଡିଶାର ସର୍ବ ପୁରାତନ ମହାବିଦ୍ୟାଳୟ ଭାବରେ ପରିଗଣିତ ହେଉଥିବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୁର୍ତ୍ତି ଅବସରରେ ଗତ ପାଞ୍ଚ ଦିନ ଧରି ଚାଲୁରହିଥିବା ପ୍ଲାଟିନମ ଜୁବଲିର ଉଦଜାପନି ଉତ୍ସବରେ



ରାଜ୍ୟସଭା ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ

BHAGYAPRABHA NEWS | ଦେଶଦୁନିଆ | | 5250 | Read...

 ରାଜ୍ୟସଭା ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ବାମୀଙ୍କର ଆଜି ପରଲୋକ ହୋଇଛି । ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତ ଏ.ଭି ସ୍ୱାମୀ



ବିଭିନ୍ନ ଜିଲ୍ଲାର କାର୍ଯ୍ୟକ୍ରମ ତଦାରଖ କରବେ ସଚିବ

BHAGYAPRABHA NEWS | ଓଡ଼ିଶା | | 5249 | Read...

ବିଭିନ୍ନ ଜିଲ୍ଲାର କାର୍ଯ୍ୟକ୍ରମ ତଦାରଖ କରବେ ସଚିବ

ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ଏବଂ ଲୋକ କଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟକାରୀତାର ତଦାରଖ କରିବା ପାଇଁ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି ।ଏସମ୍



ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ

Srabani Nayak | ଓଡ଼ିଶା | ଖୋର୍ଦ୍ଧା | 5248 | Read...

ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ

ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଯାଇଛି । ଏହା ପଶୁ ପ୍ରେମୀମାନଙ୍କ ମନରେ ଆଘାତ ଦେଇଛି । ଚଳିତ ବର୍ଷ ମୃତ୍ୟୁ ଯେଭଳି ନନ୍ଦନକାନନର ପିଛା ଛାଡୁନି । ୧୪ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଏହି କଲରାପତରିଆ ବାଘଟି ଚନ



ଅବସର ନେଲେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ

BHAGYAPRABHA NEWS | ଦେଶଦୁନିଆ | | 5247 | Read...

ଅବସର ନେଲେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ

ଆଜି ୩ ବର୍ଷର କାର୍ଯ୍ୟକାଳ ସାରି ନିଜ ପଦରୁ ଅବସର ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍‌ ।ଏହି ଅବସରରେ ଭାରତୀୟ ସେନାର ସମର୍ଥନ ଓ ସହଯୋଗ ପାଇଁ ନିଜର କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି, 'ଆଜି ମୁଁ ସେନାଧ୍ୟକ



ମା'ତାରିଣୀଙ୍କ ପୀଠ ପରିଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | କେନ୍ଦୁଝର | 5246 | Read...

 ମା'ତାରିଣୀଙ୍କ ପୀଠ ପରିଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଆରାଧ୍ୟ ଦେବୀ ମା'ତାରିଣୀଙ୍କ ପୀଠ ଘଟଗାଁକୁ ଆସି ମା'ଙ୍କର ଦର୍ଶନ କରିଛନ୍ତି ।ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫୦ମିନିଟରେ ଛତିଶଗଡ଼ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଘଟଗାଁ ମିନି ଷ୍ଟ



ଆରମ୍ଭ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା

Gupteswar Prusty | ଓଡ଼ିଶା | ବଲାଙ୍ଗୀର | 5245 | Read...

 ଆରମ୍ଭ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର ଜିଲ୍ଲା ମହୋତ୍ସବ ପାଇଁ ଦୁଲୁକିଲା ଶୁଲିଆ ପୀଠ । ପ୍ରଥମ ଥର ପାଇଁ ଆଦିବାସୀ କଳା, ସଂସ୍କୃତିକୁ ବଜାୟ ରଖିବାକୁ ଆରମ୍ଭ ହୋଇଛି ଶୁଲିଆ ମହୋତ୍ସବ । ଶହ ଶହ ପଶୁ, ପକ୍ଷୀଙ୍କ ବଳିରେ ସାନଖଳା ଓ ବଡଖଳା ରକ୍ତ ରଞ୍ଜିତ ହେବ



ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

BHAGYAPRABHA NEWS | ଅପରାଧ | କଳାହାଣ୍ଡି | 5244 | Read...

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହର ପ୍ରସାଦ ଆଚାର୍ଯ୍ୟଙ୍କ ଭାବନୀପାଟଣାରେ ଥିବା ଘର ଓ ଅଫିସ୍‌ରେ ଚଢାଉ କରାଯାଇଛି । ଭବାନୀପାଟଣା ରାମନଗର



୭୭ବର୍ଷ ବୟସରେ ସୋନି ମେହେତାଙ୍କ ପରଲୋକ

BHAGYAPRABHA NEWS | ଓଡ଼ିଶା | | 5243 | Read...

୭୭ବର୍ଷ ବୟସରେ ସୋନି ମେହେତାଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନି ମେହେତାଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୋନି ମେହେତାଙ୍କ ଗତକାଲି ଅର୍ଥାତ୍ ଡିସେମ୍ବର ୩୦ ତାରିଖରେ ପରଲୋକ ଘଟିଛି । ତାଙ୍କର ଜନ୍ମ ୧୯୪୨ ମସିହାରେ ହୋଇଥିବ



ନୂଆ ବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

BHAGYAPRABHA NEWS | ଓଡ଼ିଶା | ପୁରୀ | 5242 | Read...

ନୂଆ ବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ନୂଆବର୍ଷକୁ ଆଉ କେଇ ଘଣ୍ଟା ବାକି ଅଛି। ନୂତନବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତମାନଙ୍କ ଭିଡ଼ ଜମିଲାଣି। ଏହାସହ ନୂଆବର୍ଷ ଦିନ ରାତି ୧ଟାରୁ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶା



ଆଜିଠୁ ଆରମ୍ଭ ହେଲା ଧନୁଯାତ୍ରା ମହୋତ୍ସବ

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 5241 | Read...

ଆଜିଠୁ ଆରମ୍ଭ ହେଲା ଧନୁଯାତ୍ରା ମହୋତ୍ସବ

ଆଜି ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି । ଉଭୟେ ମଥୁରା ଏବଂ ଗୋପପୁର ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ମଥୁରା ନଗରୀରେ କଂ



ମୋଦିଙ୍କ କ୍ୟାମ୍ପେନ ଆରମ୍ଭ

BHAGYAPRABHA NEWS | ଦେଶଦୁନିଆ | | 5240 | Read...

ମୋଦିଙ୍କ କ୍ୟାମ୍ପେନ ଆରମ୍ଭ

ମୋଦିଙ୍କ କ୍ୟାମ୍ପେନ ଆରମ୍ଭ । ଦେଶରେ ଜାରି ରହିଥିବା ହିଂସା ଓ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରି ଏକ କ୍ୟାମ୍ପେନ ଆରମ୍ଭ କରିଥିବା ସୂଚନା ମିଳିଛି । ଇଣ୍ଡିଆ,ସପର୍ଟସ,ସିଏଏ ହାଚଟ୍ୟାଗ୍ ପ୍ରୟୋଗ



ହାଡ଼ଭଙ୍ଗା ଶୀତରେ ଥରୁଛି ଦିଗପହଣ୍ଡି ସହର ଓ ଗ୍ରାମାଞ୍ଚଳ

Kiran Behera | ଓଡ଼ିଶା | ଗଞ୍ଜାମ | 5239 | Read...

ହାଡ଼ଭଙ୍ଗା ଶୀତରେ ଥରୁଛି ଦିଗପହଣ୍ଡି ସହର ଓ ଗ୍ରାମାଞ୍ଚଳ

ସାରା ଓଡ଼ିଶା ଏବେ ଜାଡ଼ରେ ଥରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଓ ପାହାଡିଆ ନିକଟବର୍ତ୍ତୀ ଗ୍ରାମରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ଗତ ଦୁଇ



ଘୋଡାହଡ ନଦୀଗଣ୍ଡରେ ବୁଡି ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

Kiran Behera | ଓଡ଼ିଶା | ଗଞ୍ଜାମ | 5238 | Read...

ଘୋଡାହଡ ନଦୀଗଣ୍ଡରେ ବୁଡି ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ କଇଠଖଣ୍ଡି ପଞ୍ଚାୟତ ନୁଆଗଡ ଗ୍ରାମ ପାର୍ଶ୍ବରେ ଥିବା ଘୋଡାହଡ ନଦୀଗଣ୍ଡରେ ବୁଡି ସୋମବାର ଦିନ ଜଣେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ



ପ୍ରାଦେଶିକ ଶିଶୁବାଟିକା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Kiran Behera | ଶିକ୍ଷା | ଗଞ୍ଜାମ | 5237 | Read...

ପ୍ରାଦେଶିକ ଶିଶୁବାଟିକା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସ୍ଥାନୀୟ ସରସ୍ୱତୀ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୀର୍ଘ ଏକମାସ ଧରି ଚାଲିଥିବା ପ୍ରାଦେଶିକ ସ୍ତରୀୟ ଶିଶୁବାଟିକା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସୋମ



ଲୋକସେବା ପରିଷଦ ପକ୍ଷରୁ ଜିଲାସ୍ତରୀୟ ଲେଖକ ସମ୍ମିଳନୀ

Kiran Behera | ଓଡ଼ିଶା | ଗଞ୍ଜାମ | 5236 | Read...

ଲୋକସେବା ପରିଷଦ ପକ୍ଷରୁ ଜିଲାସ୍ତରୀୟ ଲେଖକ ସମ୍ମିଳନୀ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ଚନ୍ଦ୍ରଚୁଡେଶ୍ବର ମନ୍ଦିର ପରିସରରେ ରବିବାର ସ୍ଥାନୀୟ ଲୋକସେବା ପରିଷଦ ଅନୁଷ୍ଠାନ ପକ୍ଷରୁ ଗଞ୍ଜାମ ଜିଲାସ୍ତରୀୟ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସମ୍ପାଦକ କୁରେଶୁ ପଣ୍



ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ

BHAGYAPRABHA NEWS | ଅପରାଧ | ନବରଙ୍ଗପୁର | 5235 | Read...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।ଉମରକୋଟ ସ୍ଥିତ ଗୁଲିପାଟନା ଭଡ଼ା ବାସଭବନରେ



ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ହେଲେ ବିପିନ ରାୱତ

BHAGYAPRABHA NEWS | ଦେଶଦୁନିଆ | | 5234 | Read...

ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ହେଲେ ବିପିନ ରାୱତ

ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ହେଲେ ଭାରତୀୟ ସ୍ଥଳ ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ ।ସେନାଧ୍ୟକ୍ଷ ପଦବୀରେ ତିନି ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାର ଗୋଟିଏ ଦିନ ପୂର୍ବରୁ ସେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍




ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

BHAGYAPRABHA NEWS | ଦେଶଦୁନିଆ | | 5232 | Read...

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଆଜି ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନସିପି ନେତା ଅଜିତ ପାୱାର। ତାଙ୍କ ସହ ମେଣ୍ଟ ସରକାରର ଆଉ ୩୬ ଜଣ ନେତା ମଧ୍ୟ ମନ୍ତ୍ରୀପଦର ଶପଥ ନେଇଛନ୍ତି।ମହାରାଷ୍ଟ୍ରରେ ଠାକର



ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

BHAGYAPRABHA NEWS | ଓଡ଼ିଶା | | 5231 | Read...

ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ। ଲୋକମାନେ ଏଣିକି ସିଧାସଳଖ ଭୁବନେଶ୍ୱରରୁ ସୁରତକୁ ବିମାନ ଯାତ୍ରା କରିପାରିବେ। ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।ଏୟାର ଇଣ୍ଡ



ମହିଳା ସାମ୍ଵାଦିକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସର ଦୃଢ ନିନ୍ଦା

BHAGYAPRABHA NEWS | ଓଡ଼ିଶା | | 5230 | Read...

ମହିଳା ସାମ୍ଵାଦିକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସର ଦୃଢ ନିନ୍ଦା

ଏସପ୍ଲାନେଡ ମଲରେ କାର୍ଯ୍ୟରତ ମହିଳା ସାମ୍ଵାଦିକଙ୍କୁ ଆକ୍ରମଣ । ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଦୃଢ ନିନ୍ଦା କରିଛି କଂଗ୍ରେସ ଦଳ । କେଉଁ ପରିସ୍ଥିତିରେ କାର୍ଯ୍ୟାରତ ଜଣେ ମହିଳା ସାମ୍ଵାଦିକଙ୍କୁ ପଣବନ୍ଦୀ କର



ଭିଜଲାନ୍ସ ପଞ୍ଝାରେ ଜେଇ

BHAGYAPRABHA NEWS | ଅପରାଧ | ଜଗତସିଂହପୁର | 5229 | Read...

ଭିଜଲାନ୍ସ ପଞ୍ଝାରେ ଜେଇ

ଜଗତସିଂହପୁର ଇଲେକ୍ଟ୍ରି ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଜେଇ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଅଫିସ୍‌ ସମେତ ୫ଟି ସ୍ଥାନରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ ଓ



ପାଟଣାଗଡରେ ଗୁଳିମାଡ , କାରଣ ଅସ୍ପଷ୍ଟ

BHAGYAPRABHA NEWS | ଅପରାଧ | ବଲାଙ୍ଗୀର | 5228 | Read...

ପାଟଣାଗଡରେ ଗୁଳିମାଡ , କାରଣ ଅସ୍ପଷ୍ଟ

ନୂଆବର୍ଷ ପୂର୍ବରୁ ଅଶାନ୍ତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ । ଗତକାଲି ମଧ୍ୟ ରାତିରେ ଗଙ୍ଗାସାଗର ଗାଁରେ ଗୁଳିମାଡ ହୋଇଛି । ଏଥିରେ ନବୀନ ମେହର ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ



ଆସନ୍ତାକାଲିଠାରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ

BHAGYAPRABHA NEWS | ଓଡ଼ିଶା | ବରଗଡ଼ | 5227 | Read...

ଆସନ୍ତାକାଲିଠାରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଧନୁଯାତ୍ରା ପାଇଁ ରଂଗମହଲ ଏବଂ ଦରବାରର ସାଜସଜ୍ଜାରେ କାରିଗରଙ୍କ ଶେଷ ସ୍ପର୍ଶ ବାଜିଛି । ଚଳିତ ଥର ଦରବା



ବିଗ ବିଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ

Srabani Nayak | ମନୋରଞ୍ଜନ | | 5226 | Read...

 ବିଗ ବିଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ କିମ୍ବଦନ୍ତୀ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍



ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

BHAGYAPRABHA NEWS | ଓଡ଼ିଶା | କେନ୍ଦ୍ରାପଡ଼ା | 5225 | Read...

ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

ଭିତରକନିକାରେ କୁମ୍ଭୀର ଗଣନା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୪ ଯାଏ ଚାଲିବ । ନଦୀ ନାଳ ଭିତରେ କୁମ୍ଭୀର ମାନଙ୍କ ଗଣନା କରାଯିବ । ପର୍ଯ୍ୟଟକ ମାନେ ବୋଟରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀର ମାନଙ୍କ ଗଣନା କାର



ପରଲୋକରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆ

BHAGYAPRABHA NEWS | ଓଡ଼ିଶା | କଟକ | 5224 | Read...

ପରଲୋକରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆ

ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କର ଆଜି ଭୋର ୩ଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପରିବାର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ମି