: District News


ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨

Bhagyaprabha News Bureau | ଦେଶଦୁନିଆ | | 3002 | Read...

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨

ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ



ତିନୋଟି ଫର୍ମାଟ ପାଇଁ ଭାରତୀୟ ଦଳ ଘୋଷଣା

Bhagyaprabha News Bureau | ଖେଳ | | 2998 | Read...

ତିନୋଟି ଫର୍ମାଟ ପାଇଁ ଭାରତୀୟ ଦଳ ଘୋଷଣା

ଭାରତ ଇଣ୍ଡିଜ ଗସ୍ତରେ ତିନୋଟି ଟି ୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଗକୁ ଟି ୨୦ ବିଶ୍ୱକପ୍ ବି ରହିଛି । ଏହି କାରଣରୁ ଦଳରେ କିଛି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସାମିଲ କରାଯଇଛି , ଚୟନକର୍ତ୍ତା ବରିଷ୍ଠଙ୍କୁ



ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଗିରଫ

Swadhina Kumar Sahu | ଅପରାଧ | | 2997 | Read...

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଗିରଫ

ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରା କଟକ ଭିଜିଲାନ୍ସ ସେଲ୍ ଦ୍ୱାରା ଗିରଫ ହୋଇଛନ୍ତି । ଦୁଇ ଦିନ ପୂର୍ବେ ଏନେଇ ବିଭାଗ ପକ୍ଷରୁ ୯ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ଶ୍ରୀ ବେହେରା ପ୍ରାୟ



ଆଜି କୁମାରସ୍ୱାମୀଙ୍କ ଶକ୍ତି ପରୀକ୍ଷା

Bhagyaprabha News Bureau | ଦେଶଦୁନିଆ | | 2996 | Read...

ଆଜି କୁମାରସ୍ୱାମୀଙ୍କ ଶକ୍ତି ପରୀକ୍ଷା

କର୍ଣ୍ଣାଟକ ରାଜନୈତିକ ଅସ୍ଥିରତାରେ ପଡ଼ିପାରେ ଯବନିକା । ମେଣ୍ଟ ସରକାର ବଞ୍ଚାଇବା ଜେଡିଏସ କୌଣସି ପ୍ରକାର ତ୍ୟାଗ କରିପାରେ ବୋଲି କହିଛନ୍ତି ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର। କଂଗ୍ରେସ ତରଫରୁ କୌଣ



"ଚନ୍ଦ୍ରଯାନ-୨" ସଫଳ ହେଲେ ବିଶ୍ବରେ ଭାରତ ହେବ ୪ର୍ଥ ଦେଶ!

Bhagyaprabha News Bureau | ଦେଶଦୁନିଆ | | 2994 | Read...

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ନିଜର ବହୁ ପ୍ରତୀକ୍ଷିତ "ଚନ୍ଦ୍ରଯାନ-୨" ମିଶନର ସଫଳ ରୂପ ଦେବାକୁ ପ୍ରସ୍ତୁତି ଶେଷ କରିଛି । ଆଜି ଅପରାହ୍ନ ୨ଟା ୪୩ ମିନଟ୍‌ରେ "ଚନ୍ଦ୍ରଯାନ-୨" ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାଠାରେ ଶକ୍ତିଶାଳୀ



ଟ୍ୱିଟ କରି "ଚନ୍ଦ୍ରଯାନ-୨" ରିହର୍ସଲ ସମ୍ପୁର୍ଣ୍ଣ ହୋଇଥାବା ଜଣାଇଲା ଇସ୍ରୋ

Bhagyaprabha News Bureau | ଦେଶଦୁନିଆ | | 2993 | Read...

ଟ୍ୱିଟ କରି

ଭାରତୀୟ ମହାକାଶ ଅଭିଜାନ ପକ୍ଷରୁ "ଚନ୍ଦ୍ରଯାନ-୨" ପ୍ରକ୍ଷେପଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠ



ମହିଳା ସ୍ପ୍ରିଣ୍ଟର ହିମା ଦାସଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

Bhagyaprabha News Bureau | ଖେଳ | | 2987 | Read...

ମହିଳା ସ୍ପ୍ରିଣ୍ଟର ହିମା ଦାସଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ୪୦୦ ମିଟର ରେସ୍‌ରେ ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ ହିମା ୫



ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ

Bhagyaprabha News Bureau | ଦେଶଦୁନିଆ | | 2986 | Read...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ। ପାକିସ



ବଡ ପରଦାକୁ ହ୍ରିତିକଙ୍କ କମବ୍ୟାକ୍‌

Bhagyaprabha News Bureau | ମନୋରଞ୍ଜନ | | 2985 | Read...

ବଡ ପରଦାକୁ ହ୍ରିତିକଙ୍କ କମବ୍ୟାକ୍‌

ଦୁଇ ବର୍ଷ ପରେ ବଡ ପରଦାକୁ କମ ବ୍ୟାକ କରିଛନ୍ତି ହ୍ରିତିକ ରୋଶନ ଏବେ ପୁଣି ଦମଦାର ଫର୍ମରେ ବଲିଉଡକୁ ଫେରିଛନ୍ତି। ଗୋଟିଏ ପଟେ ତାଙ୍କ ଅଭିନୀତ ସୁପର ୩୦ ବକ୍ସ ଅଫିସରେ ଧମାଲ କରୁଥିଲା ବେଳେ ଅନ୍ୟପଟେ ତାଙ୍କର ଆଉ ଏକ ଫିଲ୍ମ ଓ୍ୱାର



ଆଜି ହେବ ଶୀଲା ଦିକ୍ଷିତଙ୍କ ଅନ୍ତିମ ସଂସ୍କାର

Bhagyaprabha News Bureau | ଦେଶଦୁନିଆ | | 2984 | Read...

ଆଜି ହେବ ଶୀଲା ଦିକ୍ଷିତଙ୍କ ଅନ୍ତିମ ସଂସ୍କାର

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତଙ୍କର ଶନିବାର ମୃତ୍ୟୃ ଘଟିଥିଲା। ଦିଲ୍ଲୀସ୍ଥିତି ଏକ୍ସର୍ଟ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଦିଲ୍ଲୀ ରାଜନୀତିକୁ ଏକ



ଶେଷ ପର୍ଯ୍ୟାୟରେ 'ଚନ୍ଦ୍ରଯାନ-୨' ପ୍ରସ୍ତୁତି

Bhagyaprabha News Bureau | ଦେଶଦୁନିଆ | | 2981 | Read...

ଶେଷ ପର୍ଯ୍ୟାୟରେ 'ଚନ୍ଦ୍ରଯାନ-୨' ପ୍ରସ୍ତୁତି

ବହୁ ପ୍ରତୀକ୍ଷିତ 'ଚନ୍ଦ୍ରଯାନ-୨' ଆସନ୍ତାକାଲି ଉତ୍‌କ୍ଷେପଣ ହେବ। ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଇସ୍ରୋ ଏହାକୁ ଲଞ୍ଚ୍‌ କରିବ। ଏନେଇ ‌ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।ଏଥର 'ଚନ୍



ଆଜି ହେବ ସ୍ପେଶାଲ ଓଜେଇଇ ପରୀକ୍ଷା

Bhagyaprabha News Bureau | ଶିକ୍ଷା | | 2980 | Read...

ଆଜି ହେବ ସ୍ପେଶାଲ ଓଜେଇଇ ପରୀକ୍ଷା

ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା ହେବ । ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ୯ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର‌୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ସିଟିଂ ୧୨ଟା ୩୦ରୁ ଗୋଟା




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: