: District News


ତାମିଲନାଡୁରେ ବାଣ କାରଖାନା ବିସ୍ଫୋରଣ

BHAGYAPRABHA NEWS | ଦେଶଦୁନିଆ | | 9972 | Read...

ତାମିଲନାଡୁରେ ବାଣ କାରଖାନା ବିସ୍ଫୋରଣ

ତାମିଲନାଡୁର ବିରୁଦ୍ଧୁନଗର ସ୍ଥିତ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏବେବି ୧୦ରୁ ଅଧିକ ଲୋକ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।



ଏପ୍ରିଲରେ ରିଲିଜ ହେବ ଫିଲ୍ମ 'ସୂର୍ଯ୍ୟବଂଶୀ'

Srabani Nayak | ମନୋରଞ୍ଜନ | | 9969 | Read...

 ଏପ୍ରିଲରେ ରିଲିଜ ହେବ ଫିଲ୍ମ 'ସୂର୍ଯ୍ୟବଂଶୀ'

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ 'ସୂର୍ଯ୍ୟବଂଶୀ' କେବେ ରିଲିଜ ହେବ? ଏହାକୁ ନେଇ ଦର୍ଶକଙ୍କ ମନରେ ବେଶ୍‌ ଉତ୍କଣ୍ଠା ରହିଥିଲା । ଏବେ କିନ୍ତୁ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଖିଲାଡି କୁମାର ଅକ୍



ଖୋଲିଲା ମୋଗଲ ଗାର୍ଡେନ

BHAGYAPRABHA NEWS | ଦେଶଦୁନିଆ | | 9967 | Read...

ଖୋଲିଲା ମୋଗଲ ଗାର୍ଡେନ

ଆଜି ଠାରୁ ସାଧାରଣ ଲୋକଙ୍କ ପାଇଁ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଖୋଲା ଯାଇଛି । ଭଳିକି ଭଳି ନାନା ପ୍ରଜାତିର ଫୁଲରେ ବିମୁହିତ ହେବେ ଲୋକେ । ଆଜି ଠାରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଦୀର୍ଘ ୫ ସପ୍ତାହ ଧରି ସ



ଉତ୍ତରାଖଣ୍ଡ ହିମସ୍ଖଳନ: ଚମୋଲୀରୁ ୩୮ ଶବ ଉଦ୍ଧାର

BHAGYAPRABHA NEWS | ଦେଶଦୁନିଆ | | 9966 | Read...

ଉତ୍ତରାଖଣ୍ଡ ହିମସ୍ଖଳନ: ଚମୋଲୀରୁ ୩୮ ଶବ ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲୀରେ ଫେବୃଆରୀ ୭ରେ ହୋଇଥିବା ହିମସ୍ଖଳନ ପରଠୁ ଏବେ ପର୍ଯ୍ୟନ୍ତ ତପୋବନସ୍ଥିତ ବଡ଼ ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡର ଡିିଜିପି ଅଶୋକ କୁମାର କହିଛନ୍ତି ଯେ, ତପୋବନର ବଡ଼ ଟନେଲରୁ ଭଙ୍ଗା ପ



କୃଷକ ସଂଗଠନ ପକ୍ଷରୁ ଫେବୃଆରୀ ୧୮ରେ ଦେଶବ୍ୟାପୀ ରେଳରୋକ

BHAGYAPRABHA NEWS | ଦେଶଦୁନିଆ | | 9957 | Read...

 କୃଷକ ସଂଗଠନ ପକ୍ଷରୁ ଫେବୃଆରୀ ୧୮ରେ ଦେଶବ୍ୟାପୀ ରେଳରୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଏବଂ ଲୋକସଭା ଉଭୟ ଗୃହରେ ନୂତନ କୃଷି ଆଇନକୁ ନେଇ କୃଷକଙ୍କୁ ଅସ୍ବସ୍ତ କରିଛନ୍ତି ଯେ, ଏହାଦ୍ବାରା ସେମାନଙ୍କର ହିଁ ଲାଭ ହେବ । ଏହାସହ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅପିଲ୍ କରିଛ



ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବାକୁ ଆସିଲା ସ୍ବଦେଶୀ ଆପ 'କୁ'

BHAGYAPRABHA NEWS | ଦେଶଦୁନିଆ | | 9956 | Read...

ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବାକୁ ଆସିଲା ସ୍ବଦେଶୀ ଆପ 'କୁ'

ବିଭ୍ରାନ୍ତିକର ସୂଚନା ପୋଷ୍ଟ୍‍ କରାଯାଉଥିବା ଘଟଣା ଯୋଗୁଁ ଭାରତ ସରକାର ଓ ଟୁଇଟର୍‌ ମଧ୍ୟରେ ବିବାଦ ଚାଲିଥିବା ବେଳେ ଟୁଇଟରରେ #ବ୍ୟାନଟୁଇଟର ଟ୍ରେଣ୍ଡ କରିବାରେ ଲାଗିଛି। ନୂତନ କୃଷି ଆଇନ ଏବଂ କୃଷକମାନଙ୍କ ପ୍ରତିବାଦ ସଂକ



ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣୀ

BHAGYAPRABHA NEWS | ଦେଶଦୁନିଆ | | 9955 | Read...

ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣୀ

କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଗୁରୁବାର ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରାଯାଇଛି। ମାମଲାର ଶୀ



ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ

BHAGYAPRABHA NEWS | ଦେଶଦୁନିଆ | | 9954 | Read...

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ

ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍



ଫେସବୁକ ଓ ଟ୍ୱିଟରର ଅପବ୍ୟବହାରକାରୀଙ୍କ ବିରୁଦ୍ଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

BHAGYAPRABHA NEWS | ଦେଶଦୁନିଆ | | 9953 | Read...

ଫେସବୁକ ଓ ଟ୍ୱିଟରର ଅପବ୍ୟବହାରକାରୀଙ୍କ ବିରୁଦ୍ଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଜାନୁଆରୀ ୨୬ ହିଂସା ଘଟଣାକୁ ଉସକାଇଥିବା ଅଭିଯୋଗରେ ଭାରତ ସରକାର ଟ୍ୱିଟରକୁ କିଛି ଆଉକାଉଣ୍ଟ ବନ୍ଦ କରିବାକୁ କହିଥିଲେ। ଟ୍ୱିଟର ୫୦୦ରୁ ଅଧିକ ହିଂସା ସୃଷ୍ଟି କରିବାକୁ ଉସକାଉଥିବା ଆକାଉଣ୍ଟ ବନ୍ଦ କରିଥିବା ବେଳେ ଆଉ କିଛି ଉପ



ବିଜେପିରେ ସାମିଲ ହେ‌ଲେ ଆଉ ଜଣେ ଟିଏମସି ବିଧାୟକ

BHAGYAPRABHA NEWS | ରାଜନୀତି | | 9920 | Read...

ବିଜେପିରେ ସାମିଲ ହେ‌ଲେ ଆଉ ଜଣେ ଟିଏମସି ବିଧାୟକ

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳରୁ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଟିଏମସିରେ ଲାଗି ରହିଥିବା ଗୃହ ଯୁଦ୍ଧ ସମୟକ୍ରମେ ବିସ୍ଫୋରଣ ହେବାରେ ଲାଗିଛି । ଫଳସ୍ବରୂପ ମନ୍ତ୍ରୀ, ବିଧାୟକ ଏବଂ ବ



ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଘୋଷଣା

BHAGYAPRABHA NEWS | ଶିକ୍ଷା | | 9915 | Read...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଘୋଷଣା

୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଆଜି ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଘୋଷଣା କରିଛନ୍ତି । ସେ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜାତୀୟ ପରୀକ୍ଷା ଏଜେନ୍‌ସି ୨, ୩, ୪, ୫, ୬, ୭,



ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା

BHAGYAPRABHA NEWS | ଦେଶଦୁନିଆ | | 9913 | Read...

ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା

ସ୍ପେସ୍ ଏଜେନ୍ସି ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବିଡେନଙ୍କ ଦ୍ବାରା ନାସାର ପରିବର୍ତ୍ତନ ଉପରେ ଗଠନ ହୋଇଥିବା ସମୀକ୍ଷା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: