: District News


'ଗ୍ରେଫନ୍' ଆୱାର୍ଡ଼ରେ ସମ୍ମାନିତ ହେଲା 'ହିଚକି'

Bhagyaprabha News Bureau | ମନୋରଞ୍ଜନ | | 3115 | Read...

'ଗ୍ରେଫନ୍' ଆୱାର୍ଡ଼ରେ ସମ୍ମାନିତ ହେଲା 'ହିଚକି'

ଇଟ୍ଟାଲିରେ ଅନୁଷ୍ଠିତ ୪୯ ତମ 'ଜିଫୋନି ଫିଲ୍ମ ଫେଷ୍ଟିଭାଲ୍'ରେ ସର୍ବଶ୍ରେଷ୍ଠ ଫିଲ୍ମ ଭାବରେ 'ଗ୍ରେଫନ୍' ଆୱାର୍ଡ଼ରେ ସମ୍ମାନିତ ହେଲା ରାଣୀ ମୁଖାର୍ଜିଙ୍କ ଅଭିନୀତ ଫିଲ୍ମ 'ହିଚକି' । 'ମର୍ଦ୍ଦାନୀ' ପରେ ଅନେକ ବର୍ଷ ବଲିଉଡରୁ ଦୂରେ



୨୦୧୯ 'ରମୋନ ମ୍ୟାଗସେସ' ପୁରସ୍କାର ପାଇଲେ ରବିଶ କୁମାର

Bhagyaprabha News Bureau | ଦେଶଦୁନିଆ | | 3114 | Read...

୨୦୧୯ 'ରମୋନ ମ୍ୟାଗସେସ' ପୁରସ୍କାର ପାଇଲେ ରବିଶ କୁମାର

ଭାରତ ଲୋକପ୍ରିୟ ସାମ୍ଵାଦିକ ରବିଶ କୁମାର ରମୋନ ମ୍ୟାଗସେସ-୨୦୧୯ ପୁରସ୍କାର ବିଜୟୀ ହୋଇଛନ୍ତି ।ଏହି ପୁରସ୍କାରକୁ ଏସିଆର ନୋବେଲ ପୁରସ୍କାର କୁହାଯାଏ ।ଏହା ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମ୍ୟାଗସେସଙ୍କ ନାମରେ



ଉଷା ପାଢୀଙ୍କ ବିରୋଦ୍ଧରେ ସ୍ୟାଟ୍‌ର ଗିରଫ ପରଓ୍ବାନା ଜାରି

Bhagyaprabha News Bureau | ଓଡ଼ିଶା | | 3113 | Read...

ଉଷା ପାଢୀଙ୍କ ବିରୋଦ୍ଧରେ ସ୍ୟାଟ୍‌ର ଗିରଫ ପରଓ୍ବାନା ଜାରି

ପୁର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଉଷା ପାଢୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ । ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ସ୍ୟାଟ୍ ଙ୍କ ନିର୍ଦ୍ଦେଶ ପାଳିନଥିବା ଅଭିଯୋଗ ହୋଇଥି



ପୁଣି ଥରେ ଚର୍ଚ୍ଚାରେ ଟିକ୍ ଟକ୍ ଆଉ ଚାଲିଯାଇଛି ଜଣଙ୍କ ଜୀବନ ।

Bhagyaprabha News Bureau | ଦେଶଦୁନିଆ | | 3097 | Read...

ପୁଣି ଥରେ ଚର୍ଚ୍ଚାରେ ଟିକ୍ ଟକ୍  ଆଉ ଚାଲିଯାଇଛି ଜଣଙ୍କ ଜୀବନ  ।

ପୁଣି ଥରେ ଚର୍ଚ୍ଚାରେ ଟିକ୍ ଟକ୍ ଆଉ ଚାଲିଯାଇଛି ଜଣଙ୍କ ଜୀବନ ।ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ବିହାର ରାଜ୍ୟ ଦରଭଙ୍ଗା ଜିଲାର ଅଫ୍ ଜଲ୍ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ନେବାରୁ ଜଣାପଡିଛି ଯେ, ନଦୀରେ ପ୍



ବିଧାନସଭାରେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ

Bhagyaprabha News Bureau | ଓଡ଼ିଶା | | 3085 | Read...

ବିଧାନସଭାରେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ

ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ବିଧାୟକମାନେ ଏହା ସହ ଜଡିତ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଚନ



ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର

Bhagyaprabha News Bureau | ଓଡ଼ିଶା | | 3084 | Read...

ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର

ଗୃହବିଭାଗର ଶ୍ବେତ ପତ୍ର ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଶ୍ବେତପତ୍ର ଅନୁଯାୟୀ ରାଜ୍ୟରେ ବଢୁଛି ଅପରାଧ । ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ବିଫଳ ପୋଲିସ୍ । ରାଜ୍ୟରେ ହାରାହାରି ଦିନକୁ ୭



ଆଜି ବିଶ୍ୱ ବ୍ୟାଘ୍ର ଦିବସ

Bhagyaprabha News Bureau | ଦେଶଦୁନିଆ | | 3083 | Read...

ଆଜି ବିଶ୍ୱ ବ୍ୟାଘ୍ର ଦିବସ

ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରକାଶ ପାଇବ ବର୍ଷ ୨୦୧୮ ପାଇଁ ବାଘ ଗଣନା ରିପୋର୍ଟ । ଗତ ୩ଟି ଗଣନାରେ ଦେଶରେ ବାଘ ବଂଶ ବୃଦ୍ଧି ପାଇଥିଲା । କିନ୍ତୁ ଓଡ଼ିଶାରେ କ୍ରମାଗତ ଖସିଛି । ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳ



ଆଜି କର୍ଣ୍ଣାଟକରେ ଆସ୍ଥା ଭୋଟ୍

Bhagyaprabha News Bureau | ଦେଶଦୁନିଆ | | 3081 | Read...

ଆଜି କର୍ଣ୍ଣାଟକରେ ଆସ୍ଥା ଭୋଟ୍

କର୍ଣ୍ଣାଟକ ରାଜନୀତିରେ ସରୁନି ଛକାପଞ୍ଝା ଗୋଟିଏ ପଟେ ଆସ୍ଥା ଭୋଟରେ ପରାଜିତ ହୋଇ କୁମାରସ୍ବାମୀ ସରକାରଭାଙ୍ଗିବାପରେ କଂଗ୍ରେସ-ଜେଡିଏସ ମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଅନ୍ୟପଟେ ଆଜି ଶକ୍ତି ପରିକ୍ଷା ଦେ



ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା - ପାଣିପାଗ ବିଭାଗ

Bhagyaprabha News Bureau | ଖେଳ | | 3080 | Read...

ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା  ଆଶଙ୍କା - ପାଣିପାଗ ବିଭାଗ

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଜୁଲାଇ ୩୧ ପୂର୍ବରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ପାଣିପାଗ ବିଭାଗ ଦ୍ବାରା ୨୯ ଓ ୩୦ ତାରିଖକୁ ୱେଲୋ ୱାର୍ଣ୍ଣିଂ



ବାଘ ଗଣନା ରିପୋର୍ଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Bhagyaprabha News Bureau | ଦେଶଦୁନିଆ | | 3079 | Read...

ବାଘ ଗଣନା ରିପୋର୍ଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଘ ଗଣନା ରିପୋର୍ଟ-୨୦୧୮ ଉନ୍ମୋଚନ କରିଛନ୍ତି । ୨୦୧୮ରେ ଦେଶରେ ବାଘ ସଂଖ୍ୟା ୨୯୬୭ । ବିଶ୍ବରେ ଭାରତ ବାଘଙ୍କ ପାଇଁ ସବୁଠୁ ନିରାପଦ ସ୍ଥାନ ବୋଲି ରିପୋର୍ଟରେ



ଆଜି ଶ୍ରାବଣ ଦ୍ବିତୀୟ ସୋମବାର

Bhagyaprabha News Bureau | ଦେଶଦୁନିଆ | | 3078 | Read...

ଆଜି ଶ୍ରାବଣ ଦ୍ବିତୀୟ ସୋମବାର

ଆଜି ଶ୍ରାବଣର ଦ୍ବିତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ଭାବେ ମହାପ୍ରଭୂ ଲିଙ୍ଗରାଜ , ପୁରୀ ଲୋକନାଥ, ଢେଙ୍କାନାଳ ଓ କୋରାପଟ ଆଦି ସ୍ଥାନରେ



ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ : ଥାନାରେ ଅଭିଯୋଗ

Bhagyaprabha News Bureau | ଖେଳ | | 3067 | Read...

ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ : ଥାନାରେ ଅଭିଯୋଗ

ଶୁକ୍ରବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡୁମୁଳା ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଦିଗପହଣ୍ଡି ଥାନା ବଡ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: