: District News


ବେଆଇନ ଗଞ୍ଜେଇ ଜବତ, ୨ ଗିରଫ

Bhagyaprabha News Bureau | ଓଡ଼ିଶା | | 3567 | Read...

ବେଆଇନ ଗଞ୍ଜେଇ ଜବତ, ୨ ଗିରଫ

ଓଡିଶା ସୀମାନ୍ତରୁ ଦୁଇ ବେଆଇନ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ । ଗିରଫ ୨ଜଣ ହେଲେ ଫରିଦାବାଦ ର ରୁଷମ ଯାଦବ ଏବଂ ବିହାରର ଗନ୍ଦୁ ଚୌଧରୀ । ସେମାନଙ୍କ ନିକଟରୁ ପ୍ରାୟ ୧୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଯାହାର



ଆଜି ନୂଆଁଖାଇ , ପଶ୍ଚିମ ଓଡିଶା ଉତ୍ସବମୁଖର

Bhagyaprabha News Bureau | ଓଡ଼ିଶା | | 3560 | Read...

ଆଜି  ନୂଆଁଖାଇ , ପଶ୍ଚିମ ଓଡିଶା ଉତ୍ସବମୁଖର

ଆଜି ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡିଶା । କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାରେ ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ଆଡମ୍ବରରେ ପାଳନ କରିଥାନ୍ତି । ଏହାକୁ ନବାନ୍ନ ବୋଲି ବି କୁହାଯାଏ। ସକାଳ ୧୦



ବେଳାଭୂମିରେ ନୂଆଁଖାଇର ଶୁଭେଚ୍ଛା

Bhagyaprabha News Bureau | ଓଡ଼ିଶା | | 3559 | Read...

ବେଳାଭୂମିରେ ନୂଆଁଖାଇର ଶୁଭେଚ୍ଛା

ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହେଉଛି ନୂଆଁଖାଇ । ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି।ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ଆଶ୍ରି



ବଲିଉଡରେ ଗଣେଷଙ୍କ ଆରଧନା

Bhagyaprabha News Bureau | ମନୋରଞ୍ଜନ | | 3558 | Read...

ବଲିଉଡରେ ଗଣେଷଙ୍କ ଆରଧନା

ସମଗ୍ର ଦେଶରେ ଶ୍ରଦ୍ଧାଳୁମାନେ ବହୁ ଆଡମ୍ବର ସହ ଅଗ୍ରପୁଜ୍ୟ ଶ୍ରୀ ଗଣେଷଙ୍କୁ ଆରଧନା କରିଛନ୍ତି । ତେବେ ସେଥିରୁ ବାଦ ପଡିନାହାନ୍ତି ବଲିଉଡର ସେଲିବ୍ରେଟିମାନେ । ଅଭିନେତ୍ରୀ ରାନୀ ମୁଖର୍ଜୀଙ୍କ ଘରେ ଗଣେଶଙ୍କ ଜନ୍ମଦିନକୁ ବି



ପ୍ଲାଷ୍ଟିକ ବୋତଲରେ ଗଣେଶଙ୍କ ବାଲୁକା କଳା

Bhagyaprabha News Bureau | ଓଡ଼ିଶା | | 3555 | Read...

ପ୍ଲାଷ୍ଟିକ ବୋତଲରେ ଗଣେଶଙ୍କ ବାଲୁକା କଳା

ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବମୁଖର। ଏହା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆାର ପ୍ରୟାସ କରିଛନ୍ତି। ପ୍ରାୟ ଏକ ହଜାର ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସେ ପୁରୀ ବେଳାଭୂମିରେ ଭଗବାନ ଗଣେଶଙ



ସମଗ୍ର ଦେଶ ପାଳୁଛି ଗଣେଷ ଚତୁର୍ଥୀ

Srabani Nayak | ଦେଶଦୁନିଆ | | 3544 | Read...

ସମଗ୍ର ଦେଶ ପାଳୁଛି ଗଣେଷ ଚତୁର୍ଥୀ

ଆଜି ସମଗ୍ର ଦେଶରେ ପାଳିତ ହେଉଛି ଅଗ୍ରପୁଜ୍ୟ ଶ୍ରୀ ବିନାୟକ ଚତୁର୍ଥୀ ।ଭଗବାନ ଗଣେଷ ଶୁଭ ଫଳ ଦାତା ଅଟନ୍ତି । ଯାହାଙ୍କର ମୋଦକ ଓ ଲଡୁ ଭଳି ବାଣୀ ମଧ୍ୟ ମିଠା ଥାଏ । ଆଉ ତାଙ୍କ ମୁଖ ମଣ୍ଡଳର ସେଇ ସ୍ମିତ ହସ୍ୟ ଭକ୍ତଙ୍କୁ ପ୍ରସନ୍ନତା



କୁଲଭୂଷଣଙ୍କୁ କନସୁଲାର ଆକ୍ସସେସ୍‌ ଦେବ ପାକିସ୍ତାନ

Bhagyaprabha News Bureau | ଦେଶଦୁନିଆ | | 3543 | Read...

କୁଲଭୂଷଣଙ୍କୁ  କନସୁଲାର ଆକ୍ସସେସ୍‌ ଦେବ ପାକିସ୍ତାନ

କୁଲଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସସେସ୍‌ ଦେବ ପାକିସ୍ତାନ । କୁଳଭୂଷଣଙ୍କୁ ପ୍ରଥମ ଥର ଲାଗି କନ୍‌ସୁଲାର ଆକ୍ସସେସ୍‌ ଯୋଗାଇ ଦେଉଛି ପାକିସ୍ତାନ । ଗତ ଜୁଲାଇ ୧୭ ତାରିଖରେ କନସୁଲାର ଆକ୍ସସେସ୍‌ ଦେବା ପାଇଁ ଇଣ୍ଟରନ୍



ଆରମ୍ଭ ହେଲା ବିଜେଡିର ସଦସ୍ୟତା ଅଭିଯାନ

Bhagyaprabha News Bureau | ଓଡ଼ିଶା | | 3542 | Read...

ଆରମ୍ଭ ହେଲା ବିଜେଡିର ସଦସ୍ୟତା ଅଭିଯାନ

ଆଜିଠୁ ଆରମ୍ଭ ହେବ ବିଜେଡିର ସଦସ୍ୟତା ଅଭିଯାନ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । 5-Tକୁ ନବୀନ ଗୁରୁତ୍ୱ ଦେଉଥିବାରୁ ଏଥର ସଦସ୍ୟ ସଂଗ୍ରହ ଅଭିଯାନ ଅନଲ



ଅସୁସ୍ଥ ହେଲେ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ର ସୂତ୍ରଧର ବେଅର୍‌ ଗ୍ରିଲ୍‌ସ୍‌

Bhagyaprabha News Bureau | ଦେଶଦୁନିଆ | | 3536 | Read...

ଅସୁସ୍ଥ ହେଲେ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ର ସୂତ୍ରଧର ବେଅର୍‌ ଗ୍ରିଲ୍‌ସ୍‌

ଟେଲିଭିଜ୍‌ନ୍‌ ସୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ୍‌’ର ସୂତ୍ରଧର ବେଅର୍‌ ଗ୍ରିଲ୍‌ସ୍‌ ମହୁମାଛି ଦଂଶନଜିନତ ଆଲର୍ଜିକ୍‌ ରିଆକ୍‌ସନ୍‌ରେ ଅସୁସ୍ଥ ହୋଇପଡ଼ିଛନ୍ତି। ‘ଟ୍ରେଜର୍‌ ଆଇଲାଣ୍ଡ୍‌’ ନାମ



ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍

Bhagyaprabha News Bureau | ଓଡ଼ିଶା | | 3535 | Read...

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍

ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ। ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମାନେଶ୍ୱର ଓ ସିଟି ଷ୍ଟେସନ ମଧ୍ୟରେ ଟ୍ରେନର ବ୍ରେକରେ ନିଆଁ ଲାଗିଯାଇଥିଲା। ଏହା ଜାଣ



ଅଡୁଆରେ କଂଗ୍ରେସ ନେତା ଶଶୀ ଥରୁର୍‌

Bhagyaprabha News Bureau | ଦେଶଦୁନିଆ | | 3534 | Read...

ଅଡୁଆରେ କଂଗ୍ରେସ ନେତା ଶଶୀ ଥରୁର୍‌

ଅଡୁଆରେ କଂଗ୍ରେସ ନେତା ଶଶୀ ଥରୁର୍‌ । ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପରେ ଶନିବାର ଦିଲ୍ଲୀ ପୁଲିସ ରାଉଜ ଏଭନ୍ୟୁ କୋର୍ଟରେ କହିଛି ଯେ ଶଶି ଥରୁର୍‌ଙ୍କ ବିରୋଧରେ ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ନେଇ ମ



ଆଉ ଦିନକ ପରେ ନୂଆଁଖାଇ , ସଜେଇ ହେଉଛି ପଶ୍ଚିମ ଓଡିଶା

Bhagyaprabha News Bureau | ଓଡ଼ିଶା | | 3533 | Read...

ଆଉ ଦିନକ ପରେ ନୂଆଁଖାଇ ,  ସଜେଇ ହେଉଛି ପଶ୍ଚିମ ଓଡିଶା

ଆଉ ଦିନକ ପରେ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଁଖାଇ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଘରଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଠି ନୂଆଖାଇ ପାଇଁ ଚାଲିଛି ଆୟୋଜନ । ବର୍ଷକର ଏହିଦିନଟିକୁ ପଶ୍ଚିମ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: