ଅପରାଧ : Category News


ଶାଶୁଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା ; ଅଭିଯୁକ୍ତ ଜ୍ବାଇଁ ଗିରଫ

Kiran Behera | ଅପରାଧ | ଗଞ୍ଜାମ | 4673 | Read...

ଶାଶୁଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା ; ଅଭିଯୁକ୍ତ ଜ୍ବାଇଁ ଗିରଫ

ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ମେଘଝୋଳି ଗ୍ରାମରେ ଘରେ ପଶି ନିଜ ଶାଶୁଙ୍କୁ ଅସଦାଚରଣ ଓ ଆକ୍ରମଣ ଅଭିଯୋଗରେ ପୋଲିସ ଜ୍ବାଇଁ ମନୋଜ ନାୟକଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଏନେଇ ଥାନା ମାମଲା ନଂ ୨



ପରିଶ୍ରା ବାହାନାରେ ଥାନାରୁ ଚମ୍ପଟ ଗିରଫ ବ୍ୟକ୍ତି

Bhagyaprabha News Bureau | ଅପରାଧ | ନବରଙ୍ଗପୁର | 4672 | Read...

ପରିଶ୍ରା ବାହାନାରେ ଥାନାରୁ ଚମ୍ପଟ ଗିରଫ ବ୍ୟକ୍ତି

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରୁ ଜଣେ ଗିରଫ ବ୍ୟକ୍ତି ଚମ୍ପଟ ମାରିଛି। ଅରୁଣ ହରିଜନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପାପଡାହାଣ୍ଡି ଥାନାରେ ଅନେକ ଡକାୟତି ଓ ରାହଜାଣି ମାମଲା ରହିଛି। ତେବେ ଅରୁଣକୁ ଗତକାଲି ନବରଙ୍ଗପ



ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ୍ୟୁ

Gupteswar Prusty | ଅପରାଧ | ବଲାଙ୍ଗୀର | 4666 | Read...

ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ୍ୟୁ

ବଲାଙ୍ଗିର-ସୋନପୁର ରାଜରାସ୍ତାର ଗଇଁନ୍ତଲା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧକଂ ମୃତ୍ୟୁ ହୋଇଛି. ଗଇଁନ୍ତଲା ଗାଁର ଗୌତମ ଭୋଇ ସିଲିଣ୍ଡର ଗ୍ୟାସ ଆଣିବା ପାଇଁ ଖୋଲା ସିଲିଣ୍ଡର ଧରି ରାସ୍ତା କଡରେ ଥିବା ଗ୍ୟାସ ଗୋଦାମ କୁ



ମାଲେକୋଟ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ

BHAGYAPRABHA NEWS | ଅପରାଧ | ନବରଙ୍ଗପୁର | 4665 | Read...

ମାଲେକୋଟ  ନିକଟରେ  ସଡକ ଦୁର୍ଘଟଣାରେ ଜଣେ  ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ମାଲେକୋଟ ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ କୋଡ଼ିଙ୍ଗା ଥାନା



ଗିରଫ ହେଲା ନକଲି ଡାକ୍ତର

BHAGYAPRABHA NEWS | ଅପରାଧ | ସୁନ୍ଦରଗଡ଼ | 4661 | Read...

ଗିରଫ ହେଲା ନକଲି ଡାକ୍ତର

ସୁନ୍ଦରଗଡ଼ ଜିଲ୍ଲାର ନକଲି ଡାକ୍ତର ଏବେ ପୋଲିସ ପଞ୍ଝାରେ । ସୁନ୍ଦରଗଡ ଟାଉନ ଥାନା ପୋଲିସ ତାକୁ ଗିରଫ କରିଛି । ରାଉରେକେଲା ସେକ୍ଟର ୧୫ ଅଞ୍ଚଳରୁ ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆକୁ ଉଠାଇ ନେଇଥିଲା ପୋଲିସ । ତାଙ୍କୁ ଅଧିକ



ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

BHAGYAPRABHA NEWS | ଅପରାଧ | ମାଲକାନଗିରି | 4660 | Read...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୮ଟା ସମୟରେ ହଷ୍ଟେଲର ଜଣେ ଛାତ୍



ତାଇକୋଣ୍ଡ ଖେଳାଳୀଙ୍କୁ ହତ୍ୟା କଲେ ପ୍ରେମିକ

BHAGYAPRABHA NEWS | ଅପରାଧ | | 4652 | Read...

ତାଇକୋଣ୍ଡ ଖେଳାଳୀଙ୍କୁ  ହତ୍ୟା କଲେ ପ୍ରେମିକ

ତାଇକୋଣ୍ଡ ଖେଳାଳୀ ଙ୍କୁ ଗୁଳିକରି ହତ୍ୟା କଲେ ଜଣେ କୋଚ୍‌ । ଏଭଳି ଘଟଣା ଘଟିଯାଇଛି ଗୁରୁଗାଁଓ ନଗରୀରେ । ସୂଚନାଯୋଗ୍ୟ, ଜନୈକ କୋଚ୍‌ ଉକ୍ତ ମହିଳା ତାଇକୋଣ୍ଡ ଖେଳାଳୀ ଙ୍କୁ ପ୍ରେମ କରି ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ



ଏକ କି.ଗ୍ରା ରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଲୁଟ

BHAGYAPRABHA NEWS | ଅପରାଧ | | 4651 | Read...

ଏକ କି.ଗ୍ରା ରୁ ଉର୍ଦ୍ଧ୍ୱ  ସୁନା ଅଳଙ୍କାର ଲୁଟ

ବିହାର ବେଗୁସରାଇ ଜିଲ୍ଲା ର ଗାଡହାର ପୋଲିସ ଥାନା ଅନ୍ତର୍ଗତ ଠାକୁରୀ ଛକ ନିକଟରେ ଏକ ଅଳଙ୍କାର ବେପାରୀଙ୍କ ତିନିଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ୍‌ କରିବା ବେଳେ ଏହା ସଂଘର୍ଷ ର ରୂପ ନେଇଥିଲା । ଏଥିରେ ଜଣେ ବ୍ୟକ୍ତି ପ୍ରା



ଆକ୍ରମଣ - ପ୍ରତି ଆକ୍ରମଣ ମାମଲା ; ଫେରାର ଅଭିଯୁକ୍ତ ଗିରଫ।

Kiran Behera | ଅପରାଧ | ଗଞ୍ଜାମ | 4650 | Read...

ଆକ୍ରମଣ - ପ୍ରତି ଆକ୍ରମଣ ମାମଲା ; ଫେରାର ଅଭିଯୁକ୍ତ ଗିରଫ।

ଦିଗପହଣ୍ଡି ପୋଲିସ ମଙ୍ଗଳବାର ଡଙ୍କାରି ଗ୍ରାମରେ ବାଣ କିଣାକୁ କେନ୍ଦ୍ରକରି ଘଟି ଯାଇଥିବା ଗଣ୍ଡଗୋଳ ପରେ ଫେରାର ଥିବା ଯୋଗୀ ଗୌଡଙ୍କୁ ଗିରଫ କରି ଥାନା ମାମଲା ନଂ ୨୧୯/୧୯ ଅନୁଯାୟୀ କୋର୍ଟଚାଲାଣ କରିଥିବା ଜଣାପଡିଛି । ସେଠାରେ



ବଗିଚାରୁ ବାଉଁଶ କଟାକୁ ନେଇ ଶିକ୍ଷକଙ୍କୁ ଆକ୍ରମଣ

Kiran Behera | ଅପରାଧ | ଗଞ୍ଜାମ | 4645 | Read...

ବଗିଚାରୁ ବାଉଁଶ କଟାକୁ ନେଇ ଶିକ୍ଷକଙ୍କୁ ଆକ୍ରମଣ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମରେ ରହୁଥିବା ଜଣେ ଶିକ୍ଷକ ରାଜେନ୍ଦ୍ର ସେଠୀଙ୍କ ଯୋଗିଆ ପଲ୍ଲୀ ଗାଁ ବଗିଚାରୁ କେହି ଦୃବୃତ୍ତ ବହୁ ସଂଖ୍ୟକ ବାଉଁଶ ଗଛରୁ ବାଉଁଶ କାଟି ନେଇଥିଲେ। ଖବରପାଇ ଶିକ୍ଷକ ରାଜେନ୍ଦ୍ର



କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସେଇବାକୁ ଯାଇ ଯୁବକ ମୃତ୍ୟୁ

Hari Narayan Das | ଅପରାଧ | ଗଞ୍ଜାମ | 4643 | Read...

କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସେଇବାକୁ ଯାଇ ଯୁବକ ମୃତ୍ୟୁ

ରାୟଗଡା ଜିଲ୍ଲା ରେ ବୋଇତ ବନ୍ଦାଣ ଉସ୍ତବ ରେ ଅଘଟଣ ଘଟି ଜଣେ କଲେଜ ଛାତ୍ର ର ମୃତ୍ୟୁ ହେଇଛି।ଛାତ୍ର ଜଣକ ହେଲେ ସ୍ତାନୀୟ UGMIT COLLEGE ର ସୁମନ ବେହେରା(୧୭) , diploma 2 nd year ର ଏହି ଛାତ୍ର ଆଜି କଲେଜ ର ଅନ୍ୟ ତିନି ଛାତ୍ର ଙ୍କ ସହ ମିଶି ଝୁଲା ବ୍ରିଜ



ପୋଲିସ କବଜାରେ ବ୍ୟାଟେରୀ ଚୋର ବାଇକ ଜବତ

Kiran Behera | ଅପରାଧ | ଗଞ୍ଜାମ | 4637 | Read...

ପୋଲିସ କବଜାରେ ବ୍ୟାଟେରୀ ଚୋର ବାଇକ ଜବତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମର ବି.ପବିର ଦୋରାଙ୍କ ଅଟୋରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ




ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: