: District News


ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

BHAGYAPRABHA NEWS | ରାଜନୀତି | | 5896 | Read...

ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ  ସଞ୍ଜୟ ଦାସବର୍ମା

ବିଜେଡିର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି। ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷଭାବେ ମନୋନୀତ କରାଯାଇଛି। ସଞ୍ଜୟ ଦାସବର୍ମାଙ୍କୁ ମିଳିବ କ



ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅମିତ ଶାହ

BHAGYAPRABHA NEWS | ଦେଶଦୁନିଆ | | 5893 | Read...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅମିତ ଶାହ

ଇ ଦିନିଆ ଓଡିଶା ଗସ୍ତରେ ରହିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଶନିବାର ସକାଳୁ ଶାହା ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର



ମହଲତ ସମୟ ଶେଷ ,ନିୟମ ଉଲଘଂନ ପଡିବ ମହଙ୍ଗା

BHAGYAPRABHA NEWS | ଅପରାଧ | | 5892 | Read...

ମହଲତ ସମୟ ଶେଷ ,ନିୟମ ଉଲଘଂନ ପଡିବ ମହଙ୍ଗା

ନିୟମ ନମାନିବା ଦିନ ସରିଲା ।ମାର୍ଚ୍ଚ ୧ତାରିଖଠାରୁ ଆଉ ନିସ୍ତାର ନାହିଁ। ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେଲା ପରେ ଦୁଇଟି ଦଫାରେ ଗାଡ଼ି ଚାଳକଙ୍କୁ କାଗଜପତ୍ର ଠିକ୍ କରିବା ପାଇଁ ୬ ମାସ ମହଲତ ମିଳିଥିଲା। ପ୍ରଥମ ଦଫାରେ ସେପ



ହୋମଗାର୍ଡଙ୍କ ଦରମା ବୃ୍ଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

BHAGYAPRABHA NEWS | ଓଡ଼ିଶା | | 5891 | Read...

ହୋମଗାର୍ଡଙ୍କ ଦରମା ବୃ୍ଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁୟାରୀ ୧ରୁ ପିଛିଲା ଭାବେ ଦୈନିକ ୫ ଶହ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାସକ ମଧ୍ୟରେ ସୁପ



ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା "ଥାପଡ୍ଡ"

BHAGYAPRABHA NEWS | ମନୋରଞ୍ଜନ | | 5890 | Read...

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ତାପସୀ ପାନ୍ନୁଙ୍କ ଅଭିନୀତ ଫିଲ୍ମ ଥାପଡ୍ଡ ।ଏହା ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବାବେଳେ ସମାଜ ରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ହିଁ ରହିଛି ଫିଲ୍ମର ମୁଖ୍ୟ ବିଷୟବସ୍ତ



ଡୁଡୁଲ ମାଧ୍ୟମରେ ସାର ଜନ ଟନିୟଲଙ୍କୁ ମନେ ପକାଇଲା ଗୁଗୁଲ

Srabani Nayak | ବିଶେଷ | | 5887 | Read...

ଡୁଡୁଲ ମାଧ୍ୟମରେ ସାର ଜନ ଟନିୟଲଙ୍କୁ ମନେ ପକାଇଲା ଗୁଗୁଲ

ମହାନ ଇଂରାଜୀ ଚିତ୍ରକାର , ଗ୍ରାଫିକ୍ସ ହ୍ୟୁମୋରିଷ୍ଟ ତଥା ରାଜନୈତିକ କାର୍ଟୁନ ପ୍ରସ୍ତୁତକାରୀ ସାର ଜନ ଟନିୟଲଙ୍କ ୨୦୦ତମ ଜନ୍ମ ଜୟନ୍ତି ପାଳନ କରିବା ପାଇଁ ଆଜି ଗୁଗୁଲ ଡୁଡୁଲ ପ୍ରସ୍ତୁତ କରଛି । ୧୮୨୦ ମସିହା ଆଜିର ଦିନରେ ଲଣ୍



ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ୩ ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀ

BHAGYAPRABHA NEWS | ଓଡ଼ିଶା | | 5886 | Read...

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ୩ ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ପାଇକ ଆଖଡା ସହ ଶାହାଙ୍କୁ



ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଆଯାଉ - ନବୀନ ପଟ୍ଟନାୟକ

BHAGYAPRABHA NEWS | ଓଡ଼ିଶା | | 5884 | Read...

 ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଆଯାଉ - ନବୀନ ପଟ୍ଟନାୟକ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍‌ ଶାହା । ଭୁବନେଶ୍ବର ବିମାନ ବନ୍ଦରଠାରେ ଅମିତ ଶାହାଙ୍କ ସ୍ବାଗତ ଲାଗି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀ



ତୁର୍କୀକୁ ଆକ୍ରମଣ କଲା ସିରିଆ , ୩୩ ସୈନ୍ୟ ମୃତ

BHAGYAPRABHA NEWS | ଦେଶଦୁନିଆ | | 5883 | Read...

ତୁର୍କୀକୁ ଆକ୍ରମଣ କଲା ସିରିଆ , ୩୩ ସୈନ୍ୟ ମୃତ

ତୁର୍କୀ ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା କାରଣରୁ ୩୩ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପ୍ରପୀଡିତ ତୁର୍କୀର ଇଡ୍‌ଲିବ୍‌ ସହର ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ସୈନ୍ୟ ମାନେ ପ୍ରାଣ ହରାଇ



ସାରା ବିଶ୍ୱର ଭାଷା ଏବେ ଓଡିଆଙ୍କ ହାତରେ

BHAGYAPRABHA NEWS | ଦେଶଦୁନିଆ | | 5880 | Read...

ସାରା ବିଶ୍ୱର ଭାଷା ଏବେ ଓଡିଆଙ୍କ ହାତରେ

ଏଥର ଓଡିଆଙ୍କ ପାଇଂ ଦ୍ୱନ୍ଦ ସୃଷ୍ଟି କରିବନି ଗୁଗଲ, କାରଣ ଗୁଗୁଲରେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାକୁ କରିହେବ ସହଜରେ ଅନୁବାଦ କରିହେବ । ଆପଣ ବିଭିନ୍ନ ଭାଷା ଯେପରିକି ହିନ୍ଦୀ, ଇଂରାଜୀ, ସ୍ପେନ୍, ଜାପାନିଜ୍, ଫ୍ରେଞ୍ଚ୍ ଭଳି ବିଦେ



ବ୍ରହ୍ମପୁରର ମନୋଜ ଖେଲୋ ଇଣ୍ଡିଆରେ ଜିତିଲେ ସ୍ୱର୍ଣ୍ଣ ପଦକ

Swadhina Kumar Sahu | ଖେଳ | | 5879 | Read...

ବ୍ରହ୍ମପୁରର ମନୋଜ ଖେଲୋ ଇଣ୍ଡିଆରେ ଜିତିଲେ ସ୍ୱର୍ଣ୍ଣ ପଦକ

କ୍ରୀଡା ରାଜଧାନୀ ଭୂବନେଶ୍ୱରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୭ମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ମନୋଜ ସାହୁ । ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ସ୍ୱର୍ଣ୍ଣ



ମହିଳା ଟି-୨୦ ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

BHAGYAPRABHA NEWS | ଖେଳ | | 5878 | Read...

ମହିଳା ଟି-୨୦ ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମହିଳା ଟି-୨୦ ବିଶ୍ଵକପରେ ଭାରତ ସେମି ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ସ୍ଥାନକୁ ସୁଦୃଢ଼ କରିଛି।ଭାରତୀୟ ଟିମ୍‌ ପ୍




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: