ଖବର ସଂଗ୍ରହ

.



ବିଭିନ୍ନ ସ୍ଥାନରେ ମୋ ଗେହ୍ଲା ଝିଅ ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Kiran Behera | ଓଡ଼ିଶା | ଗଞ୍ଜାମ | 9397 | Read...

ବିଭିନ୍ନ ସ୍ଥାନରେ ମୋ ଗେହ୍ଲା ଝିଅ ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ସାରା ଓଡ଼ିଶାରେ ପବିତ୍ର ଦୀପାବଳି ଓ ଶିଶୁ ଦିବସ ରୂପେ ପାଳନ କରାଯାଉଥିବା ଜଣାପଡିଛି । ଏହି ପବିତ୍ର ଦୀପାବଳି ଓ ଶିଶୁ ଦିବସ ଅବସରରେ ଶନିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଦ୍ମନାଭପୁର ପଂଚାୟତର ଭ



ଦୋକାନ ଗୃହରୁ ବିପୁଳ ପରିମାଣର ବାଣ ଜବତ : ବ୍ୟବସାୟୀ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 9396 | Read...

ଦୋକାନ ଗୃହରୁ ବିପୁଳ ପରିମାଣର ବାଣ ଜବତ : ବ୍ୟବସାୟୀ ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନା ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନ ଗୃହରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ



ଫାଇଭ-ଟି ଅଭିଯାନରେ 'କୃଷକ ଓଡ଼ିଶା' ଲୋକାର୍ପିତ

BHAGYAPRABHA NEWS | ଓଡ଼ିଶା | | 9395 | Read...

ଫାଇଭ-ଟି ଅଭିଯାନରେ 'କୃଷକ ଓଡ଼ିଶା' ଲୋକାର୍ପିତ

ଫାଇଭ-ଟି ଅଭିଯାନରେ 'କୃଷକ ଓଡ଼ିଶା' ଲୋକାର୍ପିତ । ରାଜ୍ୟରେ କୃଷକଙ୍କ ଡାଟାବେସ୍‌ ପ୍ରସ୍ତୁତ କ୍ଷେତ୍ରରେ କାର୍ଯ୍ୟ କରିବ 'କୃଷକ ଓଡ଼ିଶା' । ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୭୬ଲକ୍ଷ ଚୀ



ମଧ୍ୟପ୍ରଦେଶ ଶିବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

BHAGYAPRABHA NEWS | ଦେଶଦୁନିଆ | | 9394 | Read...

ମଧ୍ୟପ୍ରଦେଶ ଶିବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ମଧ୍ୟପ୍ରଦେଶ ଶିବପୁରରେ ଘଟିଛି ଭୀଷଣ ସଡ଼କ ଦୁର୍ଘଟଣା। ଏକ ପିକ-ଅପ୍‌ ଭ୍ୟାନ ଓଲଟି ପଡିବାରୁ ଏଥିରେ ଯାତ୍ରା କରୁଥିବା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଭ୍ୟାନରେ କେତେ ଲ



ଆଜି ଆଲୋକର ପର୍ବ ଦୀପାବଳି

BHAGYAPRABHA NEWS | ବିଶେଷ | | 9393 | Read...

ଆଜି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ । ଦୀପ ପ୍ରଜ୍ୱଳିତ କରି ଉତ୍ସବ ପାଳନ କରିବାର ଦିନ ହେଉଛି ଦୀପାବଳି । ତେବେ ଚଳିତ ବର୍ଷ କରୋନା ମହାମାରୀକୁ ନେଇ ଆମ ରାଜ୍ୟରେ ବାଣ ଫୁଟାଇବା ଉପରେ କ



ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

BHAGYAPRABHA NEWS | ଦେଶଦୁନିଆ | | 9392 | Read...

ଦୀପାବଳି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଆଲୋକର ପର୍ବ ଦୀପାବଳି। ସମଗ୍ର ଦେଶରେ ଏହି ଆଲୋକର ପର୍ବକୁ ଧୁମଧାମରେ ପାଳନ କରାଯାଉଛି। କରୋନା ଭାଇରସ ସଂକ୍ରମଣ ଭୟରେ ଲୋକମାନେ ନିଜ ନିଜ ପରିବାର ସହିତ ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ଶନିବାର ସକାଳେ ରାଷ୍



ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

BHAGYAPRABHA NEWS | ଦେଶଦୁନିଆ | | 9391 | Read...

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଳାଲ ନେହରୁଙ୍କ ୧୩୧ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟୁଇଟ କରି ମୋଦୀ କହିଛନ୍ତି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜ



ବାଣିଜ୍ୟିକ ମାମଲାଗୁଡିକର ବିଚାର ପାଇଁ ପ୍ରତିଷ୍ଠା ହେବ ବାଣିଜ୍ୟିକ କୋର୍ଟ

BHAGYAPRABHA NEWS | ଓଡ଼ିଶା | | 9390 | Read...

ବାଣିଜ୍ୟିକ ମାମଲାଗୁଡିକର ବିଚାର ପାଇଁ ପ୍ରତିଷ୍ଠା ହେବ ବାଣିଜ୍ୟିକ କୋର୍ଟ

ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି । ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା



ରାଜ୍ୟରେ ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ

BHAGYAPRABHA NEWS | ଓଡ଼ିଶା | | 9389 | Read...

ରାଜ୍ୟରେ ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି କରୋନାରୁ ୧ ହଜାର ୫୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୨୪୫କୁୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ



ଭୃଣ ନିରୂପଣ ସଂପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9388 | Read...

ଭୃଣ ନିରୂପଣ ସଂପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା

ଭୃଣ ହତ୍ୟା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ । ଭୃଣ ନିରୁପଣ ସଂପର୍କରେ ପ୍ରଶାସନକୁ ପ୍ରାକ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଦେବ ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ସୂଚନା



୫ଲକ୍ଷ ୫୦ ହଜାର ଦୀପରେ ଝଲସିବ ଅଯୋଧ୍ୟା ନଗରୀ

BHAGYAPRABHA NEWS | ଦେଶଦୁନିଆ | | 9387 | Read...

୫ଲକ୍ଷ ୫୦ ହଜାର ଦୀପରେ ଝଲସିବ ଅଯୋଧ୍ୟା ନଗରୀ

ଦୀପାବଳି ଦିନ ରେର୍କଡ ସ୍ତରରେ ୫ଲକ୍ଷ ୫୦ ହଜାର ଦୀପରେ ଆଲୋକ ଉତ୍ସବ ମୁଖର ହେବ ଅଯୋଧ୍ୟା ନଗରୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଆଜି ଦୀପତ୍ସୋବ କାର୍ଯ୍ୟକ୍ରମ ଆରମ୍ଭ



ହୋମ ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

BHAGYAPRABHA NEWS | ଦେଶଦୁନିଆ | | 9386 | Read...

ହୋମ ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ଆସନ୍ତାକାଲି ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି । ଏହି ପିବତ୍ର ଦିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁବଥର ଭଳି ଏଥର ମଧ୍ୟ ଦେଶର ଯବାନଙ୍କ ସହ ପାଳନ କରିବେ। ୨୦୧୪ରୁ ମୋଦି ପ୍ରତି ଦୀପାବଳି ଯବାନଙ୍କ ସହ ପାଳନ କରୁ



ପୋଖରୀରେ ଭାସୁଛି ୨ ଟନ୍ ମଲା ମାଛ

Kiran Behera | ଓଡ଼ିଶା | ଗଞ୍ଜାମ | 9385 | Read...

ପୋଖରୀରେ ଭାସୁଛି ୨ ଟନ୍ ମଲା ମାଛ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ ଅଧୀନରେ ଥିବା ବିଶ୍ୱାସରାୟ ପୋଖରୀରେ ଶୁକ୍ରବାର ସକାଳୁ ୨ ଟନ୍ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି । ତେବେ ଏତେ ପରିମାଣର ମାଛ କିଭଳି ମଲେ ତାହା ସାଧାରଣର



ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

Kiran Behera | ଓଡ଼ିଶା | ଗଞ୍ଜାମ | 9384 | Read...

ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ପଦୋନ୍ନତି ପ୍ରାପ୍ତ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷକ ଶିକ



ଭୀଷ୍ମଗିରିରେ "ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ" ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ

Kiran Behera | ଓଡ଼ିଶା | ଗଞ୍ଜାମ | 9383 | Read...

ଭୀଷ୍ମଗିରିରେ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ ଜିଲ୍ଲାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ପଞ୍ଚାୟତ ଅ



ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ : ଥାନାରେ ଏତଲା

Kiran Behera | ଅପରାଧ | ଗଞ୍ଜାମ | 9382 | Read...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ : ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା କୈଳାସପୁର ସାହିରେ ଗତ ବୁଧବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁନ୍ତି ନାୟକ ନାମ୍ନୀ ଜଣେ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା ବେଳେ ଦିଗପହ



ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଦିଗପହଣ୍ଡି ପ୍ରେସ କ୍ଳବ୍ ପକ୍ଷରୁ ପ୍ରସ୍ତୁତି ବୈଠକ

Kiran Behera | ଓଡ଼ିଶା | ଗଞ୍ଜାମ | 9381 | Read...

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଦିଗପହଣ୍ଡି ପ୍ରେସ କ୍ଳବ୍ ପକ୍ଷରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରେସ କ୍ଲବ ପକ୍ଷରୁ ସୋମବାର ଜାତୀୟ ପ୍ରେସ ଦିବସକୁ କିଭଳି ଭାବରେ ପାଳନ କରିବା ନେଇ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ



ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗୋପାଳପୁରରେ ଖୋଲୁଛି ଅଧିକ ଏଟିଏମ୍ ସେବା

Swadhina Kumar Sahu | ଓଡ଼ିଶା | ଗଞ୍ଜାମ | 9380 | Read...

ପର୍ଯ୍ୟଟକଙ୍କ  ସୁବିଧା ପାଇଁ  ଗୋପାଳପୁରରେ ଖୋଲୁଛି ଅଧିକ ଏଟିଏମ୍ ସେବା

ବ୍ରହ୍ମପୁର-ରାଜ୍ୟ ତଥା ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖୋଲାଯାଉଛି ଅଧିକ ଏଟିଏମ୍ ସେବା । ୟୁକୋ ବ୍ୟାଙ୍କ ଗୋପାଳପୁର ଶାଖା ପକ୍ଷରୁ ନୂତନ ଏଟିଏମ ମେ



ଦୀୱାଲିର ଶୁଭକାମନା ଜଣାଇଲେ ବିଗ୍ ବି

Srabani Nayak | ମନୋରଞ୍ଜନ | | 9379 | Read...

ଦୀୱାଲିର ଶୁଭକାମନା ଜଣାଇଲେ ବିଗ୍ ବି

ଦୀୱାଲିର ଏକ ଦିନ ପୂର୍ବରୁ ଛୋଟି ଦୀୱାଲି ପାଳନ କରାଯାଇଥାଏ । ଛୋଟି ଦୀୱାଲିର ଏହି ଖାସ୍ ଅବସରରେ ବଲିଉଡର ସୁପରଷ୍ଟାର୍ ଅମିତାଭ୍ ବଚ୍ଚନ ଇନ୍‌ଷ୍ଟାଗ୍ରାମ୍ ଓ ଟ୍ୱିଟର୍‌ରେ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଶୁଭକାମନା ଜଣା



ଆଜିି ଧନତେରାସ

BHAGYAPRABHA NEWS | ବିଶେଷ | | 9378 | Read...

ଆଜିି ଧନତେରାସ

ଆଲୁଅର ପର୍ବ ଦୀପାବଳୀ ପୂର୍ବରୁ ପାଳିତ ହୁଏ ଧନତେରସ । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆୟୁର୍ବେଦର ଦେବୀଙ୍କ ପର୍ବ ଭାବେ ପାଳିତ ହେଉଥିବା ଏହି ପର୍ବ ଗତ କିଛି ବର୍ଷ ମଧ୍ୟରେ ସା



୨ ଘଣ୍ଟା ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

BHAGYAPRABHA NEWS | ଦେଶଦୁନିଆ | | 9377 | Read...

୨ ଘଣ୍ଟା ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

ଦୀପାବଳିରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଦୀପାବଳି ଦିନ ୨ ଘଣ୍ଟା ପାଇଁ ତେଲେଙ୍ଗାନାରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ କେବଳ ଗ୍ରୀନ ଓ କମ୍‌ ପ୍ରଦୂଷଣ ଯୁକ୍ତ ବାଣ ଏ



୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

BHAGYAPRABHA NEWS | ଓଡ଼ିଶା | ସୁନ୍ଦରଗଡ଼ | 9376 | Read...

୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବା ପରେ ଭିଟାମାଟିକୁ ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିରଜୁ କୁଲୁ । ଆଜି ସକାଳୁ ସେ ନିଜ ଗାଁ କୁତ୍ରାରେ ପହଞ୍ଚିଛନ୍ତି । ପ୍ରଥମେ ସେ କୁତ୍ରା ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥି



ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

BHAGYAPRABHA NEWS | ଓଡ଼ିଶା | ପୁରୀ | 9375 | Read...

ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ବାୟୁ ପ୍ରଦୂଷଣ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଜଳାହେବନି କାଉଁରିଆ କାଠି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଶ୍ରଦ୍ଧାଳୁ ମାନେ କେବଳ 'ପୟ



ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

BHAGYAPRABHA NEWS | ଦେଶଦୁନିଆ | | 9374 | Read...

ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନା ମୃତ

ଦୀପାବଳିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଶୁକ୍ରବାର ଷଡଯନ୍ତ୍ର ରଚିଛି । ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡରେ ଭାରତର ୩ ଯବାନ ଏବ



ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

BHAGYAPRABHA NEWS | ଓଡ଼ିଶା | | 9373 | Read...

ରାଜ୍ୟରେ ୧୦୧୮ ନୂଆ ଆକ୍ରାନ୍ତ ଚିହ୍ନଟ , ୧୨ ମୃତ

ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୧,୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୫୮୫ ଜଣ ଥିବା ବେଳେ ୪୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେହିପରି ଆଜି ପୁଣି ୧୨ ଜଣ ଆ



ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜୟନ୍ତୀ ପାଳିତ

Uma Shankar Sahu | ଓଡ଼ିଶା | ନବରଙ୍ଗପୁର | 9372 | Read...

ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜୟନ୍ତୀ ପାଳିତ

ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳିତ। ଗୁରୁବାର ନବରଙ୍ଗପୁରର ସ୍ଥାନୀୟ ତୃପ୍ତି ହୋଟେଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାଗୀରଥି ପାତ୍ର ସ୍ମୃତି ସଂସଦ ସହଯୋଗର



ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୬ ଗିରଫ

BHAGYAPRABHA NEWS | ଅପରାଧ | କୋରାପୁଟ | 9371 | Read...

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୬ ଗିରଫ

ଜୟପୁରରେ ଗଞ୍ଜେଇ ଚାଲାଣ ବେଳେ ଗୁରୁବାର ଜୟପୁର ସଦର ପୋଲିସ, ଆନ୍ତଃ ରାଜ୍ୟ ଚାଲାଣକାରୀଙ୍କ ଉପରେ ଚଢାଉ କରିଛି। ସେମାନଙ୍କଠାରୁ ପ୍ରାୟ ୨୭୦ କେଜି ଗଞ୍ଜେଇ ସହ ୬ଟି ମୋବାଇଲ, ଗୋଟିଏ କାର ଏବଂ ୩ଟି ବାଇକ ଜବତ ହୋଇଛି। ଏହି ଘଟଣାରେ



ଭାରତରେ ଡବ୍ଲ୍ୟୁଏଚଓ ଖୋଲିବ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର

BHAGYAPRABHA NEWS | ଦେଶଦୁନିଆ | | 9370 | Read...

ଭାରତରେ ଡବ୍ଲ୍ୟୁଏଚଓ ଖୋଲିବ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର

ଭାରତ ପାଇଁ ବଡ଼ଖବର। ଦେଶର ସର୍ବପୁରାତନ ଚିକିତ୍ସା ପଦ୍ଧତିକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିବା ସହ ଭାରତରେ ଏକ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି। ଜାତୀ



କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଭଣ୍ଡାର ଖୋଲିଲେ ମୋଦି

BHAGYAPRABHA NEWS | ଦେଶଦୁନିଆ | | 9369 | Read...

କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଭଣ୍ଡାର ଖୋଲିଲେ ମୋଦି

କରୋନା ଭାଇରସ ମହାମାରୀ ଦେଶର ଆର୍ଥିକ ଅବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ଦିନଦିନ ଧରି ଦୋକାନ ବଜାର ବନ୍ଦ ରହିବା ଯୋଗୁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି। ଅନଲକ୍‌ ପରେ ବି ଅର୍ଥାଭାବ ଯୋଗୁ ଲୋକେ ବ୍ୟବସାୟ ଆରମ୍ଭ



ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

BHAGYAPRABHA NEWS | ଶିକ୍ଷା | | 9368 | Read...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ' । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ



ସୀମାରେ ପାକିସ୍ତାନର ଭୟଙ୍କର ଗୁଳିମାଡ଼, ୩ ଯବାନ ସହିଦ

BHAGYAPRABHA NEWS | ଦେଶଦୁନିଆ | | 9367 | Read...

ସୀମାରେ ପାକିସ୍ତାନର ଭୟଙ୍କର ଗୁଳିମାଡ଼, ୩ ଯବାନ ସହିଦ

ହାଜିପିର ସେକ୍ଟର ଉରିରେ ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ତିନି ଜଣ ସାଧାରଣ ନାଗରିକ, ଦୁଇ ସେନା କର୍ମଚାରୀ ଏବଂ ବିଏସଏଫ ଅଧିକାରୀ ସହିଦ ହୋଇଛନ୍ତି। ଏହା ସହ ଏଠାରେ ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି



ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

BHAGYAPRABHA NEWS | ଦେଶଦୁନିଆ | | 9366 | Read...

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

ଦିଲ୍ଲୀର ଗାନ୍ଧିନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୋଟିଏ ୩ ମହାଲା ବିଶିଷ୍ଟ କପଡ଼ା ଗୋଦାମରେ ନିଆଁ ଲାଗିବା ପରେ ଏହା ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ଘଟଣାସ



୧୦୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ବୋଝେଇ କାର ଜବତ : ନାବାଳକ ସହ ଜଣେ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 9365 | Read...

୧୦୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ବୋଝେଇ କାର ଜବତ : ନାବାଳକ ସହ ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଧରିବାରେ ସଫଳ ହୋଇପାରିଥିବା ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ତଥା ସ



ଦିଗପହଣ୍ଡି ପୋଲିସ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉ : ୩ ଜୁଆଡି ଗିରଫ

Kiran Behera | ଅପରାଧ | ଗଞ୍ଜାମ | 9364 | Read...

ଦିଗପହଣ୍ଡି ପୋଲିସ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉ : ୩ ଜୁଆଡି ଗିରଫ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ୩ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେ



ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ

BHAGYAPRABHA NEWS | ଓଡ଼ିଶା | | 9363 | Read...

ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ

ଶେଷ ହେଲା ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ମୋହର ମରାଯାଇଛି । ଅତିରିକ୍ତ ବଜେଟରେ ପ୍ରାୟ ୧୧, ୨୦୦ କୋଟିର ପ୍ରାବଧାନ ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ବିଧା



ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

BHAGYAPRABHA NEWS | ଓଡ଼ିଶା | | 9362 | Read...

ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଧାନ ଓ ଚାଉଳ ସଂଗ



ନକଲି ଗୁଟଖା ଓ ମଦ ବ୍ୟବସାୟୀଙ୍କ ଚକ୍ରବିହ୍ୟୁରେ କୁକୁଡାଖଣ୍ଡି ତହସିଲଦାର

Kiran Behera | ଓଡ଼ିଶା | ଗଞ୍ଜାମ | 9361 | Read...

ନକଲି ଗୁଟଖା ଓ ମଦ ବ୍ୟବସାୟୀଙ୍କ ଚକ୍ରବିହ୍ୟୁରେ କୁକୁଡାଖଣ୍ଡି ତହସିଲଦାର

ବିଭିନ୍ନ ସମୟରେ ନିଜର ଉଚ୍ଚକୋଟିର କାର୍ଯ୍ୟଶୈଳି ଏବଂ ଦୁର୍ନୀତି ମୁକ୍ତ ବ୍ୟବସ୍ଥା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ବେଶ ପ୍ରଶଂସା ସାଉଁଣ୍ଟିଚନ୍ତି କୁକୁଡାଖଣ୍ଡିର ମହିଳା ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର I କି



ଯୁବକଙ୍କ ମୃତଦେହ ଘୋଡାହଡ ନଦୀରୁ ଉଦ୍ଧାର

Kiran Behera | ଓଡ଼ିଶା | ଗଞ୍ଜାମ | 9360 | Read...

ଯୁବକଙ୍କ ମୃତଦେହ ଘୋଡାହଡ ନଦୀରୁ ଉଦ୍ଧାର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମ ଦେଇ ପ୍ରବାହିତ ଘୋଡାହାଡ଼ ନଦୀତଟରୁ ଗୁରୁବାର ସକାଳୁ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ



ଲଘୁ ଖଣିଜ ଚୋରାଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ତହସିଲଦାର

Kiran Behera | ଅପରାଧ | ଗଞ୍ଜାମ | 9359 | Read...

ଲଘୁ ଖଣିଜ ଚୋରାଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ତହସିଲଦାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ଗୃହ ପରିସରରେ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ଅଞ୍ଚଳରେ ଲଘୁ ଖଣିଜ ଚୋରାଚାଲାଣ ବିରୋଧରେ ପ୍ରଶାସନିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଏକ ପ୍ରସ୍ତୁତି ବୈଠକ କାର୍ଯ



ଜାତୀୟ ଶିକ୍ଷା ଦିବସ

BHAGYAPRABHA NEWS | ବିଶେଷ | | 9358 | Read...

ଜାତୀୟ ଶିକ୍ଷା ଦିବସ

୧୧ ନଭେମ୍ବରକୁ ପ୍ରତିବର୍ଷ 'ଜାତୀୟ ଶିକ୍ଷା ଦିବସ' ଭାବେ ପାଳନ କରାଯାଏ। ଏହିଦିନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ଦିବସ। ତାଙ୍କ ସମ୍ମାନାର୍ଥେ ୨୦୦୮ ମସିହାରୁ ଏହିଦିନକୁ 'ଜ



ବିହାରବାସୀଙ୍କୁ ସମ୍ୱୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

BHAGYAPRABHA NEWS | ଦେଶଦୁନିଆ | | 9357 | Read...

ବିହାରବାସୀଙ୍କୁ ସମ୍ୱୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ଜନତା ପାର୍ଟି ବିହାର ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟରେ ଉପ-ନିର୍ବାଚନରେ ​​ଅତୁଳନୀୟ ସଫଳତା ହାସଲ କରିଛି। ଏହି ସଫଳତାକୁ ପାଳନ କରିବା ପାଇଁ ବୁଧବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମ ହ